ବ୍ଯଭିଚାରିଣୀକୁ ପାଉଁରୋଟୀର ଦାମ ଦବୋକୁ ପଡ଼ିବ, ଅନ୍ୟ ଜଣଙ୍କ ସ୍ତ୍ରୀ ପାଇଁ ତୁମ୍ଭ ଜୀବନର ଦାମ ଦବୋକୁ ପଡ଼ିବ।
Cross references
କିଛି ଦିନ ପରେ ଯୋଷଫେର ମୁନିବର ସ୍ତ୍ରୀ ଯୋଷଫେକୁ ନଜର ପକଇବୋକୁ ଲାଗିଲେ। ଦିନେ ସହେି ସ୍ତ୍ରୀ ଯୋଷଫେକୁ ଅନୁରୋଧ କଲେ, ମାେ ସହିତ ଶଯନ କର।
ସେ ଗୃହର ବାହାର ଲୋକମାନଙ୍କୁ ଡ଼ାକି ସେ କହିଲା, ଦେଖ, ସେ ଆମ୍ଭମାନଙ୍କ ସଙ୍ଗ ରେ ପରିହାସ କରିବା ନିମନ୍ତେ ଜଣେ ଅବ୍ରୀଯକୁ ଆଣିଛନ୍ତି। ସେ ଭିତରକୁ ପଶି ମାେ ସହିତ ଶଯନ କରିବାକୁ କହିଲା। ମୁଁ ବଡ଼ ପାଟି ରେ ଡ଼ାକ ପକାଇଲି।
ଆଉ ତୁମ୍ଭର ଅବଶିଷ୍ଟ ବଂଶଧରଗଣ ଯାଜକ ନିକଟରେ ଆସି ତାଙ୍କୁ ଜବାବ କରିବେ, ଦୟାକରି ମାେତେ ଯାଜକ ଭାବରେ କିଛି କାମ ଦିଅନ୍ତକ୍ସ୍ଟ, ଯାହା ଫଳ ରେ ମୁ କିଛି ଖାଦ୍ୟ ଓ କିଛି ଟଙ୍କା ରୋଜଗାର କରି ପାରିବି।'
ଅପରିଚିତ ଲୋକମାନେ ତୁମ୍ଭ ବଳ ରେ ବଳୀଯାନ ହବେେ। ତୁମ୍ଭ ଶ୍ରମର ଫଳ ଅନ୍ୟମାନେ ଭୋଗ କରିବେ।
ଯମେିତି ପକ୍ଷୀଟିଏ ଶିକାରୀ ତୀର ଦ୍ବାରା, ତା'ର ଛାତିକୁ ଲକ୍ଷ୍ଯଭଦେ କରୁଛି, ତାହା ଜାଣିପାରି ନ ଥାଏ।। ଠିକ୍ ସହେିପରି ସେ ୟୁବପୁରୁଷ ବିପଦ ରେ ଅଛି ବୋଲି ଜାଣି ନ ପାରି ସେ ସ୍ତ୍ରୀର ଜାଲ ଭିତରକୁ ଯାଉଅଛି।
ଯେଉଁ ପୁତ୍ର ଜ୍ଞାନକୁ ସ୍ନହେ କରେ, ସେ ଆପଣା ପିତାକୁ ଖୁସି ରେଖ। ମାତ୍ର ଯେ ବେଶ୍ଯାମାନଙ୍କଠା ରେ ଅନୁରକ୍ତ, ସେ ଆପଣା ସମ୍ପତ୍ତି ଉଡ଼ାଇ ଦିଏ।
ନିନ୍ଦକ ମନୁଷ୍ଯ ନଗର ରେ ଅସୁବିଧା ପ୍ରଜ୍ଜ୍ବଳିତ କରନ୍ତି। କିନ୍ତୁ ଜ୍ଞାନୀ ମନୁଷ୍ଯମାନେ କୋରଧକୁ ଶାନ୍ତ କରନ୍ତି।
ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ଯେ ହତେୁ ତୁମ୍ଭମାନେେ ମିଥ୍ଯା କଥା କହିଅଛ ଓ ମିଥ୍ଯା ଦର୍ଶନ ପାଇଅଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ବିରୁଦ୍ଧ ରେ ୟିବା। ସଦାପ୍ରଭୁ ମାରେ ପ୍ରଭୁ ଏହା କହନ୍ତି।
'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ସ୍ତ୍ରୀ ଲୋକମାନେ ତୁମ୍ଭକୁ ଧିକ୍, ଯେଉଁମାନେ ସମସ୍ତ ଲୋକମାନଙ୍କ ପାଇଁ କଙ୍କଣ ତିଆରି କରୁଛନ୍ତି ଓ ୟାଦୁ ଓଢ଼ଣୀ ମୁଣ୍ଡ ରେ ପିନ୍ଧିବା ପାଇଁ ତିଆରି କରୁଛନ୍ତି, ଲୋକମାନଙ୍କୁ ଫାଶ ରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି।
ଅଳ୍ପ ଦିନ ପରେ ସାନପୁଅ ତା' ଭାଗର ସବୁ ସମ୍ପତ୍ତିତକ ସଂଗ୍ରହ କରି ଗୋଟିଏ ଦୂର ଦେଶକୁ ଚାଲିଗଲା। ସଠାେରେ ସେ ଗୋଟିଏ ମୂର୍ଖ ଭଳି ଜୀବନଯାପନ କରି ସବୁ ଧନ ସମ୍ପତ୍ତି ଉଡଇେ ଦଲୋ।
କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ଯାମାନଙ୍କ ପାଇଁ ନଷ୍ଟ କରି ଦଇେଛି। ତା' ପରେ ସେ ଘରକୁ ଫରେି ଆସିଲା। ଆଉ ତା' ପାଇଁ ତୁମ୍ଭେ ମାଟୋ ବାଛୁରୀଟିକୁ ମାରିଲ!'