Home Bibles ହିତୋପଦେଶ 9:17 · ଓଡ଼ିଆ ବାଇବେଲ
ହିତୋପଦେଶ 9:17 · ଓଡ଼ିଆ ବାଇବେଲ

କିନ୍ତୁ ସେ କ ହେ, ଯଦି ତୁମ୍ଭେ ଜଳ ଚୋରି କର ତାହା ତୁମ୍ଭ ନିଜ ଜଳଠାରୁ ମଧୁର। ଯଦି ତୁମ୍ଭେ ରୋଟୀ ଚୋରି କର, ତାହା ତୁମ୍ଭ ନିଜ ଦ୍ବାରା ପ୍ରସ୍ତୁତ ରୋଟୀଠାରୁ ସ୍ବାଦିଷ୍ଟ।

Cross references

ଆଦି ପୁସ୍ତକ 3:6

ସହେି ସ୍ତ୍ରୀ ଲୋକଟି ଦେଖିଲା ଯେ, ସହେି ବୃକ୍ଷଟି ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ। ସେ ଜ୍ଞାନ ଲାଭ କରିବାକୁ ଇଚ୍ଛା କଲା। ତେଣୁ ସେ ସହେି ବୃକ୍ଷରୁ ଫଳ ତୋଳିଲା ଏବଂ ଖାଇଲା। ପୁଣି ଆପଣାର ସ୍ବାମୀକୁ ଖାଇବାକୁ ଦଲୋ ଏବଂ ସେ ମଧ୍ଯ ତାହାକୁ ଖାଇଲା।

ଦିତୀୟ ରାଜାବଳୀ 5:24

ଗି ହଜେୀ ଉପପର୍ବତ ନିକଟରେ ପହଞ୍ଚି ସମାନଙ୍କେଠାରୁ ସମସ୍ତ ଦ୍ରବ୍ଯ ନଇେ ଗୃହ ଭିତ ରେ ଲୁଚାଇ ରଖିଲେ ଓ ସହେି ଦୁଇଜଣ ଦାସଙ୍କୁ ବିଦାଯ ଦବୋରୁ ସମାନେେ ଗ୍ଭଲିଗଲେ।

ହିତୋପଦେଶ 7:18

ଆସ ଆମ୍ଭମାନେେ ପ୍ରଭାତୟାଏ କାମରସ ରେ ମତ୍ତ ଓ ପ୍ ରମେ ରେ ଭୋଳ ହବୋ।

ହିତୋପଦେଶ 7:20

ସେ ତୋଡ଼ାଏ ଟଙ୍କା ସାଙ୍ଗ ରେ ନଇେ ୟାଇଛନ୍ତି। ସେ ପୂର୍ଣ୍ଣିମା ଦିନ ରେ ଫରେିବେ।

ହିତୋପଦେଶ 20:17

ମିଥ୍ଯା ଅର୍ଜିତ ଆହାର ମନୁଷ୍ଯକୁ ମିଠା ଲାଗେ। ମାତ୍ର ପଛ ରେ ତା'ର ପାଟି ଗୋଡ଼ି ରେ ପୂର୍ଣ୍ଣ ହବେ।

ହିତୋପଦେଶ 23:31

ଦ୍ରାକ୍ଷାରସ ରଙ୍ଗୀନ୍ ହେଲେ, ତାହା ପାତ୍ର ରେ ଚକମକ ଦଖାୟୋଏ ଓ ସହଜ ରେ ଗଳାଧଃକରଣ ହେଲେ ମଧ୍ଯ ତୁମ୍ଭେ ତାକୁ ଅନାଅ ନାହିଁ।

ହିତୋପଦେଶ 30:20

ସହେିପରି ବ୍ଯଭିଚାରିଣୀ ସ୍ତ୍ରୀର ଗତି। ସେ ଖାଇ ମୁହଁ ପୋଛି ଦିଏ ଓ କ ହେ, ମୁଁ କିଛି ଅଧର୍ମ କରି ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 7:8

ଏହି ଆଦେଶ ଅନୁସାରେ ମାେ ଭିତ ରେ ସମସ୍ତ ପ୍ରକାରର ଭୁଲ ବସ୍ତୁ ପ୍ରତି ପାପ ଇଚ୍ଛା ଜାଗ୍ରତ କରାଇଲା। ସେଥିପାଇଁ ଉକ୍ତ ଆଦେଶ ହତେୁ ପାପ ମାେ ପାଖକୁ ଆସିଲା। କିନ୍ତୁ ବ୍ଯବସ୍ଥା ବିନା ପାପର କୌଣସି ଶକ୍ତି ନାହିଁ।

ଏଫିସୀୟଙ୍କ ପ୍ରତି ପତ୍ର 5:12

ଅନ୍ଧକାର ରେ ଯେ ଲୋକେ ଯେଉଁ ଗୁପ୍ତ କର୍ମ ସବୁ କରନ୍ତି, ସଗେୁଡ଼ିକ କହିବା ପାଇଁ ମଧ୍ଯ ଲଜ୍ଜା ଲାଗେ।

ଯାକୁବଙ୍କ ପତ୍ 1:14

ପ୍ରେତ୍ୟକକ ବ୍ଯକ୍ତି ତା'ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରେଖ।

Interlinear

Choose Theme