ଯେ ଦୁଷ୍ଟକୁ ନିର୍ ଦୋଷ କରେ ଓ ଯେ ଧାର୍ମିକକୁ ଦୋଷୀ କରେ, ସେ ଦୃଢ଼ ହିଁ ସଦାପ୍ରଭୁଙ୍କଠା ରେ ସମାନ ଭାବେ ଘୃଣିତ।
Cross references
କୌଣସି ଲୋକକୁ ଅଯଥା ବଦ୍ନାମ କର ନାହିଁ। ତା ନାମ ରେ ମିଥ୍ଯା ଦାବି କର ନାହିଁ। କୌଣସି ନିରୀହ ଲୋକକୁ ଅନ୍ଯାଯ ରେ ସେ ନ କରିଥିବା କର୍ମ ପାଇଁ ଦଣ୍ଡ ଦିଅ ନାହିଁ। ଯଦି କୌଣସି ଲୋକ ଏକ ନିରୀହ ଲୋକକୁ ହତ୍ଯା କରିଥାଏ ତବେେ ମୁଁ ତାକୁ କ୍ଷମା ଦବେି ନାହିଁ।
ଯେତବେେଳେ ଦୁଇଜଣଙ୍କ ମଧିଅରେ ମାଡପିଟ୍ ଲାଗେ, ସମାନେେ ନ୍ଯାୟଳୟକୁ ୟିବା ଉଚିତ୍। କିଏ ଦୋଷୀ ଓ କିଏ ନିର୍ ଦୋଷୀ ବିଗ୍ଭରକର୍ତ୍ତା ବିଗ୍ଭର କରିବେ।
ତା'ପରେ ଦୁଇଟି ପାପାଧମ ଲୋକ ଆସି ସମାନଙ୍କେ ସମ୍ମୁଖ ରେ ସାକ୍ଷୀ ଦବୋକୁ ବସିଲେ। ସମାନେେ ମିଥ୍ଯା ସାକ୍ଷ୍ଯ ଦଇେ କହିଲେ ଯେ, ନାବୋତ ପରମେଶ୍ବରଙ୍କୁ ଓ ରାଜାଙ୍କୁ ଅଭିଶାପ ଦଇେଛି। ତହୁଁ ସମାନେେ ନାବୋତକୁ ନଗର ବାହାରକୁ ନଇେ ପଥର ମାରି ବଧ କଲେ।
ସଦାପ୍ରଭୁ ଏହି ଛଅ ଗୋଟି ବିଷଯକୁ ଘୃଣା କରନ୍ତି। ସପ୍ତବସ୍ତୁ ମଧ୍ଯ ତାଙ୍କର ଘୃଣା ଯୋଗ୍ଯ।
ସଦାପ୍ରଭୁ ମିଥ୍ଯାର ନିକିତିକୁ ଘୃଣା କରନ୍ତି। କିନ୍ତୁ ସେ ସଠିକ ଓଜନକୁ ଭଲ ପାଆନ୍ତି।
ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠା ରେ ଘୃଣାର ବିଷଯ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।
ଦୁଷ୍ଟର କଥାକୁ ଅପେକ୍ଷା କରିବା ଅବା ବିଚାର ରେ ଧାର୍ମିକ ପ୍ରତି ଅନ୍ଯାଯ କରିବା ଭଲ ନୁହେଁ।
ଏହିସବୁ ମଧ୍ଯ ଜ୍ଞାନୀମାନଙ୍କର କଥା ଅଟେ ;
ସହେି ଧାର୍ମିକ ୟିଏ ଏକ ଦୋଷୀ ମନୁଷ୍ଯକୁ କ ହେ, 'ତୁମ୍ଭେ ନିରୀହ ଅଟ,' ଲୋକମାନେ ତାଙ୍କୁ ଅଭିଶାପ ଦବେେ। ଏପରିକି ଅନ୍ୟ ଗୋଷ୍ଠୀଯମାନେ ନିନ୍ଦା କରିବେ।
ସଦାଷୀକୁ କ୍ଷମା କରିବାକୁ ତୁମ୍ଲଭସସମାନଙ୍କୁ ଲାଞ୍ଚସଦଲଲସସମାଲନ ଲାଞ୍ଚସନଲବ। ମାତ୍ରସସମାଲନ ଉତ୍ତମସଲାକଙ୍କୁ ନ୍ଯାଯ ବିଚାର ଦିଅନ୍ତି ନାହିଁ।
ସଦାପ୍ରଭୁ କୁହନ୍ତି, ଆମ୍ଭର ସଂକଳ୍ପ, ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ ଏବଂ ତୁମ୍ଭମାନଙ୍କର ମାର୍ଗସବୁ ଆମ୍ଭମାନଙ୍କ ମାର୍ଗପରି ନୁହେଁ।
ମୁଠାଏ ବାଲି ପାଇଁ ଓ କେତେଖଣ୍ଡ ରୋଟୀ ପାଇଁ ତୁମ୍ଭମାନେେ ମାେ ଲୋକମାନଙ୍କ ମଧିଅରେ ମାେତେ ଅପମାନିତ କଲ। ତୁମ୍ଭର ମିଥ୍ଯା ପାଇଁ ମାରେ ଲୋକମାନେ ଯେଉଁମାନେ ମିଥ୍ଯା ଶୁଣିଲେ, ତୁମ୍ଭମାନେେ ଲୋକମାନଙ୍କୁ ହତ୍ଯା କରିଛ, ଯେଉଁମାନଙ୍କର ମରିବା ଉଚିତ୍ ନ ଥିଲା ଏବଂ ତୁମ୍ଭେ ସହେି ଲୋକମାନଙ୍କୁ ଛାଡ଼ି ଦଇେଛ, ଯେଉଁମାନଙ୍କର ମରିବା ଉଚିତ୍ ଥିଲା।
ତା'ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ଯାଯ ଲାଭର ଚେଷ୍ଟା ରେ ରକ୍ତପାଦ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।