Home Bibles ☰ Books ହିତୋପଦେଶ 3:23 · ଓଡ଼ିଆ ବାଇବେଲ
ହିତୋପଦେଶ 3:23 · ଓଡ଼ିଆ ବାଇବେଲ

ତବେେ ତୁମ୍ଭେ ଆପଣା ପଥରେ ନିର୍ଭୟ ରେ ଚାଲିବ। ତୁମ୍ଭେ କେଉଁଠା ରେ ଝୁଣ୍ଟିବ ନାହିଁ।

Cross references

ଗୀତସଂହିତା 37:23

ସଦାପ୍ରଭୁ ଧାର୍ମିକ ବ୍ଯକ୍ତିକୁ ସତ୍ ମାର୍ଗରେ ଜୀବନ ଧାରଣ କରିବା ପାଇଁ ସାହାୟ୍ଯ କରନ୍ତି। ଯେତବେେଳେ ସେ ତାହା କରେ, ସଦାପ୍ରଭୁ ଖୁସି ହୁଅନ୍ତି।

ଗୀତସଂହିତା 37:31

ସେ ସଦାପ୍ରଭୁଙ୍କ ଉପଦେଶ ସବୁ ଶିଖିଥାଏ। ତଣେୁ ସେ କବେେ ହେଲେ ସହେି ପଥରୁ ବିଚ୍ଯୁତ ହବେ ନାହିଁ।

ଗୀତସଂହିତା 91:11

ପରମେଶ୍ବର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦବେେ। ତୁମ୍ଭେ ଯେଉଁଠାକୁ ଗଲେ ମଧ୍ଯ, ସମାନେେ ତୁମ୍ଭକୁ ସୁରକ୍ଷା ଦବେେ।

ଗୀତସଂହିତା 91:12

ତୁମ୍ଭଙ୍କୁ ଦୂତମାନେ ସାହାୟ୍ଯ କରିବେ, ୟପରେିକି ତୁମ୍ଭର ପାଦ ପଥରରେ ବାଡ଼ଇେ ନ ହୁଏ।

ଗୀତସଂହିତା 121:3

ସେ ତୁମ୍ଭର ପାଦକୁ ଟଳମଳ ହବୋକୁ ଦବେେ ନାହିଁ। ତୁମ୍ଭର ରକ୍ଷାକର୍ତ୍ତା କବେେ ହେଲେ ନିଦ୍ରିତ ହବେେ ନାହିଁ।

ଗୀତସଂହିତା 121:8

ବର୍ତ୍ତମାନ ଏବଂ ସବୁଦିନ ପାଇଁ ୟିବା ଆସିବା ବେଳେ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।

ହିତୋପଦେଶ 2:8

ସେ ଯେଉଁ ଲୋକମାନେ ନ୍ଯାଯ ପଥରେ ଚାଲନ୍ତି, ସମାନଙ୍କେୁ ରକ୍ଷା କରନ୍ତି ଏବଂ ତାଙ୍କର ପବିତ୍ର ଲୋକମାନଙ୍କର ଗତି ସୁରକ୍ଷିତ କରନ୍ତି।

ହିତୋପଦେଶ 4:12

ତୁମ୍ଭେ ଗଲା ବେଳେ ତୁମ୍ଭର ପାଦ ଫାନ୍ଦ ରେ ପଡ଼ିବ ନାହିଁ, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟି ପଡ଼ିବ ନାହିଁ।

ହିତୋପଦେଶ 6:22

ଯେତବେେଳେ ତୁମ୍ଭେ ଚାଲିବ, ସମାନଙ୍କେର ଶିକ୍ଷାଗୁଡ଼ିକ ତୁମ୍ଭକୁ ପଥ ଦଖାଇବେେ। ଯେତବେେଳେ ତୁମ୍ଭେ ଶଯନ କରିବାକୁ ୟିବ ସମାନେେ ତୁମ୍ଭର ପ୍ରହରୀ ହବେ। ଯେତବେେଳେ ତୁମ୍ଭେ ଜାଗ୍ରତ ହବେ, ସମାନେେ ତୁମ୍ଭ ସହ ଆଳାପ କରିବେ।

ହିତୋପଦେଶ 10:9

ଜଣେ ସଚ୍ଚୋଟ ବ୍ଯକ୍ତି ରକ୍ଷା ପାଏ, କିନ୍ତୁ ଦୁଷ୍ଟ ଲୋକ ଧରା ପଡ଼ିୟାଏ।

ଯିଖରିୟ 10:12

ସଦାପ୍ରଭୁ ତାଙ୍କର ନିଜର ଲୋକମାନଙ୍କୁ ବଳବାନ୍ କରିବେ। ତାଙ୍କ ନାମ ରେ, ସମାନେେ ସବୁସ୍ଥାନକୁ ଯିବେ। ଏହା ସଦାପ୍ରଭୁ କହିଥିଲେ।

Interlinear

Choose Theme