Home Bibles ଏଷ୍ଟର ବିବରଣ 3:10 · ଓଡ଼ିଆ ବାଇବେଲ
ଏଷ୍ଟର ବିବରଣ 3:10 · ଓଡ଼ିଆ ବାଇବେଲ

ଏଥି ରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀଯ କାଢି ୟିହୁଦୀଯମାନଙ୍କର ବୌରି ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଦଲୋ।

Cross references

ଆଦି ପୁସ୍ତକ 41:42

ଏହାପରେ ଫାରୋ ତାଙ୍କୁ ଏକ ବିଶଷେ ମୁଦ୍ରିକା ଦେଲେ। ତାଙ୍କୁ ସୁକ୍ଷ୍ମ ବସ୍ତ୍ର ପିନ୍ଧାଇ ତାହାଙ୍କ ଗଳା ରେ ସୁବର୍ଣ୍ଣହାର ଦେଲେ।

ଏଷ୍ଟର ବିବରଣ 3:1

ଏହିସବୁ ଘଟଣା ପରେ ଅକ୍ଷଶ୍ବରେଶ ରାଜା ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଉନ୍ନତ କରି ଉଚ୍ଚ ପଦାନ୍ବିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ ରେଷ୍ଠ ଆସନ ଦଲୋ।

ଏଷ୍ଟର ବିବରଣ 7:6

ଏଷ୍ଟର କହିଲା, ଏହି ଦୁଷ୍ଟ ହାମନ ଜଣେ ବିପକ୍ଷ ଓ ଶତୃ।

ଏଷ୍ଟର ବିବରଣ 8:2

ଏଥି ରେ ରାଜା ହାମନଠାରୁ ଯେଉଁ ଅଙ୍ଗୁରୀଯ ନଇେଥିଲା, ତାହା କାଢି ମର୍ଦ୍ଦଖଯକୁ ଦଲୋ। ଏବଂ ଏଷ୍ଟର ହାମନର ଗୃହ ଉପରେ ମର୍ଦ୍ଦଖଯକୁ ନିୟୁକ୍ତି କଲା।

ଏଷ୍ଟର ବିବରଣ 8:8

ତୁମ୍ଭମାନେେ ୟିହୁଦୀଯମାନଙ୍କ ସମନ୍ଧ ରେ ନିଜ ନିଜ ଇଛାନୁସା ରେ ରାଜାଙ୍କ ନାମ ରେ ରାଜାଜ୍ଞା ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀଯ ରେ ମାହେରାଙ୍କିତ କର। କାରଣ ରାଜାଙ୍କର ନାମ ରେ ଲିଖିତ ଓ ରାଜାଙ୍କର ଅଙ୍ଗୁରୀଯ ରେ ମାହେରାଙ୍କିତ ପତ୍ର କହେି ଅନ୍ୟଥା କରିପାରିବେ ନାହିଁ।

Interlinear

Choose Theme