ମାରେ ଦୁଃଖ ହିଁ ଏକମାତ୍ର ଭୋଜନ। ମାରେ ପଯେଦ୍ରବ୍ଯ ଅଶ୍ରୁଜଳ ସଙ୍ଗେ ମିଶିଅଛି।
Cross references
ଏପରିକି ମୁଁ ଖାଦ୍ୟ ଖାଇବା ପୂର୍ବ ରେ, ମୁଁ ଦୁଃଖ ରେ ବିଳାପ କଲି ଏବଂ ମାରେ ଲୋତକ ପାଣିପରି ବହିଗଲା।
ମାରେ ଶତ୍ରୁମାନେ ନିରନ୍ତର ମାେ ପ୍ରତି ପରିହାସ କରୁଛନ୍ତି। ସମାନେେ କହନ୍ତି, ତୁମ୍ଭର ପରମେଶ୍ବର କାହାନ୍ତି ? ସେ କବେେ ତୁମ୍ଭକୁ ଉଦ୍ଧାର କରିବାକୁ ଆସିଛନ୍ତି କି ? ଭୋଜନ କରିବା ପରିବର୍ତେ କବଳେ ମୁଁ କାନ୍ଦେ।
ହେ ମାରେ ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ ? କାହିଁକି ମୁଁ ଏତେ ଅସ୍ଥିର ହେଉଅଛି ? ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ମୁଁ ପରମେଶ୍ବରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି ଓ ସେ ମାେତେ ଉଦ୍ଧାର କରିବେ।
ସମାନେେ ମାେତେ ଖାଦ୍ୟ ବଦଳରେ ତୁଷ ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଲରସ ଦେଲେ।
ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ। ତୁମ୍ଭେ ସମାନଙ୍କେୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦଇେଛ।
ସଯ ଭସ୍ମସଭାଜନ କଲର,ସସ ନିଜର ଜୀବନକୁ ରକ୍ଷା କରିପାସର ନାହିଁ।ସମା ଦକ୍ଷିଣ ହସ୍ତସର ଏହି ସମସ୍ତ ବିଷଯସର କ'ଣସକୗଣସି ମିଥ୍ଯା ନାହିଁ ? କହିପାସର ନାହିଁ। ଏଣୁ ତା'ର ଭ୍ରାନ୍ତଚିତ୍ତ ତାକୁ ବିପଥଗାମୀ କରିଛି।
ସଦାପ୍ରଭୁ ମାେତେ ତିକ୍ତତା ରେ ପୂର୍ଣ୍ଣ କରିଅଛନ୍ତି ଓ ନାଗ ବିଷ ରେ ମାେତେ ଭରି ଦଇେଅଛନ୍ତି।
ମାରେ ଲୋକମାନଙ୍କର ବିନାଶ ଦେଖି ମାରେ ଚକ୍ଷୁରୁ ଝରଣା ସଦୃଶ ଲୋତକ ବହୁଅଛି।
ଗାଥ ନଗର ରେ ଏହା ଜଣାଅ ନାହିଁ। ଆଦୌ ବିଳାପ କରନାହିଁ। ବୈଥ୍-ଲି-ଅଫ୍ରା ରେ ନିଜେ ଧୂଳି ରେ ଗଡ।
ସମାନେେ ସର୍ପ ପରି ଧୂଳି ଗ୍ଭଟିବେ। ସମାନେେ ଭୟ ରେ କମ୍ପିତ ହବେେ। ଆଉ ସମାନେେ କୀଟମାନଙ୍କ ପରି ସମାନଙ୍କେର ଗର୍ତ୍ତରୁ ବାହାରି ଗୁରୁଣ୍ତି ଗୁରୁଣ୍ତି ଗ୍ଭଲିବେ। ଶଷେ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କ ନିକଟକୁ ଆସିବେ ଏବଂ ଭୟର ସହିତ ସମ୍ମାନ ଜଣାଇବେ।