ହେ ମାରେ ପୁତ୍ର, ମାରେକଥା ଶୁଣ, ମାରେ କଥାମାନ ଗ୍ରହଣ କର, ତହିଁରେ ତୁମ୍ଭେ ଦୀର୍ଘାଯୁ ହବେ।
Cross references
ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦଇେଛନ୍ତି। ଯଦି ତୁମ୍ଭମାନେେ ଏହି ଆଦେଶ ପାଳନ କର, ତବେେ ତୁମ୍ଭମାନଙ୍କର ପରମାଯକ୍ସ୍ଟ ଦୀର୍ଘ୍ଯାଯକ୍ସ୍ଟ ହବେ ଓ ସହେି ଦେଶ ରେ ତୁମ୍ଭମାନଙ୍କର ମଙ୍ଗଳ ହବେ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦେଉଛନ୍ତି।
ଏହା ଏପରି ଅଟେ ଯେ, ତୁମ୍ଭମାନେେ ତୁମ୍ଭମାନଙ୍କର ସନ୍ତାନଗଣ ଏବଂ ନାତିନାତକ୍ସ୍ଟଣୀଗଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ତୁମ୍ଭମାନେେ ବଞ୍ଚିଥିବା ପର୍ୟ୍ଯନ୍ତ ଭୟ କରିବା ପାଇଁ ଏବଂ ତାଙ୍କର ସମସ୍ତ ଆଜ୍ଞା ଓ ନିଯମ ପାଳନ କରିବା ପାଇଁ ମୁ ଯାହା ତୁମ୍ଭମାନଙ୍କୁ ଦେଉଛି, ସେଥିପାଇଁ ଦୀର୍ଘଜିବୀ ହବେ।
ତାହାଙ୍କ ଶିକ୍ଷା ଗ୍ରହଣ କର। ସେ ଯାହା କହୁଛନ୍ତି ତା' ପ୍ରତି ଧ୍ଯାନ ଦିଅ।
ହେ ମାରେ ପୁତ୍ର, ମାରେବାକ୍ଯ ଗ୍ରହଣ କର। ମାରେ ନିର୍ଦ୍ଦେଶ ମନେ କର।
ମାରେ ଶିକ୍ଷା ତୁମ୍ଭ ଜୀବନକୁ ଦୀର୍ଘମଯ ଓ ଶାନ୍ତି ପ୍ରଦାୟକ ହବେ।
ସହେିଲୋକ ଡାହାଣ ହସ୍ତ ରେ ଦୀର୍ଘାଯୁ ଏବଂ ବାମ ହସ୍ତ ରେ ଧନ ଓ ସମ୍ମାନ ଧାରଣ କରିଛି।
ମାରେ ଶିକ୍ଷା ଗ୍ରହଣ କର, ଏହା ରୂପାଠାରୁ ମୂଲ୍ଯବାନ୍। ଏହା ମଧ୍ଯ ଗିନି ସୁନାଠାରୁ ମୂଲ୍ଯବାନ୍।
ଶଷୋବସ୍ଥା ରେ ତୁମ୍ଭେ ଯେପରି ଜ୍ଞାନବାନ ହୁଅ, ଏଥିପାଇଁ ମନ୍ତ୍ରଣା ଶୁଣ ଓ ଉପଦେଶ ଗ୍ରହଣ କର।
ତେଣୁ ହେ ଯିହୁଦାର ରମଣୀଗଣ, ସଦାପ୍ରଭୁଙ୍କର ବାକ୍ଯ ଶୁଣ, ତୁମ୍ଭମାନଙ୍କର କର୍ଣ୍ଣ ତାଙ୍କର ମୁଖ ନିଃସୃତ ବାକ୍ଯ ଗ୍ରହଣ କରୁ। ଆଉ ତୁମ୍ଭମାନେେ ନିଜ ନିଜ କନ୍ଯାମାନଙ୍କୁ ହାହାକାର କରିବାକୁ ଓ ପ୍ରେତ୍ୟକକ ନିଜ ପ୍ରତିବେଶୀନୀକୁ ବିଳାପ କରିବାକୁ ଶିକ୍ଷା ଦିଅ।
ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ସହେି ବିଷୟ ରେ କୁହନ୍ତି। କିନ୍ତୁ ସେ କହିଥିବା କଥା ସବୁ ଲୋକେ ଗ୍ରହଣ କରନ୍ତି ନାହିଁ।
ତୁମ୍ଭମାନେେ ଆମ୍ଭମାନଙ୍କଠାରୁ ଶୁଣିଥିବା ଶିକ୍ଷାଗୁଡ଼ିକୁ ମଣିଷମାନଙ୍କର ନୁହେଁ ବରଂ ପରମେଶ୍ବରଙ୍କ ବାକ୍ଯ ବୋଲି ଭାବି ଗ୍ରହଣ କରିଥିବାରୁ, ଆମ୍ଭେ ପରମେଶ୍ବରଙ୍କୁ ଅନବରତ ଧନ୍ଯବାଦ ଜଣାଉଛୁ। ଏହା ପ୍ରକୃତ ରେ ପରମେଶ୍ବରଙ୍କ ଶିକ୍ଷା। ଏହି ଶିକ୍ଷାର ପ୍ରଭାବ, ବିଶ୍ବାସୀ ଯେ ତୁମ୍ଭମାନେେ, ତୁମ୍ଭମାନଙ୍କ ଉପରେ ପଡ଼ିଛି।
ମୁଁ ଯାହା କହୁଛି ତାହା ସତ୍ଯ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସମାନଙ୍କେ ମଧିଅରେ ସବୁଠାରୁ ଜଘନ୍ଯ ପାପୀ।