Home Bibles ହିତୋପଦେଶ 17:19 · ଓଡ଼ିଆ ବାଇବେଲ
ହିତୋପଦେଶ 17:19 · ଓଡ଼ିଆ ବାଇବେଲ

ଯେ ବିବାଦ ଭଲପାଏ, ସେ ଅପରାଧ ହିଁ ଭଲପାଏ। ପୁଣି ଯେ କହେି ଆପଣା ଦ୍ବାର ଉଚ୍ଚ କରେ, ସେ ବିନାଶ ଖୋଜେ।

Cross references

ପ୍ରଥମ ଶାମୁୟେଲ 25:36

ଯେତବେେଳେ ଅବୀଗଲ ନାବଲ ନିକଟକକ୍ସ୍ଟ ଆସିଲା। ସେତବେେଳେ ସେ ଦେଖିଲା ସେ ନିଜ ଘ ରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ୍ ଅତିଶଯ ମଦ୍ଯପାନ କରିଥିଲା ଓ ତା'ର ମନ ଅତ୍ଯନ୍ତ ଖକ୍ସ୍ଟସିଥିଲା। ଏହି ହତେକ୍ସ୍ଟ ସେ ସକାଳ ପର୍ୟ୍ଯନ୍ତ କୌଣସି କଥା ଜଣାଇଲା ନାହିଁ।

ଦିତୀୟ ଶାମୁୟେଲ 15:1

ଏହାପରେ ଅବଶାଲୋମ ଗୋଟିଏ ରଥ ଓ ଅଶ୍ବମାନ ପାଇଲା। ଆଉ ସେ ଯେତବେେଳେ ଘୋଡାଗାଡି ଆରୋହଣ କଲା, ପଗ୍ଭଶ ଜଣ ଲୋକ ତା' ସମ୍ମକ୍ସ୍ଟଖକକ୍ସ୍ଟ ଦୌଡି ଆସିଲେ।

ପ୍ରଥମ ରାଜାବଳୀ 1:5

ରାଜା ଦାଉଦ ଓ ପତ୍ନୀ ହଗୀତଙ୍କର ପୁତ୍ର ଅଦୋନିଯ ଅତି ସୁନ୍ଦର ଥିଲେ। ସେ ତାଙ୍କର ଭାଇ ଅବଶାଲୋମଙ୍କ ପରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ସେ ଅତ୍ଯନ୍ତ ଗର୍ବୀ ଥିଲେ ଓ ନିଜେ ପରବର୍ତ୍ତୀ ରାଜା ହବୋକୁ ସ୍ଥିର କଲେ।

ହିତୋପଦେଶ 16:18

ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।

ହିତୋପଦେଶ 17:14

ଗୋଟିଏ ୟୁକ୍ତିର ଆରମ୍ଭ ଗୋଟିଏ ବନ୍ଧ ରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହବୋପୂର୍ବରୁ ୟୁକ୍ତ ବନ୍ଦ କର। ତବେେ ଅକ୍ତିଆର ବାହାର ହାଇୟୋଏ।

ହିତୋପଦେଶ 18:12

ଗର୍ବୀତ ମନୁଷ୍ଯର ମନ ବିନାଶ ସମ୍ମୁଖ ରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।

ହିତୋପଦେଶ 24:27

ବାହା ରେ ତୁମ୍ଭ କାର୍ୟ୍ଯର ଆଯୋଜନ କର। ଆପଣା ନିମନ୍ତେ ସହେି କ୍ଷେତ୍ର ପ୍ରସ୍ତୁତ କର। ଏହାପ ରେ ଆପଣା ଗୃହ ନିର୍ମାଣ କର।

ହିତୋପଦେଶ 29:9

ଯେତବେେଳେ ଜଣେ ଜ୍ଞାନୀ ମୂର୍ଖ ସାଙ୍ଗ ରେ ବିଚାରାଳଯକୁ ୟାଏ, ମୂର୍ଖ ଲୋକ ରାଗି ୟାଏ ଏବଂ ୟୁକ୍ତି କରେ ଏବଂ ସଠାେ ରେ ବିବାଦର ସମ୍ପୂର୍ଣ୍ଣ ସମାପ୍ତି ନ ଥାଏ।

ହିତୋପଦେଶ 29:22

ରାଗିଲୋକ ସର୍ବଦା ବିଶୃଙ୍ଖଳା ବାତାବରଣ ସୃଷ୍ଟି କରନ୍ତି। ରାଗି ଲୋକମାନେ କେତକେ ପାପ କରିବସନ୍ତି।

ଯିରିମିୟ 22:13

ଯିହାୟୋକୀମ ଜଣେ ଅଧର୍ମୀ ରାଜା ଥିଲେ ୟିଏ କି ଅଧର୍ମ ରେ ଆପଣା ଗୃହ ଓ ଅନ୍ଯାଯ ରେ ଆପଣା କୋଠରୀମାନ ନିର୍ମାଣ କରେ, ୟିଏ ବିନା ମୂଲ୍ଯ ରେ ଆପଣା ପ୍ରତିବେଶୀକି ସବୋ କରାଏ ଓ ତାଙ୍କୁ କିଛି ବତନେ ଦିଏ ନାହିଁ।

ଦାନିଏଲ 4:20

ଆପଣ ଯେଉଁ ବୃକ୍ଷ ଦେଖିଲେ, ତାହା ଶକ୍ତିଶାଳୀ ହାଇେ ବଢିଲା ଓ ଉଚ୍ଚତା ରେ ଗଗନସ୍ପର୍ଶୀ ହେଲା। ତାହା ସମୁଦାଯ ପୃଥିବୀ ରେ ଦୃଶ୍ଯମାନ ହେଲା।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:20

ଏଭଳି କହିବାର ଉଦ୍ଦେଶ୍ଯ ଯେ, ମାରେଭୟ ହେଉଛି : ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି ସେତବେେଳେ ମୁଁ ତୁମ୍ଭମାନଙ୍କୁ ଯାହା ଭାବିଛି, ଠିକ୍ ସହେି ରୂପରେ ନ ପାଇ ପା ରେ ଓ ତୁମ୍ଭମାନେେ ମଧ୍ଯ ମାେତେ ଯାହା ଭାବିଛ ଠିକ୍ ସହେି ରୂପରେ ପାଇ ନ ପାର। ମାରେଭୟ ଯେ, କାଳେ ତୁମ୍ଭମାନଙ୍କ ମଧିଅରେ କଳହ, ଇର୍ଷା, କୋର୍ଧ, ସ୍ବାର୍ଥପରତା, ପରଚର୍ଚ୍ଚା, କାନ କୁହାକୋହି, ଗର୍ବ ଓ ଦ୍ବନ୍ଦ ଦେଖିବାକୁ ମିଳିବ।

ଯାକୁବଙ୍କ ପତ୍ 1:20

କାରଣ ଜଣେ ମଣିଷର କୋରଧ ତାହାକୁ ପରମେଶ୍ବରଙ୍କ ଇଚ୍ଛାନୁମାଦେିତ ଧାର୍ମିକ ଜୀବନ କାଟିବାକୁ ସାହାୟ୍ଯ କରେ ନାହିଁ।

ଯାକୁବଙ୍କ ପତ୍ 3:14

ଯଦି ତୁମ୍ଭେ ନିହାତି ସ୍ବାର୍ଥପର ଓ ତୁମ୍ଭ୍ ହୃଦୟ ରେ ଈର୍ଷାଭାବ ଅଛି, ତା' ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କବଳେ ମିଛ, ଏବଂ ତାହା ସତ୍ଯକୁ ଘାଡ଼ୋଇ ଦିଏ।

Interlinear

Choose Theme