ସଦାପ୍ରଭୁ କୁହନ୍ତି, ଆମ୍ଭର ସଂକଳ୍ପ, ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ ଏବଂ ତୁମ୍ଭମାନଙ୍କର ମାର୍ଗସବୁ ଆମ୍ଭମାନଙ୍କ ମାର୍ଗପରି ନୁହେଁ।
Cross references
କିନ୍ତୁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଇଲୀଯାବ ଡେଙ୍ଗା ଓ ସକ୍ସ୍ଟନ୍ଦର ଅଟନ୍ତି। କିନ୍ତୁ ତୁମ୍ଭେ ଏପରି ଭାବନାହିଁ ମନକ୍ସ୍ଟଷ୍ଯ ଯେପରି ଦେଖେ ସଦାପ୍ରଭୁ ସପରେି ଦେଖନ୍ତି ନାହିଁ। ଲୋକମାନେ ସର୍ବଦା ଉପର ଦେଖନ୍ତି। କିନ୍ତୁ ସଦାପ୍ରଭୁ ତାହାର ଅନ୍ତର ଦେଖନ୍ତି। ଇଲୀଯାବ ଉପୟକ୍ସ୍ଟକ୍ତ ଲୋକ ନକ୍ସ୍ଟହଁ।
ସଦାପ୍ରଭୁ ମାରେ ମୂନିବ, କବଳେ ମୁ ଜଣେ ତୁମ୍ଭର ସବେକ। ତଥାପି ତୁମ୍ଭେ ମାରେ ଭବିଷ୍ଯତ ବଂଶଧର ପ୍ରତି ଏହି ସହାନକ୍ସ୍ଟଭକ୍ସ୍ଟତି ବାକ୍ଯ କହିଲ। ସଦାପ୍ରଭୁ ମାରେ ପ୍ରଭକ୍ସ୍ଟ, ତୁମ୍ଭେ ସର୍ବଦା ଏପରି ଲୋକମାନଙ୍କୁ କକ୍ସ୍ଟହନାହଁ। କକ୍ସ୍ଟହ କି?
ମାତ୍ର ନାମାନ୍ କ୍ରୁଦ୍ଧ ହାଇେ ଗ୍ଭଲିଗଲେ। ସେ କହିଲେ ମୁଁ ଭାବିଥିଲି ସେ ବାହାରି ଆସି ଥାଆନ୍ତା ଏବଂ ତାଙ୍କ ସଦାପ୍ରଭୁଙ୍କ ନାମ ରେ ଡାକି ଥାଆନ୍ତା ଏବଂ ସଂକ୍ରମିତ ଚର୍ମ ଉପରେ ତାଙ୍କ ହାତ ରଖି ମାେତେ ଆରୋଗ୍ୟ କରିଥାଆନ୍ତା।
ଆୟୁବ, ଆକାଶକୁ ଦେଖ। ମେଘମାଳାକୁ ଲକ୍ଷ୍ଯ କର, ସେ ସବୁ ତୁମ୍ଭଠାରୁ ବହୁ ଉର୍ଦ୍ଧ୍ବ ରେ ଅବସ୍ଥିତ।
ସଦାପ୍ରଭୁ ସହେିମାନଙ୍କ ପ୍ରତି ସ୍ନହପେୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି, ଯେଉଁମାନେ ତାଙ୍କର ନିଯମ ଓ ପ୍ରତିଜ୍ଞା ମାନି ଚଳନ୍ତି।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ବର, ତୁମ୍ଭେ ଅନକେ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଛ। ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନକେ ଆଶ୍ଚର୍ୟ୍ଯ ଯୋଜନାମାନ ରଖିଛ। କୌଣସି ବ୍ଯକ୍ତି ତାହା କବେେ ଗଣି ପାରିବ ନାହିଁ। ମୁଁ ବାରମ୍ବାର ସହେିସବୁ କଥା କହିବି ୟାହାକୁ ଗଣିବା ଅସମ୍ଭବ।
ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ ମହତ୍। ତୁମ୍ଭର ବିଚାରଧାରା ବୁଝିବା ଆମ୍ଭ ପକ୍ଷେ କଷ୍ଟକର।
ଦୋଷ ରେ ଭାରାକ୍ରାନ୍ତ ଲୋକର ପଥ ଅତିଶଯ ବକ୍ର, ମାତ୍ର ଜଣେ ପବିତ୍ର ଲୋକର ପଥ ସଳଖ ଏବଂ ସାଧୁ।
ଆକାଶର ଉଚ୍ଚତା ପୃଥିବୀର ଗଭୀରତା ପରି ରାଜାଙ୍କର ମନ ରେ କ'ଣ ଅଛି, ଆମ୍ଭେ ତାହା ବୁଝିପାରିବା ନାହିଁ।
ମାତ୍ର ଆମ୍ଭମାନେେ ସମସ୍ତେ ମଷେପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପଥରେ ୟାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡ ରେ ନଇେ ୟାଇଛନ୍ତି।
ଯଦି କୌଣସି ପୁରୁଷ ତା'ର ସ୍ତ୍ରୀକୁ ପରିତ୍ଯାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ଯାଗ କରି ଅନ୍ୟ ପୁରୁଷକୁ ବିବାହ କରେ ତବେେ ତା'ର ସ୍ବାମୀ କ'ଣ ପୁନର୍ବାର ତାହା ନିକଟକୁ ଆସିବ ? ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତବେେ ସହେି ଦେଶ ଅତ୍ଯନ୍ତ 'ଅଶୁଚି' ହବେ। ହେ ଯିହୁଦା, ତୁମ୍ଭେ ଅନକେ ଉପପତି ସଙ୍ଗେ ବ୍ଯଭିଚାର କରିଅଛ। ଆଉ ପୁନର୍ବାର ଆମ୍ଭ ନିକଟକୁ ଫରେି ଆସିବାକୁ ଚାହୁଁଛ। ଏହା ସଦାପ୍ରଭୁ କହନ୍ତି।
କିନ୍ତୁ ଇଶ୍ରାୟେଲର ଲୋକମାନେ କହନ୍ତି, ସଦାପ୍ରଭୁ ନ୍ଯାଯପୂର୍ଣ୍ଣ ନୁହଁନ୍ତି।