Home Bibles ଦିତୀୟ ବିବରଣ 27:16 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 27:16 · ଓଡ଼ିଆ ବାଇବେଲ

ଲବେୀୟମାନେ କହିବେ, 'ଆପଣା ପିତା ମାତାଙ୍କୁ ୟିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶଲ୍ଗ ହେଉ।'

Cross references

ଯାତ୍ରା ପୁସ୍ତକ 20:12

ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ୟଦ୍ବାରା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ସହେି ଦେଶ ରେ ତୁମ୍ଭର ଦୀର୍ଘ ପରମାଯୁ ହବେ।

ଯାତ୍ରା ପୁସ୍ତକ 21:17

ଯଦି କହେି ତା'ର ପିତାମାତାଙ୍କୁ ଅଭିଶାପ ଦିଏ ତବେେ ତା'ର ମୃତ୍ଯୁଦଣ୍ଡ ହବେ।

ଲେବୀୟ ପୁସ୍ତକ 19:3

ତୁମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପିତା ମାତାଙ୍କୁ ଭୟ ଓ ସମ୍ମାନ କରିବ। ଏବଂ ମାରେବିଶ୍ରାମ ଦିନ ପାଳନ କରିବ, କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

ଲେବୀୟ ପୁସ୍ତକ 20:9

ଯେ ନିଜର ପିତାମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚିତ ହତ ହବେ। ଯେ ହତେୁ ସେ ପିତାମାତାଙ୍କୁ ଅଭିଶାପ ଦଇେଥିଲା, ସେଥିପାଇଁ ମୃତ୍ଯୁଦଣ୍ଡ ରେ ଅପରାଧୀ।

ଦିତୀୟ ବିବରଣ 21:18

ଯବେେ କାହାର ପକ୍ସ୍ଟତ୍ର ଅବାଧ୍ଯ ଓ ପିତା ମାତାଙ୍କ କଥା ପାଳନ ନ କରେ , ପିତାମାତାଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରେ। ସମାନଙ୍କେ ତାଗିଦ୍ ସତ୍ତ୍ବେ ସେ ତାହାପ୍ରତି କର୍ଣପାତ ମଧ୍ଯ କରେ ନାହିଁ।

ହିତୋପଦେଶ 30:11

କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କର ପିତାଙ୍କ ବିରୁଦ୍ଧ ରେ କହନ୍ତି। ଏବଂ ସମାନେେ ସମାନଙ୍କେର ମାତାଙ୍କୁ ସମ୍ମାନ ଦଖାଇେ ନାହାନ୍ତି।

ଯିଶାଇୟ 45:10

ପିତା ସନ୍ତାନମାନଙ୍କୁ ଜନ୍ମ ଦିଏ, କିନ୍ତୁ ସନ୍ତାନମାନେ କ'ଣ ପିତାକୁ ପ୍ରଶ୍ନ କରୁଛନ୍ତି। ତୁମ୍ଭେ ଆମ୍ଭକୁ କାହିଁକି ଜୀବନ ଦଇେଛ ?' ସମାନେେ ମଧ୍ଯ ତାଙ୍କର ମାଆକୁ କାହିଁକି ପ୍ରସବ କରୁଅଛ ବୋଲି ପ୍ରଶ୍ନ କରନ୍ତି ନାହିଁ। ତେଣୁ ଯେ ପ୍ରଶ୍ନ କରନ୍ତି, ସମାନେେ ସନ୍ତାପର ପାତ୍ର।'

ଯିହିଜିକଲ 22:7

ତୁମ୍ଭ ମଧିଅରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି। ସମାନେେ, ତୁମ୍ଭମାନଙ୍କ ମଧିଅରେ ବାସ କରୁଥିବାରୁ ବିଦେଶୀମାନଙ୍କୁ ଅତ୍ଯାଚାର କଲେ, ଅନାଥ ଓ ବିଧବା ପ୍ରତି ଅନ୍ଯାଯ କରିଅଛନ୍ତି।

ମାଥିଉଲିଖିତ ସୁସମାଚାର 15:4

ପରମେଶ୍ବର କହିଛନ୍ତି: 'ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାୟିବା ଉଚିତ।'

Interlinear

Choose Theme