ହିତୋପଦେଶ 4:22 · ଓଡ଼ିଆ ବାଇବେଲ
ମାରେ ବାକ୍ଯ ଯେଉଁମାନେ ଗ୍ରହଣ କରନ୍ତି, ସମାନେେ ଧନ୍ଯ। ସମାନେେ ସ୍ବଚ୍ଛତା ଦ୍ବାରା ଅଙ୍ଗକୁ ସ୍ବାସ୍ଥ୍ଯ ପ୍ରଦାନ କରନ୍ତି।
Cross references
ହିତୋପଦେଶ 3:8
ଯଦି ତୁମ୍ଭେ ଏପରି କର, ତବେେ ଏହା ତୁମ୍ଭର ଶରୀର ପାଇଁ ଔଷଧ କି ତାଜ ତୁମ୍ଭ ପାଇଁ ଗୋଟିଏ ପୁଷ୍ଟିକର ତରଳ ଔଷଧ ହାଇେ ତୁମ୍ଭକୁ ଶକ୍ତିଶାଳୀ କରିବ।
ହିତୋପଦେଶ 4:4
ମାରେ ପିତା ମାେତେ ଏହି ଶିକ୍ଷାସବୁ ଶିଖାଇଥିଲେ। ସେ ମାେତେ କହିଲେ, ମାରେ କଥାସବୁ ମନରେଖ, ମାରେ ଆଜ୍ଞା ମାନ ତୁମ୍ଭେ ବଞ୍ଚିବ।
ହିତୋପଦେଶ 4:10
ହେ ମାରେ ପୁତ୍ର, ମାରେକଥା ଶୁଣ, ମାରେ କଥାମାନ ଗ୍ରହଣ କର, ତହିଁରେ ତୁମ୍ଭେ ଦୀର୍ଘାଯୁ ହବେ।
ହିତୋପଦେଶ 12:18
ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସମାନଙ୍କେର ଶବ୍ଦଗୁଡ଼ିକ ଦ୍ବିଶାଣିତ ଖଡ୍ଗ ପରି ଆଘାତ କରେ। ମାତ୍ର ଜ୍ଞାନୀ ଲୋକର କଥା ଉପଶମ ଆଣେ।
ଯିରିମିୟ 33:6
ମାତ୍ର ଆମ୍ଭେ ସମାନଙ୍କେୁ କ୍ଷମା କରି ଆରୋଗ୍ୟ କରିବା। ସମାନେେ ଚିରନ୍ତନ ଐଶ୍ବର୍ୟ୍ଯ ଓ ଶାନ୍ତି ଆନନ୍ଦ ଉଲ୍ଲାସ କରିବେ।