ସେ ତୋଡ଼ାଏ ଟଙ୍କା ସାଙ୍ଗ ରେ ନଇେ ୟାଇଛନ୍ତି। ସେ ପୂର୍ଣ୍ଣିମା ଦିନ ରେ ଫରେିବେ।
Cross references
ଅର୍ଥାତ୍ ଯଦି ସେ କୌଣସି ପୁରୁଷ ସହିତ ତା'ର ସ୍ବାମୀର ଦୃଷ୍ଟି ଅଗୋଚର ରେ ଦୈହିକ ସଂପର୍କ ରେଖ। ସେ ଯଦି ସେ କଳୁଷିତ ହାଇେଥାଏ, ତା ବିରୁଦ୍ଧ ରେ କହେି ସାକ୍ଷୀ ନଥାଏ କିମ୍ବା ସେ କର୍ମ ବେଳେ ଧରା ପଡିନଥାଏ,
ସଦାପ୍ରଭୁ ମାରେ ପରମେଶ୍ବରଙ୍କ ନାମକୁ ସମ୍ମାନ ଦବୋ ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କରିବି। ମନ୍ଦିର ରେ ଆମ୍ଭେ ସଦାପ୍ରଭୁଙ୍କ ସମ୍ମୁଖ ରେ ଧୂପ ଜଳାଇବୁ ଏବଂ ବିଶଷେ ମଜେ ଉପରେ ପବିତ୍ର ରୋଟୀ ସବୁବେଳେ ଅର୍ପଣ କରିବୁ। ଆମ୍ଭମାନେେ ପ୍ରେତ୍ୟକକ ସକାଳ ଏବଂ ସନ୍ଧ୍ଯା ରେ, ପ୍ରେତ୍ୟକକ ବିଶ୍ରାମ ଦିନ ରେ, ପ୍ରେତ୍ୟକକ ଅମାବାସ୍ଯା ଦିନ ରେ ଏବଂ ଅନ୍ଯାନ୍ଯ ପର୍ବ ଦିନ ରେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କୁ ହାମବେଳି ଦବେୁ। ଇଶ୍ରାୟେଲ ଚିରଦିନ ଏହା କରିବ।
କିନ୍ତୁ ସେ କ ହେ, ଯଦି ତୁମ୍ଭେ ଜଳ ଚୋରି କର ତାହା ତୁମ୍ଭ ନିଜ ଜଳଠାରୁ ମଧୁର। ଯଦି ତୁମ୍ଭେ ରୋଟୀ ଚୋରି କର, ତାହା ତୁମ୍ଭ ନିଜ ଦ୍ବାରା ପ୍ରସ୍ତୁତ ରୋଟୀଠାରୁ ସ୍ବାଦିଷ୍ଟ।