Home Bibles ଲୂକଲିଖିତ ସୁସମାଚାର 23:18 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 23:18 · ଓଡ଼ିଆ ବାଇବେଲ

କିନ୍ତୁ ସବୁଲୋକେ ପାଟିକରି ଉଠିଲେ, ତାହାକୁ ମାରିଦିଅ। ବାରବ୍ବାକୁ ମୁକ୍ତ କରିଦିଅ।

Cross references

ମାଥିଉଲିଖିତ ସୁସମାଚାର 27:15

ପ୍ରେତ୍ୟକକ ବର୍ଷ ନିସ୍ତାର ପର୍ବ ଅବସର ରେ ରାଜ୍ଯପାଳ କାରାଗାରରୁ ଜଣେ ବନ୍ଦୀକୁ ମୁକ୍ତ କରିବାର ରୀତି ଥିଲା। ଲୋକମାନେ ଯେଉଁ ଲୋକର ମୁକ୍ତ ହବୋ ଚାହୁଁଥିଲେ, କବେଳେ ସହେି ଲୋକକୁ ମୁକ୍ତ କରାଯାଉଥିଲା।

ମାର୍କଲିଖିତ ସୁସମାଚାର 15:6

ପ୍ରତିବର୍ଷ ପରମ୍ପରାକ୍ରମେ ନି ସ୍ତାର ପର୍ବ ସମୟରେ ଶାସନକର୍ତ୍ତା ଜଣେ ବନ୍ଦୀକୁ ବନ୍ଦୀଶାଳାରୁ ମୁକ୍ତ କରିଥା'ନ୍ତି। ଯେଉଁ ବନ୍ଦୀକୁ ମୁକ୍ତ କରିବା ପାଇଁ ଲୋକମାନେ ଚାହାଁନ୍ତି, କବଳେ ସହେି ବନ୍ଦୀକୁ ଶାସନକର୍ତ୍ତା ମୁକ୍ତି ଦଇେଥାନ୍ତି।

ଯୋହନଲିଖିତ ସୁସମାଚାର 18:39

ପ୍ରେତ୍ୟକକ ବର୍ଷ ନିସ୍ତାରପର୍ବ ବେଳେ ମାଠାରୁେ ଜଣେ ବନ୍ଦୀର ମୁକ୍ତି ମାଗିବା ନିମନ୍ତେ ତୁମ୍ଭମାନଙ୍କର ପ୍ରଥା ଅଛି। ତେଣୁ ତୁମ୍ଭେ ଯଦି ଚାହଁ, ମୁଁ ଏହି 'ଯିହୂଦୀମାନଙ୍କ ରାଜାଙ୍କୁ' ମୁକ୍ତି ଦବେି।

ଯୋହନଲିଖିତ ସୁସମାଚାର 19:15

ଯିହୂଦୀମାନେ ଚିତ୍କାର କଲେ, ତାକୁ ଦୂରକୁ ନଇଯାେଅ। ତାକୁ କୃଶ ରେ କଣ୍ଟାବିଦ୍ଧ କରି ମାରିଦିଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:14

ତୁମ୍ଭମାନେେ ଜଣେ ପବିତ୍ର ଓ ଧାର୍ମିକ ଲୋକକୁ ଅସ୍ବୀକାର କଲ ଓ ଜଣେ ହତ୍ଯାକାରୀକୁ ତାହାଙ୍କ ବଦଳ ରେ ତୁମ୍ଭମାନଙ୍କ ପାଇଁ ମୁକ୍ତ କରିଦବୋ ପାଇଁ ଚାହିଁଲ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:36

ତଥାପି ଲୋକସମୂହ ତାହାଙ୍କ ପଛ ରେ ଯାଉ ଯାଉ ପାଟି କଲେ, ତାହାଙ୍କୁ ହତ୍ଯାକର।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:22

ପାଉଲ ଏକଥା କହିବା ପର୍ୟ୍ଯନ୍ତ ଯିହୂଦୀମାନେ ଶୁଣୁଥିଲେ। ତା'ପରେ ସମାନେେ ସମସ୍ତେ ମିଶି ଖୁବ୍ ଜାରେ ରେ ପାଟି କରି କହିଲେ, ଏ ଲୋକକୁ ପୃଥିବୀରୁ ଦୂର କର। କାରଣ ସେ ବଞ୍ଚିରହିବା ପାଇଁ ଯୋଗ୍ଯ ନୁହଁ।

Interlinear

Choose Theme