Home Bibles ଆୟୁବ ପୁସ୍ତକ 7:10 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 7:10 · ଓଡ଼ିଆ ବାଇବେଲ

ସେ ଆଉ ତା'ର ଆପଣା ବାସଗୃହକୁ କବେେ ଆସିବ ନାହିଁ। ଏବଂ ତା'ର ସେ ପୁରୁଣା ଘର ମଧ୍ଯ ତାକୁ ଆଉ ଚିହ୍ନିବ ନାହିଁ।

Cross references

ଦିତୀୟ ଶାମୁୟେଲ 12:23

କିନ୍ତୁ ବର୍ତ୍ତମାନ ପିଲାଟି ମରିଅଛି, ମୁ କାହିଁକି ଆଉ ଉପବାସ କରିବି। ମୁ କ'ଣ ପିଲାଟିର ଜୀବନ ଫରୋଇ ଆଣି ପାରିବି। ଦିନେ ମୁ ତା' ନିକଟକକ୍ସ୍ଟ ୟିବି କିନ୍ତୁ ସେ ମାେ ନିକଟକକ୍ସ୍ଟ ଆସି ପାରିବ ନାହିଁ।

ଆୟୁବ ପୁସ୍ତକ 8:18

ଯଦି ସହେି ଲତାକୁ ତା'ର ନିଜ ସ୍ଥାନରୁ ବିଚ୍ଯୁତ କରାୟାଏ ଏହା ମରିୟିବ ଏବଂ କହେି ଜାଣିପାରିବେ ନାହିଁ। ପୂର୍ବରୁ ଏପରି ଏକ ଲତା ଏଠା ରେ ଥିଲା।

ଆୟୁବ ପୁସ୍ତକ 20:9

ଯେଉଁ ବ୍ଯକ୍ତି ତାକୁ ଦେଖିଥିଲେ ଆଉ ତାକୁ ଦେଖିପାରିବେ ନାହିଁ। ତା'ର ପରିବାର ମଧ୍ଯ ତା' ଆଡ଼କୁ ପୁଣି ଅନାଇବେ ନାହିଁ।

ଆୟୁବ ପୁସ୍ତକ 27:21

ପୂର୍ବ ଦିଗର ପବନ ତାକୁ ଉଡ଼ାଇ ନବେ। ସେ ଚିରଦିନ ପାଇଁ ବିଦାଯ ନବେ, ଝଡ଼ ତାକୁ ତା'ର ଘରୁ ଉଡ଼ାଇ ନବେ।

ଆୟୁବ ପୁସ୍ତକ 27:23

ଲୋକେ ତାକୁ ଦେଖି ତାଳି ମାରିବେ। ଯେତବେେଳେ ସେ ନିଜ ଘରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବ, ଲୋକେ ହୁଇସିଲ ମାରି ଦେଖୁଥିବେ।

ଗୀତସଂହିତା 103:16

କିନ୍ତୁ ଯେତବେେଳେ ଗରମ ପବନ ବ ହେ, ଏହା ମରିୟାଏ। ହଠାତ୍ ତୁମ୍ଭେ କହିପାରିବ ନାହିଁ କେଉଁଠାରେ ଫୁଲ ଫୁଟିଥିଲା ବୋଲି।

Interlinear

Choose Theme