Home Bibles ☰ Books ପ୍ରଥମ ଶାମୁୟେଲ 2:36 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 2:36 · ଓଡ଼ିଆ ବାଇବେଲ

ଆଉ ତୁମ୍ଭର ଅବଶିଷ୍ଟ ବଂଶଧରଗଣ ଯାଜକ ନିକଟରେ ଆସି ତାଙ୍କୁ ଜବାବ କରିବେ, ଦୟାକରି ମାେତେ ଯାଜକ ଭାବରେ କିଛି କାମ ଦିଅନ୍ତକ୍ସ୍ଟ, ଯାହା ଫଳ ରେ ମୁ କିଛି ଖାଦ୍ୟ ଓ କିଛି ଟଙ୍କା ରୋଜଗାର କରି ପାରିବି।'

Cross references

ବିଚାରକର୍ତାମାନଙ୍କ ବିବରଣ 17:10

ମୀଖା କହିଲା, ମାେ ସଙ୍ଗେ ତକ୍ସ୍ଟମେ ବାସ କର। ମାରେପିତା ଓ ଯାଜକ ହକ୍ସ୍ଟଅ। ତହିଁରେ ମୁ ତୁମ୍ଭକୁ ବାର୍ଷୀକ ଦଶଖଣ୍ତ ରୂପା, ଖାଦ୍ୟ ଓ ବସ୍ତ୍ର ଦବେି। ମୀଖା ଯାହା କହିଲା, ସହେି ଲବେୀୟ ତାହା କଲା।

ପ୍ରଥମ ଶାମୁୟେଲ 2:29

ତବେେ ତୁମ୍ଭମାନେେ କାହିଁକି ମାରେ ନବୈେଦ୍ଯ ଓ ବଳୀଦାନକକ୍ସ୍ଟ ପରିତ୍ଯାଗ କରୁଛ ଯାହାକି ମାେ ମନ୍ଦିର ରେ ଉତ୍ସର୍ଗ କରାୟିବ ବୋଲି ମୁ ଆଜ୍ଞା ଦଇେଅଛି? ପକ୍ସ୍ଟଣି କାହିଁକି ତୁମ୍ଭର ପକ୍ସ୍ଟତ୍ରଗଣଙ୍କକ୍ସ୍ଟ ମାଠାେରକ୍ସ୍ଟ ଅଧିକ ସମ୍ମାନ ଦେଉଛ, ଇଶ୍ରାୟେଲୀୟମାନେ ମାେ ସକାେଶ ଉତ୍ସର୍ଗ କରୁଥିବା ବଳୀର ଅଂଶ ଓ ମଦେ କାହିଁକି ତକ୍ସ୍ଟମ୍ଭ ନିଜ ପାଇଁ ନେଉଛ?'

ପ୍ରଥମ ରାଜାବଳୀ 2:27

ସଦାପ୍ରଭୁ ଶୀଲୋ ରେ ଏଲିର ବଂଶ ବିଷଯ ରେ ଯାହା କହିଥିଲେ, ତାଙ୍କର ସହେି ବାକ୍ଯ ସିଦ୍ଧ କରିବା ପାଇଁ ଶଲୋମନ ଅବିଯାଥରକୁ ଯାଜକ କର୍ମରୁ ନିବୃତ୍ତ କଲେ।

ଦିତୀୟ ରାଜାବଳୀ 23:9

ସହେି ଯାଜକମାନେ ସାଧାରଣ ଲୋକଙ୍କ ସହିତ ତାଡିଶୂନ୍ଯ ରୋଟି ଭୋଜନ କଲେ। ରାଜା ଯୋଶିୟଯ ସହେି ଉଚ୍ଚସ୍ଥଳୀଗୁଡିକୁ ଭାଙ୍ଗି ପକାଇଲେ ଓ ସେ ଯାଜକମାନଙ୍କୁ ୟିରୁଶାଲମକୁ ନଇେ ଆସିଲେ। ସେ ମଧ୍ଯ ନଗର ଦ୍ବାର ରେ ପ୍ରବେଶକାରୀ ମନୁଷ୍ଯର ବାମ ଦିଗସ୍ଥିତ ନଗରାଧ୍ଯକ୍ଷ ଯିହାଶୂେୟର ନଗର ଦ୍ବାର ରେ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। ଯିହାଶୂେୟ ନଗରର ଶାସକ ଥିଲେ।

ଯିହିଜିକଲ 44:10

ଯେତବେେଳେ ଇଶ୍ରାୟେଲ ମାଠାରୁେ ବିପଥଗାମୀ ହେଲେ, ଲବେୀୟମାନେ ମାଠାରୁେ ଦୂ ରଇେ ଗଲେ ଏବଂ ୟିଏ ମୂର୍ତ୍ତି ପୂଜାର ପ୍ରଥା ଅନୁସରଣ କଲେ, ସମାନେେ ସମାନଙ୍କେର ପାପ ପାଇଁ ଦଣ୍ଡ ବହନ କରିବେ।

ମଲାଖୀ 1:13

ତୁମ୍ଭେ କହିଛ ଯେ, ତୁମ୍ଭେ ବିବ୍ରତ ହବେ ନାହିଁ ଏବଂ ତୁମ୍ଭେ ୟଜ୍ଞବଦେୀ ରେ ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ଯ ପ୍ରକାଶ କରିଛ ଏବଂ ତୁମ୍ଭେ ନ ଖାଇ ପରିତ୍ଯାଗ କରୁଛ, ଆଉ ମଧ୍ଯ ମନ୍ଦ ବୋଲି କହୁଛ। ମାତ୍ର ଏହା ସତ୍ଯ ନୁହେଁ। ତା'ପ ରେ ତୁମ୍ଭମାନେେ ଆହତ, େଛାଟା ଓ ରୁଗ୍ଣ ପଶୁମାନଙ୍କୁ ଆମ୍ଭ ନିକଟରେ ବଳିଦାନ ପାଇଁ ଆଣୁଛ। ମାତ୍ର ସହେି ରୁଗ୍ଣ ପଶୁଗୁଡିକୁ ଆମ୍ଭେ ଗ୍ରହଣ କରିବା ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।

Interlinear

Choose Theme