ପ୍ରଥମ ରାଜାବଳୀ 3:23 · ଓଡ଼ିଆ ବାଇବେଲ
ତତ୍ପରେ ରାଜା ଶଲୋମନ କହିଲେ, ତୁମ୍ଭେ ଉଭୟ ଜୀବିତ ସନ୍ତାନଟିକୁ ନିଜର ଓ ମୃତ ସନ୍ତାନଟି ଅନ୍ୟର ବୋଲି କହୁଛ।
Cross references
ପ୍ରଥମ ରାଜାବଳୀ 3:22
କିନ୍ତୁ ଅନ୍ୟ ସ୍ତ୍ରୀ ଲୋକଟି କହିଲା, ନା, ଜୀବିତ ସନ୍ତାନଟି ମାରେ ପୁଅ ଓ ମୃତ ସନ୍ତାନଟି ତୁମ୍ଭର ପୁଅ।
ହିତୋପଦେଶ 15:28
ଧାର୍ମିକର ମନ ବିବଚେନା କରି ଉତ୍ତର ଦିଏ। ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦକଥା ସର୍ବଦା କ ହେ।