Home Bibles ☰ Books ପ୍ରଥମ ରାଜାବଳୀ 1:5 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 1:5 · ଓଡ଼ିଆ ବାଇବେଲ

ରାଜା ଦାଉଦ ଓ ପତ୍ନୀ ହଗୀତଙ୍କର ପୁତ୍ର ଅଦୋନିଯ ଅତି ସୁନ୍ଦର ଥିଲେ। ସେ ତାଙ୍କର ଭାଇ ଅବଶାଲୋମଙ୍କ ପରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ସେ ଅତ୍ଯନ୍ତ ଗର୍ବୀ ଥିଲେ ଓ ନିଜେ ପରବର୍ତ୍ତୀ ରାଜା ହବୋକୁ ସ୍ଥିର କଲେ।

Cross references

ଯାତ୍ରା ପୁସ୍ତକ 9:17

ତଥାପି ମଧ୍ଯ ତୁମ୍ଭେ ମାରେ ଲୋକମାନଙ୍କ ବିରୁଦ୍ଧାଚରଣ କରୁଛ। ତୁମ୍ଭେ ମାରେ ଲୋକମାନଙ୍କୁ ମୁକ୍ତ କରୁନାହଁ।

ଦିତୀୟ ବିବରଣ 17:15

ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯାହାକକ୍ସ୍ଟ ମନୋନୀତ କରିବେ, ତାଙ୍କୁ ହିଁ ତୁମ୍ଭେ ତୁମ୍ଭମାନଙ୍କ ଉପରେ ରାଜା କରିବ। ତୁମ୍ଭମାନେେ ଆପଣା ଭାତୃଗଣମାନଙ୍କ ମଧ୍ଯରକ୍ସ୍ଟ ଜଣଙ୍କକ୍ସ୍ଟ ଆପଣା ଉପରେ ରାଜାଭାବେ ନିୟକ୍ସ୍ଟକ୍ତ କରିବ। ୟିଏ ତୁମ୍ଭର ଭାଇ ନକ୍ସ୍ଟ ହେଁ ଏପରି ବିଦେଶୀଯ ବ୍ଯକ୍ତିକକ୍ସ୍ଟ ରାଜା ଭାବେ ମନୋନୀତ କରିବ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 9:2

ଶିଖିମ୍ ପ୍ରଚୀନମାନଙ୍କୁ ପଗ୍ଭର: 'ଯଦି ୟିରକ୍ସ୍ଟଦ୍ଦାଲ୍ର ସତକ୍ସ୍ଟରି ପକ୍ସ୍ଟତ୍ର ୟାକ ତକ୍ସ୍ଟମ୍ଭ ଉପରେ ଶାସନ କରନ୍ତି କିମ୍ବା ଯଦି ଜଣେ ମାତ୍ର ପକ୍ସ୍ଟତ୍ର ଶାସନ କଲେ, ତକ୍ସ୍ଟମ୍ଭ ପାଇଁ ଭଲ ହବେ କି? ମନରେଖ ମୁ ତୁମ୍ଭମାନଙ୍କର ରକ୍ତ ସଐର୍କୀଯ।'

ଦିତୀୟ ଶାମୁୟେଲ 3:4

ଚତକ୍ସ୍ଟର୍ଥ ପକ୍ସ୍ଟତ୍ର ଜନ୍ମ ହେଲ, ତାଙ୍କର ନାମ ଅଦୋନୀଯ, ଅଦୋନୀଯର ମାତା ହେଲ, ହଗୀତ୍ ଏବଂ ପଞ୍ଚମ ପକ୍ସ୍ଟତ୍ର ହେଲ ଶଫଟୀଯ ସେ ଅବିଟଲର ପକ୍ସ୍ଟତ୍ର।

ଦିତୀୟ ଶାମୁୟେଲ 15:1

ଏହାପରେ ଅବଶାଲୋମ ଗୋଟିଏ ରଥ ଓ ଅଶ୍ବମାନ ପାଇଲା। ଆଉ ସେ ଯେତବେେଳେ ଘୋଡାଗାଡି ଆରୋହଣ କଲା, ପଗ୍ଭଶ ଜଣ ଲୋକ ତା' ସମ୍ମକ୍ସ୍ଟଖକକ୍ସ୍ଟ ଦୌଡି ଆସିଲେ।

ପ୍ରଥମ ରାଜାବଳୀ 1:11

ଏଥି ରେ ନାଥନ ଶଲୋମନଙ୍କର ମାତା ବତ୍ଶବୋଙ୍କୁ କହିଲେ, ଆମ୍ଭମାନଙ୍କର ପ୍ରଭୁ ଦାଉଦଙ୍କ ଅଜ୍ଞାତସାର ରେ ହଗୀତଙ୍କର ପୁତ୍ର ଅଦୋନିଯ ନିଜକୁ ରାଜା କରିଅଛନ୍ତି। ଏହା କ'ଣ ତୁମ୍ଭେ ଶୁଣି ନାହିଁ?

ପ୍ରଥମ ରାଜାବଳୀ 2:13

ତା'ପରେ ହଗୀତର ପୁତ୍ର ଅଦୋନିଯ ଶଲୋମନଙ୍କର ମାତା ବତ୍ଶବୋ ନିକଟକୁ ଆସିଲେ। ବତ୍ଶବୋ ତାଙ୍କୁ ପଚାରିଲେ, ଶାନ୍ତି ରେ ଆସିଲ ତ?

ପ୍ରଥମ ରାଜାବଳୀ 2:24

ସଦାପ୍ରଭୁ ମାେତେ ଇଶ୍ରାୟେଲର ରାଜା କରିଛନ୍ତି, ସେ ମାେତେ ମାରେ ପିତା ଦାଉଦଙ୍କ ସିଂହାସନ ରେ ଅଧିଷ୍ଠିତ କରିଛନ୍ତି। ସଦାପ୍ରଭୁ ତାଙ୍କର ପ୍ରତୀଜ୍ଞା ରଖିଛନ୍ତି ଓ ମାେତେ ମାରେ ପରିବରକୁ ରାଜ୍ଯ ଦଇେଛନ୍ତି। ମୁଁ ସଦାପ୍ରଭୁଙ୍କ ନାମ ରେ ଶପଥ କରି କହୁଛି, ଯେ କୌଣସି ମତେ ଅଦୋନିଯ ଆଜି ନିଶ୍ଚଯ ହତ ହବେ।

ପ୍ରଥମ ବଂଶାବଳୀ 3:2

ତୃତୀୟ ପୁତ୍ର ଥିଲେ ଅବଶା ଲୋମ୍। ତାଙ୍କର ମାତା ମାଖା ତଲମଯଙ୍କର ଝିଅ ଥିଲେ। ଏହି ତଲ୍ମଗଯ ଗଶୂରର ରାଜା ଥିଲେ।

ପ୍ରଥମ ବଂଶାବଳୀ 22:5

ଦାଉଦ କହିଲେ, ଆମ୍ଭମାନେେ ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶାଳ ମନ୍ଦିର ନିର୍ମାଣ କରିବା। କିନ୍ତୁ ମାେ ପୁଅ ଶଲୋମନ ଅଳ୍ପ ବଯସ୍କ ଅଟେ ଓ ଯେଉଁସବୁ ବିଷଯ ସେ ଜାଣିବା ଆବଶ୍ଯକ, ସେ ଏପର୍ୟ୍ଯନ୍ତ ତାହା ଶିକ୍ଷା କରି ନାହିଁ। ସଦାପ୍ରଭୁଙ୍କ ମନ୍ଦିର ଅତି ବିରାଟ ହବୋ ଆବଶ୍ଯକ। ତାହାର ବିଶାଳତା ଓ ସୌନ୍ଦର୍ୟ୍ଯ ସକାେଶ ତାହା ସମସ୍ତ ଦେଶ ରେ ବିଖ୍ଯାତ ହବୋ ଆବଶ୍ଯକ ସେଥିନିମନ୍ତେ ସଦାପ୍ରଭୁ ମନ୍ଦିର ନିର୍ମାଣ ପାଇଁ ମୁଁ ଯୋଜନା ପ୍ରସ୍ତୁତ କରିବି। ତେଣୁ ଦାଉଦ ତାଙ୍କର ମୃତ୍ଯୁ ପୂର୍ବରୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଅନକେ ଯୋଜନା ପ୍ରସ୍ତୁତ କଲେ।

ପ୍ରଥମ ବଂଶାବଳୀ 28:5

ସଦାପ୍ରଭୁ ମାେତେ ଅନକେ ପୁତ୍ର ଦଇେଛନ୍ତି। ଆଉ ଏହି ସମସ୍ତ ପୁତ୍ରଗଣଙ୍କ ମଧ୍ଯରୁ ସଦାପ୍ରଭୁ ଶଲୋମନକୁ ସଦାପ୍ରଭୁଙ୍କ ରାଜ୍ଯର ସିଂହାସନ ରେ ବସିବା ପାଇଁ ଏବଂ ଇଶ୍ରାୟେଲ ରେ ଶାସନ କରିବା ପାଇଁ ମନୋନୀତ କରିଅଛନ୍ତି।

ପ୍ରଥମ ବଂଶାବଳୀ 29:1

ଏକତ୍ରୀତ ହୋଥିବା ଇଶ୍ରାୟେଲର ସମସ୍ତ ଲୋକଙ୍କୁ ରାଜା ଦାଉଦ କହିଲେ, ପରମେଶ୍ବର ମାରେ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। ଶ ଲୋମନ ଅଳ୍ପବଯସ୍କ ଅଟେ ଓ ଏହି କାର୍ୟ୍ଯ ନିମନ୍ତେ ଯେଉଁ ସମସ୍ତ ବିଷଯ ଆବଶ୍ଯକ, ସେ ତାହା ଜାଣେ ନାହିଁ ? କିନ୍ତୁ ଏହି କାର୍ୟ୍ଯ ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ଏହି ମନ୍ଦିର ଲୋକମାନଙ୍କ ନିମନ୍ତେ ନୁହେଁ, ଏହି ମନ୍ଦିର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ଅଟେ।

ହିତୋପଦେଶ 16:18

ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।

Interlinear

Choose Theme