Cross references
ହିତୋପଦେଶ 1:9
ତୁମ୍ଭର ପିତା ଓ ମାତା, ଯାହା କିଛି ଶିକ୍ଷା ଦିଅନ୍ତି, ସହେି ବାକ୍ଯଗୁଡ଼ିକ ତୁମ୍ଭର ପାଇଁ ଆଶୀର୍ବାଦ ଫୁଲମାଳ ପରି ଅଟେ ଏବଂ ତୁମ୍ଭର ଗଳା ପାଇଁ ହାର ଅଟେ।
ହିତୋପଦେଶ 4:22
ମାରେ ବାକ୍ଯ ଯେଉଁମାନେ ଗ୍ରହଣ କରନ୍ତି, ସମାନେେ ଧନ୍ଯ। ସମାନେେ ସ୍ବଚ୍ଛତା ଦ୍ବାରା ଅଙ୍ଗକୁ ସ୍ବାସ୍ଥ୍ଯ ପ୍ରଦାନ କରନ୍ତି।
ହିତୋପଦେଶ 19:8
ଯଦି ଜଣେ ଲୋକ ତା ନିଜକୁ ଅଧିକ ଭଲ ପାଏ, ସେ କଠିନ ପରିଶ୍ରମ କରି ଜ୍ଞାନୀ ହବେ। ଯେ ବିବଚେନା ପାଇଁ କଠିନ ପରିଶ୍ରମ କରେ, ସେ ପୁରସ୍କାର ପାଇବ।
ଯିଶାଇୟ 38:16
ହେ ପ୍ରଭୋ, ଏହିସବୁ ଦ୍ବାରା ଲୋକେ ବଞ୍ଚନ୍ତି। ଆଉ ସେଥି ରେ ସମ୍ପୂର୍ଣ୍ଣରୂପେ ମାରେ ଆତ୍ମାର ଜୀବନ ଅଛି। ଏଣୁ ତୁମ୍ଭେ ମାେତେ ସୁସ୍ଥ କରି ପୁନଃର୍ଜୀବନ ଦିଅ।
ଯୋହନଲିଖିତ ସୁସମାଚାର 12:49
ଏହାର କାରଣ ହେଉଛି, ମୁଁ ଯାହା ଶିକ୍ଷା ଦଇେଛି ତାହା ମାରେ ନୁହେଁ। ମାରେ ପ୍ ରରଣକେର୍ତ୍ତା ପରମପିତା ମାେତେ କ'ଣ କହିବାକୁ ଓ କ'ଣ ଉପଦେଶ ଦବୋକୁ ପଡିବ ତାହା କହିଛନ୍ତି।