ଧାର୍ମିକର ମନ ବିବଚେନା କରି ଉତ୍ତର ଦିଏ। ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦକଥା ସର୍ବଦା କ ହେ।
Cross references
ତତ୍ପରେ ରାଜା ଶଲୋମନ କହିଲେ, ତୁମ୍ଭେ ଉଭୟ ଜୀବିତ ସନ୍ତାନଟିକୁ ନିଜର ଓ ମୃତ ସନ୍ତାନଟି ଅନ୍ୟର ବୋଲି କହୁଛ।
ବହୁ ବାକ୍ଯ ରେ ଅଧର୍ମର ଅଭାବ ନ ଥାଏ। ମାତ୍ର ଯେ ଆପଣା ଓଷ୍ଠାଧାରକୁ ଦମନ କରେ, ସେ ବୁଦ୍ଧିମାନ୍।
ଧାର୍ମିକ ଲୋକମାନେ କଣ କହିବାକୁ ହବେ ଜାଣନ୍ତି, କିନ୍ତୁ ଦୁଷ୍ଟଗଣ କହନ୍ତି ଯାହା ଅସୁବିଧା ରେ ପକାଏ।
ପ୍ରେତ୍ୟକକ ଚତୁର ଲୋକ ବୁଦ୍ଧି ରେ କର୍ମ କରେ। ମାତ୍ର ମୂର୍ଖ ଅଜ୍ଞାନତା ବିସ୍ତାର କରେ।
ଜଣେ ଜ୍ଞାନୀ ଲୋକ ତା'ର ଚିନ୍ତାଧାରା ଭଲ ଭାବରେ କହିପା ରେ। କିନ୍ତୁ ନିର୍ ବୋଧ ନିର୍ ବୋଧତାକୁ ବଖାଣେ।
ଜ୍ଞାନବାନର ହୃଦଯ ଆପଣା ମୁଖକୁ ଶିକ୍ଷା ଦିଏ। ପୁଣି ତା'ର ବାକ୍ଯ ପାଣ୍ଡିତ୍ଯ ବଢ଼ାଏ।
ମୂର୍ଖ ଆପଣାର ସବୁ କୋରଧ ପ୍ରକାଶ କରେ। ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତକରେ।
ଯଦି ଜଣେ କିଛି ଚିନ୍ତା ନ କରି କିଛି କ ହେ, ତା ପ୍ରତି ଭରସା ରଖ ନାହିଁ। ତା ଅପେକ୍ଷା ମୂର୍ଖ ଲୋକଠା ରେ ଭରସା ରଖିଲେ ଭଲ।
ପରମେଶ୍ବରଙ୍କଠା ରେ ପ୍ରତିଜ୍ଞା କରିବା ସମୟରେ ସାବଧାନ ହୁଅ। ପରମେଶ୍ବରଙ୍କ ଆଗ ରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ। କାରଣ ପରମେଶ୍ବର ସ୍ବର୍ଗ ରେ ଅଛନ୍ତି ଓ ତୁମ୍ଭେ ପୃଥିବୀ ରେ ଅଛ। ଏଣୁ ତୁମ୍ଭର କଥା ଅଳ୍ପ ହେଉ।
ତୁମ୍ଭ ମୁଖକୁ ତୁମ୍ଭ ପାଇଁ ପାପର କାରଣ ହବୋକୁ ଦିଅ ନାହିଁ, କିଅବା ଏହା ଭୁଲ୍ ହେଲା ବୋଲି ଦୃଢ଼ ସାକ୍ଷାତ ରେ କୁହ ନାହିଁ। ପରମେଶ୍ବର ତୁମ୍ଭ ଉପ ରେ କାହିଁକି କୋରଧ ହବେେ ଓ ତୁମ୍ଭର କଠିନ ପରିଶ୍ରମକୁ ବିନାଶ କରିବେ।
ଜ୍ଞାନୀର କଥା ତା ପାଇଁ ପ୍ରଶଂସା ଆଣେ କିନ୍ତୁ ମୂର୍ଖର କଥା ତାକୁ ନଷ୍ଟ କରେ।
ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।
ଅନକେ ଲୋକ ଏପରି ଅଛନ୍ତି, ଯେଉଁମାନେ ମାନିବାକୁ ମନା କରନ୍ତି, ଅବାନ୍ତର କଥାମାନ କୁହନ୍ତି ଓ ଅନ୍ୟ ଲୋକମାନଙ୍କୁ ଭୁଲ ବାଟରେ ପରିଚାଳିତ କରନ୍ତି। ମୁଁ ବିଶଷେ ଭାବରେ ସେ ଲୋକମାନଙ୍କ ବିଷୟ ରେ କହୁଛି, ଯେଉଁମାନେ ସମସ୍ତ ଅଣଯିହୂଦୀମାନଙ୍କୁ ସୁନ୍ନତ ହବୋପାଇଁ କହନ୍ତି।
ଜିହ୍ବା ହେଉଛି ଏକ େଛାଟ ଅଗ୍ନିଶିଖା ଭଳି। ଯେଉଁ େଛାଟ ଅଗ୍ନି ଶିଖାଟି ଗୋଟିଏ ବଡ଼ ଜଙ୍ଗଲ ରେ ନିଆଁ ଲଗଇେ ଦଇପୋରିବ। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତ ରେ ଜିହ୍ବା ହେଉଛି ସବୁଠାରୁ ମନ୍ଦ। କିପରି ? ଜିହ୍ବା ଆମ୍ଭ ଶରୀର ମାଧ୍ଯମ ରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ।
କିନ୍ତୁ ତୁମ୍ଭେ ପବିତ୍ର ଭାବରେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟ ରେ ଧରି ରଖ। ତୁମ୍ଭର ଭରସାର କାରଣ ବିଷୟ ରେ କହେି ତୁମ୍ଭକୁ ପ୍ରଶ୍ନ କଲେ ତାହାକୁ ବୁଝାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଅ।
ସହେି ଭଣ୍ଡ ଶିକ୍ଷକମାନେ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। ସମାନେେ ଲୋକମାନଙ୍କୁ ପାପ ରାସ୍ତା ରେ କଢ଼ାଇ ନିଅନ୍ତି। ମନ୍ଦ ଭାବରେ ରହୁଥିବା ଲୋକଙ୍କଠାରୁ ବାହାରି ଆସି ଭଲ ମାର୍ଗ ରେ ୟିବାକୁ ଆରମ୍ଭ କରିଥିବା ଲୋକଙ୍କୁ ଏମାନେ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମା ରେ ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାନେ ଏପରି କରନ୍ତି।