ମୁଁ ସର୍ବଦା ପରମେଶ୍ବରଙ୍କ ପଥରେ ଚାଲିଛି। ମୁଁ କବେେ ତାଙ୍କୁ ଅନୁସରଣ କରିବା ବନ୍ଦ କରି ନାହିଁ।
Cross references
ବର୍ତ୍ତମାନ ତୁମ୍ଭର ନତେୃତ୍ବ କରିବା ପାଇଁ ଜଣେ ରାଜା ଅଛନ୍ତି। ମୁ ବୃଦ୍ଧ ଓ ପକ୍ବକେଶ ହାଇେ ଗଲିଣି। ମୁ ମାେ ୟକ୍ସ୍ଟବାବସ୍ଥାରକ୍ସ୍ଟ ତକ୍ସ୍ଟମ୍ଭ ମୂନିବ ଥିଲି। ବର୍ତ୍ତମାନ ମାେ ପକ୍ସ୍ଟଅମାନେ ତକ୍ସ୍ଟମ୍ଭ ସାଥି ରେ ଅଛନ୍ତି।
ତୁମ୍ଭେ ତ ଜାଣ ମୁଁ ନିର୍ଦ୍ ଦୋଷ। କିନ୍ତୁ ତୁମ୍ଭ ହାତରୁ ମାେତେ କହେି ଉଦ୍ଧାର କରିପାରିବେ ନାହିଁ।
କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ଯପଥରେ ରହିବେ। ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହବେେ।
ମୁଁ ଯଦି ଠିକ୍ ବାଟରୁ ଆଡ଼ଇେ ୟାଏ, ଯଦି ମାରେଆଖି ହୃଦଯକୁ ଦୁଷ୍ଟତା ଆଡ଼କୁ ଟାଣି ନିଏ, ଯଦି ମାରେ ହାତ ପାପରେ ମଳିନ ହୁଏ। ତବେେ ପରମେଶ୍ବର ଜାଣିବେ।
ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି। ମାରେ ପାଦ ସହେି ପଥରୁ କବେେ ବିଚ୍ଯୁତ ହବେ ନାହିଁ।
ମୁଁ ନିରପରାଧ। ତଣେୁ ସଦାପ୍ରଭୁ ମାେତେ ନିଶ୍ଚଯ ମାରେ ପୁରସ୍କାର ଦବେେ। ମୁଁ କିଛି ଭୁଲ୍ କରି ନାହିଁ। ତଣେୁ ସେ ମାେ ପାଇଁ ନିଶ୍ଚଯ ମଙ୍ଗଳ କରିବେ।
ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି। ମୁଁ ତାଙ୍କ ବ୍ଯବସ୍ଥାଗୁଡ଼ିକୁ ପାଳନ କରେ।
ତା'ର ବାକ୍ଯସବୁ କବଳେ ମୂଲ୍ଯହୀନ ମିଥ୍ଯା ଅଟେ। ସେ ଜ୍ଞାନୀ ହାଇପୋରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।
ହେ ପରମେଶ୍ବର, ଆମ୍ଭମାନେେ ତୁମ୍ଭ ନିକଟରୁ ଦୂରଇେ ୟାଇ ନାହୁଁ। ଆମ୍ଭମାନେେ ତୁମ୍ଭକୁ ଅନୁସରଣ କରିବାରେ ପଛଇେ ନାହୁଁ।
ହେ ପରମେଶ୍ବର, ତୁମ୍ଭେ ଏହି ସ୍ଥାନରେ ଆମ୍ଭକୁ ପଦଦଳିତ କଲ। ଯେଉଁଠାରେ ଶୃଗାଳମାନେ ବାସ କରନ୍ତି। ତୁମ୍ଭେ ଆମ୍ଭକୁ ଏପରି ଏକ ସ୍ଥାନରେ ଛାଡ଼ିଦଲେ ୟାହା ମୃତ୍ଯୁଭଳି ଗାଢ଼ ଅନ୍ଧକାର ଅଟେ।
ସଦାପ୍ରଭୁ, ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି। ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି। ଇଶ୍ରାୟେଲ ଉପରେ ଶାନ୍ତି ବତ୍ତୁର୍।
ଜ୍ଞାନ ଅର୍ଜନ କର, ସୁବିବଚେନା ଲାଭ ତହିଁରେ କର। ତାହା ଭୁଲ ନୁହେଁ, ମାେ ମୁଖରୁ ନିର୍ଗତ ବାକ୍ଯକୁ ବିମୁଖ କର ନାହିଁ।
କେତକେ ଲୋକ ସଦାପ୍ରଭୁଙ୍କୁ ଅନୁସରଣ କରିବା ବନ୍ଦ କଲେ। ସମାନେେ ସଦାପ୍ରଭୁଙ୍କ ପ୍ରାର୍ଥନା କରିବା ବନ୍ଦ କରି ଦେଲେ। ତେଣୁ ସେ ଲୋକମାନଙ୍କୁ ସହେି ସ୍ଥାନରୁ ତଡି ଦବୋ।
ଯେଉଁ ବୀଜ ପଥର ଉପରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ଉପଦେଶ ଶୁଣନ୍ତି ଓ ଆନନ୍ଦ ରେ ତାହା ଗ୍ରହଣ କରନ୍ତି। କିନ୍ତୁ ତା'ର ଚରେ ସହେି ଲୋକମାନଙ୍କ ହୃଦୟ ମଧିଅରେ ଗଭୀରକୁ ପ୍ରବେଶ କରିପା ରନୋହିଁ। ସମାନେେ କିଛି ସମୟ ପର୍ୟ୍ଯନ୍ତ ବିଶ୍ବାସ କରନ୍ତି, କିନ୍ତୁ ପରୀକ୍ଷାର ସମୟ ଆସିଲେ ସମାନେେ ବିଶ୍ବାସ କରିବା ବନ୍ଦ କରନ୍ତି। ସମାନେେ ବିଶ୍ବାସ ହ ରଇେ ବସନ୍ତି ଓ ପରମେଶ୍ବରଙ୍କଠାରୁ ଦୂ ରଇେ ଯାଆନ୍ତି।
ସେ ସମାନଙ୍କେୁ ଆସି ପହଞ୍ଚିବା ପରେ କହିଲେ, ମୁଁ ଏସିଆ ରେ ପହଞ୍ଚିବାର ପ୍ରଥମ ଦିନଠାରୁ ତୁମ୍ଭମାନଙ୍କ ପାଖ ରେ ଅଛି। ତୁମ୍ଭମାନଙ୍କ ସହିତ ରହିଲା ବେଳେ ମୁଁ କିଭଳି ଜୀବନଯାପନ କରିଛି, ତାହା ତୁମ୍ଭମାନେେ ଜାଣ।
ମୁଁ ଯେତବେେଳେ ତୁମ୍ଭମାନଙ୍କ ସହିତ ଥିଲି, ସେତବେେଳେ ମୁଁ କବେେ କାହାର ଟଙ୍କା ଓ ସୁନ୍ଦର ବସ୍ତ୍ର ପ୍ରତି ଲୋଭ ଦଖାଇେ ନାହିଁ।
କେତକେ ଲୋକ ପରମେଶ୍ବରଙ୍କର ମହିମା, ସମ୍ମାନ ଓ ପରମେଶ୍ବର ଦବୋକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚିନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ର୍ଧୈୟ୍ଯପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସହେି ଲୋକମାନଙ୍କୁ ପରମେଶ୍ବର ଅନନ୍ତ ଜୀବନ ପ୍ରଦାନ କରିବେ।
ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତ ରେ ଆମ୍ଭେ ଯାହା କିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ବରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟ ରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ୟ୍ଯ ଦୃଷ୍ଟିରୁ ଏହା ଅଧିକ ସତ୍ଯ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନ ରେ ନୁହେଁ ମାତ୍ର ପରମେଶ୍ବରଙ୍କ କୃପାରୁ କରୁଛୁ।
ବିଶ୍ବାସୀ ଯେ ତୁମ୍ଭମାନେେ, ତୁମ୍ଭମାନଙ୍କ ଗହଣ ରେ ରହିଥିଲା ବେଳେ, ଆମ୍ଭମାନେେ ପବିତ୍ର, ଧାର୍ମିକ ଓ ତ୍ରୁଟି ରହିତ ଜୀବନଯାପନ କରିଥିଲୁ।
ସହେି ଲୋକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ବାରା ସମାନେେ ମୁକ୍ତି ପାଇଥିଲେ। କିନ୍ତୁ ଯଦି ସମାନେେ ପୁନର୍ବାର ମନ୍ଦ ବିଷୟଗୁଡ଼ିକ ପ୍ରତି ଆକର୍ଷିତ ହାଇେ ତାହାର ବନ୍ଧନ ରେ ବାନ୍ଧି ହାଇଯେିବେ, ତବେେ ସମାନଙ୍କେ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ ହବେ।