Home Bibles ଗୀତସଂହିତା 102:4 · ଓଡ଼ିଆ ବାଇବେଲ
ଗୀତସଂହିତା 102:4 · ଓଡ଼ିଆ ବାଇବେଲ

ମାରେ ଶକ୍ତିସବୁ ଶଷେ ହାଇୟୋଇଛି। ମୁଁ ୟପରେି ଶୁଖିଲା ତୃଣପରି। ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରଇେଅଛି।

Cross references

ପ୍ରଥମ ଶାମୁୟେଲ 1:7

ଯେତବେେଳେ ସହେି ପରିବାର ସଦାପ୍ରଭୁଙ୍କ ମନ୍ଦିରକକ୍ସ୍ଟ ଯାଉଥିଲେ ପ୍ରତିବର୍ଷ ଏହିପରି ହେଉଥିଲା। ପନିନ୍ନା ହାନ୍ନାକକ୍ସ୍ଟ ଦକ୍ସ୍ଟଃଖିତ କରୁଥିଲା। ତେଣୁ ସେ କ୍ରନ୍ଦନ କଲା ଓ କିଛି ଖାଇଲା ନାହିଁ।

ଦିତୀୟ ଶାମୁୟେଲ 12:17

ଦାଉଦ ପରିବାରର ବଯସ୍କମାନେ ଦାଉଦଙ୍କକ୍ସ୍ଟ ଭୂମିରକ୍ସ୍ଟ ଉଠାଇବାକକ୍ସ୍ଟ ଚାହିଁଲେ। କିନ୍ତୁ ଦାଉଦ ଉଠିଲେ ନାହିଁ କି ସମାନଙ୍କେ ସହିତ ଭୋଜନ କଲେ ନାହିଁ।

ଏଜ୍ରା 10:6

ଏହାପରେ ଏଜ୍ରା ପରମେଶ୍ବରଙ୍କ ଗୃହ ସମ୍ମୁଖରୁ ଉଠିଗଲେ। ଏହାପରେ ଇଲିଯାଶୀବର ପୁତ୍ର ୟିହୋହାନନର କୋଠରୀକୁ ଗଲେ। ଏଜ୍ରା ସଠାେରେ ରହିବା ସମୟରେ ସେ କୌଣସି ଖାଦ୍ୟ ଖାଇ ନଥିଲେ, କି ଜଳପାନ କରିନଥିଲେ। ସେ ଏପରି କରିଥିଲେ କାରଣ ସେ ବହୁତ ଦୁଃଖିତ ଥିଲେ। ସେ ଇଶ୍ରାୟେଲମାନଙ୍କ ପାପ ପାଇଁ ବହୁତ ଦୁଃଖିତ ଥିଲେ ଯେଉଁମାନେ ୟିରୁଶାଲମକୁ ଫରେି ଆସିଥିଲେ।

ଆୟୁବ ପୁସ୍ତକ 6:4

ପରମେଶ୍ବର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମାେ ଅନ୍ତରକୁ ବିଦ୍ଧ କରୁଛି। ମାରେ ଆତ୍ମା ସହେି ବାଣର ବିଷକୁ ପାନ କରୁଛି। ପରମେଶ୍ବରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମାରେ ବିରୁଦ୍ଧ ରେ ଗୋଟିଏ ଧାଡ଼ି ରେ ସଜାଇ ରଖାୟାଇଛି।

ଆୟୁବ ପୁସ୍ତକ 10:1

ମୁଁ ମାରେ ନିଜର ପ୍ରାଣକୁ ଘୃଣା କରେ ତେଣୁ ମୁଁ ସ୍ବଚ୍ଛନ୍ଦ ରେ ମାରେ ଅଭିଯୋଗ କରିବି। ମାରେ ଆତ୍ମା ତିକ୍ତ ହାଇେ ଗଲାଣି। ତେଣୁ ବର୍ତ୍ତମାନ ମୁଁ କହିପାରିବି।

ଆୟୁବ ପୁସ୍ତକ 30:30

ମାେ ଦହରେ ଚମଡ଼ା ପୋଡ଼ି ୟାଇ ଛିଣ୍ଡି ପଡ଼ୁଛି। ଜ୍ବର ରେ ମାରେ ଦହେ ରେ ଭୀଷଣ ତାତି।

ଆୟୁବ ପୁସ୍ତକ 33:20

ସେ ଏତେ ୟନ୍ତ୍ରଣା ଅନୁଭବ କରେ ଯେ ସେ ଖାଇପା ରେ ନାହିଁ। ସେ ଏପରିକି ସୁସ୍ବାଦୁ ଖାଦ୍ୟକୁ ମଧ୍ଯ ଘୃଣା କରେ।

ଗୀତସଂହିତା 6:2

ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ରୁଗ୍ଣ ଓ ଦୁର୍ବଳ। ମାେତେ ସୁସ୍ଥ କର କାରଣ ମାରେ ଅସ୍ଥିସବୁ କମ୍ପିତ ହେଉଅଛି।

ଗୀତସଂହିତା 37:2

ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ଯ ୟାହା ଖୁବ୍ ଶୀଘ୍ର ଧୂସର ହାଇେ ମରିୟାଏ।

ଗୀତସଂହିତା 42:6

ହେ ମାରେ ପରମେଶ୍ବର, ମାରେ ପ୍ରାଣ ଆଜି ଦୁଃଖିତ କାରଣ ଏହି ସ୍ଥାନରୁ ଏହି େଛାଟିଆ ପାହାଡ଼ରୁ ତୁମ୍ଭକୁ ମନେ ପକାଉଛି। ଯେଉଁଠାରେ ହର୍ମୋଣ ପର୍ବତ ଓ ୟର୍ଦ୍ଦନ ନଦୀ ପରସ୍ପରକୁ ଭଟେନ୍ତି।

ଗୀତସଂହିତା 55:4

ମାେ ଅନ୍ତରରେ ମାରେ ହୃଦଯ ଅତ୍ଯନ୍ତ ବିଦୀର୍ଣ୍ଣ ହେଉଅଛି। ମୁଁ ମୃତ୍ଯୁକୁ ବହୁତ ଭୟ କରୁଛି।

ଗୀତସଂହିତା 69:20

ଲଜ୍ଜା ମାେତେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦଇେଛି। କାରଣ ଲଜ୍ଜା ଯୋଗୁଁ ମୁଁ ମୃତ୍ଯୁବରଣ କରିବା ଉପରେ, ମୁଁ ସହାନୁଭୂତି ପାଇଁ ଡ଼ାକିଲି, କହେି ସହାନୁଭୂତି ଦଖାଇେଲେ ନାହିଁ। ମୁଁ ଲୋକମାନଙ୍କୁ ଖାଜେିଲି, କିନ୍ତୁ ଯେଉଁମାନେ ମାେତେ ସାନ୍ତ୍ବନା ଦଇପୋରିବେ, କହେି ସହାନୁଭୂତି ଦଖାଇେଲେ ନାହିଁ।

ଗୀତସଂହିତା 77:3

ମୁଁ ପରମେଶ୍ବରଙ୍କୁ ସ୍ମରଣ କରି, ମୁଁ ତାଙ୍କୁ ମାରେ ଅନୁଭୂତି କହିବାକୁ ଚେଷ୍ଟା କରିଛି। କିନ୍ତୁ ମୁଁ ପାରୁ ନାହିଁ।

ଗୀତସଂହିତା 102:9

ମାରେ ଦୁଃଖ ହିଁ ଏକମାତ୍ର ଭୋଜନ। ମାରେ ପଯେଦ୍ରବ୍ଯ ଅଶ୍ରୁଜଳ ସଙ୍ଗେ ମିଶିଅଛି।

ଗୀତସଂହିତା 102:11

ମାରେ ଜୀବନ ପ୍ରାଯ ଶଷେ ହାଇେଅଛି। ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶଷେ ଦିନର ଛାଇ ତୁଲ୍ଯ।

ଗୀତସଂହିତା 143:3

ଶତ୍ରୁଗଣ ମାେ ପଛରେ ଗୋଡ଼ାଉଛନ୍ତି। ସମାନେେ ମାେ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି। ସମାନେେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ଯ ମାେତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ଯ କରୁଛନ୍ତି।

ଯିଶାଇୟ 40:7

ତୃଣ ଶୁଷ୍କ ହୁଏ ଓ ପୁଷ୍ପ ମ୍ଲାନ ହୁଏ। କାରଣ ତାହା ଉପ ରେ ସଦାପ୍ରଭୁଙ୍କର ଶ୍ବାସବାଯୁ ବ ହେ। ତେଣୁ ଲୋକମାନେ ନିଶ୍ଚତ ତୃଣ ସ୍ବରୂପ।

ଯିରିମିୟଙ୍କ ବିଳାପ 3:13

ସେ ମାରେ ଅନ୍ତର ମଧ୍ଯକୁ ଶର ନିକ୍ଷପେ କରିଅଛନ୍ତି।

ଯିରିମିୟଙ୍କ ବିଳାପ 3:20

ମାରେ ସମସ୍ତ କ୍ଲେଶକୁ ସ୍ମରଣ କରି ମୁଁ ଅତି ଅବସନ୍ନ ହାଇେ ପଡ଼ୁଛି।

ମାଥିଉଲିଖିତ ସୁସମାଚାର 26:37

ଯୀଶୁ ପିତର ଓ ଜବଦେୀଙ୍କ ଦୁଇ ପୁଅଙ୍କୁ ସାଙ୍ଗ ରେ ନେଲେ। ତା'ପରେ ଯୀଶୁ ଦୁଃଖ ଓ ବ୍ଯାକୁଳତା ଅନୁଭବ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:9

ସେ ତିନି ଦିନ ପର୍ୟ୍ଯନ୍ତ କିଛି ଦେଖି ପାରିଲେ ନାହିଁ ଓ କିଛି ଖିଆପିଆ ମଧ୍ଯ କଲେ ନାହିଁ।

Interlinear

Choose Theme