ଗୀତସଂହିତା 10:10 · ଓଡ଼ିଆ ବାଇବେଲ
ବାରମ୍ବାର ସହେି ଦୁଷ୍ଟ ଲୋକମାନେ ନିରୀହ ଲୋକମାନଙ୍କର କ୍ଷତି କରନ୍ତି।
Cross references
ପ୍ରଥମ ଶାମୁୟେଲ 2:36
ଆଉ ତୁମ୍ଭର ଅବଶିଷ୍ଟ ବଂଶଧରଗଣ ଯାଜକ ନିକଟରେ ଆସି ତାଙ୍କୁ ଜବାବ କରିବେ, ଦୟାକରି ମାେତେ ଯାଜକ ଭାବରେ କିଛି କାମ ଦିଅନ୍ତକ୍ସ୍ଟ, ଯାହା ଫଳ ରେ ମୁ କିଛି ଖାଦ୍ୟ ଓ କିଛି ଟଙ୍କା ରୋଜଗାର କରି ପାରିବି।'
ପ୍ରଥମ ଶାମୁୟେଲ 18:21
ଶାଉଲ ଭାବିଲେ, ମୁ ମୀଖଲ ମାଧ୍ଯମ ରେ ଦାଉଦକକ୍ସ୍ଟ ଫାସ ରେ ପକାଇ ଦବେି। ମୁ ମୀଖଲକକ୍ସ୍ଟ ଦାଉଦଙ୍କ ସହିତ ବିବାହ ଦବେି। ଏବଂ ତା'ପରେ ପଲେଷ୍ଟୀୟମାନେ ତାଙ୍କୁ ମାରି ଦବେେ। ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଦ୍ବିତୀୟ ଥର ପାଇଁ କହିଲେ, ତୁମ୍ଭେ ଆଜି ମାରେ କନ୍ଯାକକ୍ସ୍ଟ ବିବାହ କରିପାର।
ପ୍ରଥମ ଶାମୁୟେଲ 23:21
ଶାଉଲ କହିଲେ, ତୁମ୍ଭେ ମାେତେ ସାହାର୍ୟ୍ଯ କରିଥିବାରକ୍ସ୍ଟ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ।
ଦିତୀୟ ଶାମୁୟେଲ 15:5
ଯଦି କହେି ତାକକ୍ସ୍ଟ ପ୍ରଣାମ କରିବାକୁ ଆ ସେ ତବେେ ସେ ତାକକ୍ସ୍ଟ ଧରି ଚକ୍ସ୍ଟମ୍ବନ କରୁଥିଲେ।