Home Bibles ହିତୋପଦେଶ 23:22 · ଓଡ଼ିଆ ବାଇବେଲ
ହିତୋପଦେଶ 23:22 · ଓଡ଼ିଆ ବାଇବେଲ

ତୁମ୍ଭର ଜନ୍ମଦାତା ପିତାର କଥା ଶୁଣ, ପିତାମାତା ବୃଦ୍ଧା ହେଲେ ତାହାକୁ ତୁଚ୍ଛ କର ନାହିଁ।

Cross references

ଲେବୀୟ ପୁସ୍ତକ 19:3

ତୁମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପିତା ମାତାଙ୍କୁ ଭୟ ଓ ସମ୍ମାନ କରିବ। ଏବଂ ମାରେବିଶ୍ରାମ ଦିନ ପାଳନ କରିବ, କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

ଦିତୀୟ ବିବରଣ 21:18

ଯବେେ କାହାର ପକ୍ସ୍ଟତ୍ର ଅବାଧ୍ଯ ଓ ପିତା ମାତାଙ୍କ କଥା ପାଳନ ନ କରେ , ପିତାମାତାଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରେ। ସମାନଙ୍କେ ତାଗିଦ୍ ସତ୍ତ୍ବେ ସେ ତାହାପ୍ରତି କର୍ଣପାତ ମଧ୍ଯ କରେ ନାହିଁ।

ଦିତୀୟ ବିବରଣ 27:16

ଲବେୀୟମାନେ କହିବେ, 'ଆପଣା ପିତା ମାତାଙ୍କୁ ୟିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶଲ୍ଗ ହେଉ।'

ହିତୋପଦେଶ 1:8

ହେ ମାରେ ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତବେେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ଯାଗ କର ନାହିଁ।

ହିତୋପଦେଶ 6:20

ହେ ମାରେ ପୁତ୍ର, ଆପଣା ପିତାର ଆଜ୍ଞା ପାଳନ କର। ଏବଂ ମାତାର ଉପଦେଶ ଭୁଲ ନାହିଁ।

ହିତୋପଦେଶ 15:20

ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ, ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ।

ହିତୋପଦେଶ 30:11

କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କର ପିତାଙ୍କ ବିରୁଦ୍ଧ ରେ କହନ୍ତି। ଏବଂ ସମାନେେ ସମାନଙ୍କେର ମାତାଙ୍କୁ ସମ୍ମାନ ଦଖାଇେ ନାହାନ୍ତି।

ହିତୋପଦେଶ 30:17

ଯେଉଁ ବ୍ଯକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହବେ। ଏହିପରି ତା ପାଇଁ ହବେ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡ଼ାମରାକାଉମାନେ ସଗେୁଡ଼ିକୁ ଖାଇଯିବେ।

ମାଥିଉଲିଖିତ ସୁସମାଚାର 15:4

ପରମେଶ୍ବର କହିଛନ୍ତି: 'ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାୟିବା ଉଚିତ।'

ମାର୍କଲିଖିତ ସୁସମାଚାର 7:10

ମାଶାେ କହିଥିଲେ, 'ତୁମ୍ଭେ ତୁମ୍ଭ ବାପା-ମାଆଙ୍କୁ ସମ୍ମାନ କର' । ସେ ମଧ୍ଯ କହିଥିଲେ, ' ଯେଉଁଲୋକ ନିଜ ବାପା-ମାଆଙ୍କୁ ଖରାପ କଥା କ ହେ, ତାକୁ ମାରିଦିଆୟିବା ଉଚିତ' ।

ଯୋହନଲିଖିତ ସୁସମାଚାର 19:26

ଯୀଶୁ ତାହାଙ୍କ ମାଆଙ୍କୁ ଦେଖିଲେ। ସେ ତାହାଙ୍କର ଅତି ପ୍ରିୟ ଶିଷ୍ଯକୁ ମଧ୍ଯ ତାହାଙ୍କ ପାଖ ରେ ଠିଆ ହାଇେଥିବା ଦେଖିଲେ। ତାହାଙ୍କ ମାଆଙ୍କୁ କହିଲେ, ପ୍ରିୟ ନାରୀ, ଏ ଦେଖ, ତୁମ୍ଭର ପୁଅ!

ଏଫିସୀୟଙ୍କ ପ୍ରତି ପତ୍ର 6:1

ହେ ସନ୍ତାନଗଣ ! ପ୍ରଭୁଙ୍କ ଇଚ୍ଛାନୁସା ରେ ମାତା ପିତାଙ୍କ କଥାର ବାଧ୍ଯ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।

Interlinear

Choose Theme