Home Bibles ଆୟୁବ ପୁସ୍ତକ 40:12 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 40:12 · ଓଡ଼ିଆ ବାଇବେଲ

ହଁ ଆୟୁବ, ସହେି ଗର୍ବୀ ଲୋକମାନଙ୍କୁ ଦେଖ ଏବଂ ସମାନଙ୍କେୁ ନମ୍ର କର। ଦୁଷ୍ଟମାନଙ୍କୁ ସମାନେେ ଛିଡ଼ା ହାଇେଥିବା ସ୍ଥାନ ରେ ହିଁ ଦଳି ଦିଅ।

Cross references

ପ୍ରଥମ ଶାମୁୟେଲ 2:7

ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଦନ କରନ୍ତି ବା ଧନବାନ କରାନ୍ତି। ସେ ଲୋକମାନଙ୍କୁ ନମ୍ର କରନ୍ତି କିମ୍ବା ସମାନଙ୍କେୁ ଉଚ୍ଚ ସ୍ଥାନ ରେ ପ୍ରତିଷ୍ଠିତ କରାନ୍ତି।

ଆୟୁବ ପୁସ୍ତକ 36:20

ରାତି ଆସୁ ବୋଲି ଇଚ୍ଛା କର ନାହିଁ। ଲୋକେ ରାତି ରେ ମିଳାଇ ୟିବାକୁ ଚେଷ୍ଟା କରନ୍ତି। ସମାନେେ ଭାବନ୍ତି ସମାନେେ ପରମେଶ୍ବରଙ୍କଠାରୁ ଲୁଚିକି ରହିପାରିବେ।

ଗୀତସଂହିତା 60:12

ପରମେଶ୍ବର ହିଁ ଆମ୍ଭକୁ ଶକ୍ତିଶାଳୀ କରିପାରିବେ। କବଳେ ସେ ଆମ୍ଭର ଶତ୍ରୁମାନଙ୍କୁ ପଦଦଳନ କରିପାରିବେ।

ଗୀତସଂହିତା 94:2

ତୁମ୍ଭେ ହେଉଛ ସାରା ପୃଥିବୀର ବିଚାରକର୍ତ୍ତା। ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ୟାହା ସମାନେେ ଚାହାଁନ୍ତି।

ହିତୋପଦେଶ 15:25

ଗର୍ବୀ ଲୋକର ଗୃହକୁ ସଦାପ୍ରଭୁ ବିନାଶ କରିବେ। ମାତ୍ର ବିଧବାର ସୀମା ସଦାପ୍ରଭୁ ସ୍ଥିର କରିବେ।

ଉପଦେଶକ 11:3

କେତଗେୁଡ଼ିଏ କଥା ଅଛି ଯାହାକି ତୁମ୍ଭେ ନିଶ୍ଚିତ ହବେ। ଯଦି ମେଘମାଳା ବର୍ଷାବିନ୍ଦୁ ରେ ପୂର୍ଣ୍ଣ ହାଇେଥାନ୍ତି, ତବେେ ସଗେୁଡ଼ିକ ପୃଥିବୀ ରେ ପାଣି ଢ଼ାଳି ଦବେେ। ଏବଂ ବୃକ୍ଷ ଯଦି ଦକ୍ଷିଣ କିଅବା ଉତ୍ତର ଦିଗ ରେ ପଡ଼େ ତବେେ ଯେଉଁ ସ୍ଥାନ ରେ ପଡ଼େ ସହେି ସ୍ଥାନ ରେ ରହିବ।

ଯିଶାଇୟ 10:6

ପ୍ରଭୁ ବିହୀନ ଦେଶକୁ ମୁଁ ଅଶୂରକୁ ପ୍ ରରଣେ କରିବି। ସହେି ଲୋକମାନଙ୍କ ଉପ ରେ ମୁଁ କୋରଧିତ ଏବଂ ସମାନଙ୍କେ ବିରୁଦ୍ଧ ରେ ଲଢ଼ିବାକୁ ମୁଁ ଅଶୂରକୁ ଆଦେଶ ଦବେି। ସେ ସମାନଙ୍କେୁ ପରାସ୍ତ କରିବ ଓ ସମାନଙ୍କେଠାରୁ ଧନସମ୍ପଦ ନଇେ ଆସିବି। ଇଶ୍ରାୟେଲ ରାସ୍ତାର ଧୂଳି ସଦୃଶ ଅଶୂରର ପଦଦଳିତ ହବେ।

ଯିଶାଇୟ 13:11

ପରମେଶ୍ବର କୁହନ୍ତି, ପୃଥିବୀ ରେ ଅମଙ୍ଗଳ ଘଟିବାର ମୁଁ କାରଣ ହବେି। ମୁଁ ମନ୍ଦାଚାରୀଙ୍କୁ ସମାନଙ୍କେର ପାପ ଲାଗି ଦଣ୍ଡ ଦବେି। ଅହଙ୍କାରୀମାନଙ୍କର ଗର୍ବକୁ ଖର୍ବ କରିବି। ବଡ଼ିମା ଦଖାେଉଥିବା ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବି।

ଯିଶାଇୟ 63:3

ସେ ଉତ୍ତର କରନ୍ତି, ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ଯରୁ ଆମ୍ଭ ସଙ୍ଗେ କହେି ନ ଥିଲେ। ଆମ୍ଭେ ନିଜର କୋରଧ ରେ ସମାନଙ୍କେୁ ଦଳନ କଲୁ ଓ ନିଜର କୋପ ରେ ସମାନଙ୍କେୁ ମର୍ଦ୍ଦନ କଲୁ। ଏଣୁ ସମାନଙ୍କେର ପ୍ରାଣ ରକ୍ତର ଛିଟା ରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସହେି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ।

ଯିଖରିୟ 10:5

ସମାନେେ ବୀରପରି ତାଙ୍କର ପାଦତଳେ କାଦୁଅ ରାସ୍ତାକୁ ଦଳି ଦବେେ। ସମାନେେ ୟୁଦ୍ଧ କରି ଶତୃପକ୍ଷର ଅଶ୍ବାରୋହୀମାନଙ୍କୁ ମଧ୍ଯ ପରାସ୍ତ କରିବେ। କାରଣ ସଦାପ୍ରଭୁ ତାଙ୍କ ସହବର୍ତ୍ତୀ ଅଟନ୍ତି।

ମଲାଖୀ 4:3

ତା'ପ ରେ ତୁମ୍ଭମାନେେ ସହେି ଦୁଷ୍ଟାଗ୍ଭରୀଙ୍କ ଉପ ରେ ବିଚରଣ କରିବ। ସମାନେେ ତୁମ୍ଭ ପାଦତଳେ ଭସ୍ମ ସଦୃଶ ହବେେ। ଏହିସବୁ ସହେିଦିନ ଘଟିବ ଯେଉଁଦିନ ଆମ୍ଭେ ସୃଷ୍ଟି କରିଛୁ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:25

ସହେି ପଦ ରେ ପ୍ ରରେିତ ହବୋ ନିମନ୍ତେ ତୁମ୍ଭେ ଏହି ଦୁଇ ଜଣଙ୍କ ମଧ୍ଯରୁ କାହାକୁ ପସନ୍ଦ କରିଛ, ତାହା ଆମ୍ଭମାନଙ୍କୁ ଦଖାଇଦେିଅ।

ରୋମୀୟଙ୍କ ପ୍ରତି ପତ୍ର 16:20

ଶାନ୍ତିର ସୋର୍ତ ପରମେଶ୍ବର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।

Interlinear

Choose Theme