Home Bibles ଗୀତସଂହିତା 103:16 · ଓଡ଼ିଆ ବାଇବେଲ
ଗୀତସଂହିତା 103:16 · ଓଡ଼ିଆ ବାଇବେଲ

କିନ୍ତୁ ଯେତବେେଳେ ଗରମ ପବନ ବ ହେ, ଏହା ମରିୟାଏ। ହଠାତ୍ ତୁମ୍ଭେ କହିପାରିବ ନାହିଁ କେଉଁଠାରେ ଫୁଲ ଫୁଟିଥିଲା ବୋଲି।

Cross references

ଆଦି ପୁସ୍ତକ 5:24

ଦିନେ, ଯେ ତବେଳେ ହନୋକ ପରମେଶ୍ବରଙ୍କୁ ଅନୁସରଣ କରିଥିଲେ, ସେ ଅନ୍ତର୍ଧ୍ଯାନ ହେଲ, ଯେ ହତେୁ ତାଙ୍କୁ ପରମେଶ୍ବର ନଇଗେଲେ।

ଆୟୁବ ପୁସ୍ତକ 7:6

ମାରେ ଦିନଗୁଡ଼ିକ ଶୀଘ୍ର ଗଡ଼ିୟାଏ। ଏହା ତନ୍ତୀର ନଳୀଠାରୁ ଆହୁରି ଦ୍ରୁତଗାମୀ। ଶଷେ ରେ ଜୀବନଟା କୌଣସି ଆଶାର ପୂରଣ ବିନା ଶଷେ ହାଇୟୋଏ।

ଆୟୁବ ପୁସ୍ତକ 7:8

ତୁମ୍ଭେ ବି ମାେତେ ଆଉ ଦେଖିବ ନାହିଁ। ତୁମ୍ଭେ ମାେତେ ଖାଜେିବ କିନ୍ତୁ ମୁଁ ନ ଥିବି।

ଆୟୁବ ପୁସ୍ତକ 7:10

ସେ ଆଉ ତା'ର ଆପଣା ବାସଗୃହକୁ କବେେ ଆସିବ ନାହିଁ। ଏବଂ ତା'ର ସେ ପୁରୁଣା ଘର ମଧ୍ଯ ତାକୁ ଆଉ ଚିହ୍ନିବ ନାହିଁ।

ଆୟୁବ ପୁସ୍ତକ 8:18

ଯଦି ସହେି ଲତାକୁ ତା'ର ନିଜ ସ୍ଥାନରୁ ବିଚ୍ଯୁତ କରାୟାଏ ଏହା ମରିୟିବ ଏବଂ କହେି ଜାଣିପାରିବେ ନାହିଁ। ପୂର୍ବରୁ ଏପରି ଏକ ଲତା ଏଠା ରେ ଥିଲା।

ଆୟୁବ ପୁସ୍ତକ 14:10

କିନ୍ତୁ ମଣିଷ ଯେତବେେଳେ ମରିୟାଏ। ସେ ସମସ୍ତ ଶକ୍ତି ହରାଇ ଦିଏ। ସପରେି ଶଷେ ନିଶ୍ବାସ ନିଏ ଏବଂ ତା'ପରେ ସେ କେଉଁଠା ରେ ?

ଆୟୁବ ପୁସ୍ତକ 20:9

ଯେଉଁ ବ୍ଯକ୍ତି ତାକୁ ଦେଖିଥିଲେ ଆଉ ତାକୁ ଦେଖିପାରିବେ ନାହିଁ। ତା'ର ପରିବାର ମଧ୍ଯ ତା' ଆଡ଼କୁ ପୁଣି ଅନାଇବେ ନାହିଁ।

ଆୟୁବ ପୁସ୍ତକ 27:20

ଆତଙ୍କ ତା' ବିରୁଦ୍ଧ ରେ ହଠାତ୍ ବନ୍ଯା ପରି ଆସିବ। ଏବଂ ବାତ୍ଯା ରାତି ରେ ଆସି ତାକୁ ଉଡ଼ାଇ ନଇୟିବେ।

ଯିଶାଇୟ 40:6

ପୁଣି ଏକ ସ୍ବର ଶୁଣାଗଲା, ପ୍ରଚାର କର।' ଜଣେ ବ୍ଯକ୍ତି କହିଲା, କ'ଣ ପ୍ରଚାର କରିବା? ସେ ସ୍ବରଟି କହିଲା, ମନୁଷ୍ଯ ଚିରଦିନ ପାଇଁ ବଞ୍ଚିବ ନାହିଁ। ସମାନେେ ତୃଣତୁଲ୍ଯ ଓ ସମାନଙ୍କେର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପ ତୁଲ୍ଯ।

ଯିଶାଇୟ 40:7

ତୃଣ ଶୁଷ୍କ ହୁଏ ଓ ପୁଷ୍ପ ମ୍ଲାନ ହୁଏ। କାରଣ ତାହା ଉପ ରେ ସଦାପ୍ରଭୁଙ୍କର ଶ୍ବାସବାଯୁ ବ ହେ। ତେଣୁ ଲୋକମାନେ ନିଶ୍ଚତ ତୃଣ ସ୍ବରୂପ।

Interlinear

Choose Theme