ହିତୋପଦେଶ 5:10 · ଓଡ଼ିଆ ବାଇବେଲ
ଅପରିଚିତ ଲୋକମାନେ ତୁମ୍ଭ ବଳ ରେ ବଳୀଯାନ ହବେେ। ତୁମ୍ଭ ଶ୍ରମର ଫଳ ଅନ୍ୟମାନେ ଭୋଗ କରିବେ।
Cross references
ହିତୋପଦେଶ 6:35
ଯେ କୌଣସି ମୂଲ୍ଯ ତା'ର କୋର୍ଧକୁ ଶାନ୍ତ କରିପାରିବ ନାହିଁ। ଯେତେ ଅର୍ଥ ଦେଲେ ବି ତା'ର କୋରଧ ଶାନ୍ତ ହବେ ନାହିଁ।
ହିତୋପଦେଶ 29:3
ଯେଉଁ ପୁତ୍ର ଜ୍ଞାନକୁ ସ୍ନହେ କରେ, ସେ ଆପଣା ପିତାକୁ ଖୁସି ରେଖ। ମାତ୍ର ଯେ ବେଶ୍ଯାମାନଙ୍କଠା ରେ ଅନୁରକ୍ତ, ସେ ଆପଣା ସମ୍ପତ୍ତି ଉଡ଼ାଇ ଦିଏ।
ହିତୋପଦେଶ 31:3
ତୁମ୍ଭେ ସ୍ତ୍ରୀ ଲୋକଙ୍କୁ ଆପଣାର ବଳ ଦିଅ ନାହିଁ। ସମାନେେ ରାଜାମାନଙ୍କୁ ଧ୍ବଂସ କଲେ।
ହୋଶେୟ 7:9
ଇଫ୍ରଯିମ, ଜାଣେ ନାହିଁ ତା'ର ଶକ୍ତି ବିଦେଶୀମାନଙ୍କ ଦ୍ବାରା ନିସ୍ତଜେ ହାଇୟୋଇଛି। ତା'ର ବୃଦ୍ଧାବସ୍ଥା ଆସୁଛି ବୋଲି ସେ ଜାଣେ ନାହିଁ।
ଲୂକଲିଖିତ ସୁସମାଚାର 15:30
କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ଯାମାନଙ୍କ ପାଇଁ ନଷ୍ଟ କରି ଦଇେଛି। ତା' ପରେ ସେ ଘରକୁ ଫରେି ଆସିଲା। ଆଉ ତା' ପାଇଁ ତୁମ୍ଭେ ମାଟୋ ବାଛୁରୀଟିକୁ ମାରିଲ!'