Cross references
ଆଦି ପୁସ୍ତକ 26:8
ଇସ୍ହାକ ସଠାେରେ ବହୁଦିନ ବାସ କଲାପରେ ଦିନେ ପଲେଷ୍ଟୀୟ ରାଜା ଅବିମଲକେ ଝରକା ଦଇେ ଇସ୍ହାକ ଓ ତା'ର ସ୍ତ୍ରୀକୁ କୌତୁକ କରିବାର ଦେଖିଲେ।
ବିଚାରକର୍ତାମାନଙ୍କ ବିବରଣ 5:28
ସୀଷରାର ମାଁ ଝରକା ପାଖ ରେ ଅପେକ୍ଷା କରୁଥିଲା ଏବଂ ସେ ଜାଲି ଦଇେ ଗ୍ଭହକ୍ସ୍ଟଁଥିଲା। ସେ ଏହା ଚିନ୍ତା କରି କାନ୍ଦକ୍ସ୍ଟଥିଲା, ସୀଷରାର ରଥ ବିଳମ୍ବ କାହିଁକି? ମୁ କାହିଁକି ତଥାପି ତା'ର ରଥ ଶଦ୍ଦ ଶକ୍ସ୍ଟଣି ପାରକ୍ସ୍ଟ ନାହିଁ?
ଦିତୀୟ ଶାମୁୟେଲ 6:16
ଶାଉଲଙ୍କ ଝିଅ ମୀଖଲ ଝରକା ରେ ଗ୍ଭହିଁ ଥିଲେ। ଯେତବେେଳେ ସେ ଦେଖିଲେ, ପବିତ୍ର ସିନ୍ଦକ୍ସ୍ଟକ ଦାଉଦ ନଗରକକ୍ସ୍ଟ ଆସିଲା, ଏବଂ ସେ ଯେତବେେଳେ ଦେଖିଲେ ଦାଉଦ ନିଜେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ନାଚକ୍ସ୍ଟଛନ୍ତି, ସେ ବ୍ଯତିବ୍ଯସ୍ତ ହେଲେ। ସେ ହୃଦଯ ରେ ତାଙ୍କୁ ତକ୍ସ୍ଟଚ୍ଛ ବୋଲି ଭାବିବାକକ୍ସ୍ଟ ଲାଗିଲେ।