Home Bibles ହିତୋପଦେଶ 29:20 · ଓଡ଼ିଆ ବାଇବେଲ
ହିତୋପଦେଶ 29:20 · ଓଡ଼ିଆ ବାଇବେଲ

ଯଦି ଜଣେ କିଛି ଚିନ୍ତା ନ କରି କିଛି କ ହେ, ତା ପ୍ରତି ଭରସା ରଖ ନାହିଁ। ତା ଅପେକ୍ଷା ମୂର୍ଖ ଲୋକଠା ରେ ଭରସା ରଖିଲେ ଭଲ।

Cross references

ହିତୋପଦେଶ 14:29

ଯେ କୋରଧ ରେ ଧୀର, ସେ ବଡ଼ ଜ୍ଞାନୀ। ଜଣେ ୟିଏ ହଠାତ୍ ରାଗେ, ସେ ଅଜ୍ଞ ବୋଲି ଦର୍ଶାଏ।

ହିତୋପଦେଶ 21:5

ଚିନ୍ତାଧାରା ଯୋଜନା ଏବଂ କଠିନ କର୍ମ ପ୍ରଚୁରତା ଜନ୍ମାଏ। କିନ୍ତୁ ଦୃଢ଼ ଭାବରେ ଅଳ୍ପକୁ ଅତିଶୀଘ୍ର ଧ ରେ। କବଳେ ଦାରିଦ୍ର୍ଯ ଆଡ଼କୁ ପଥ ଦଖାେଏ।

ହିତୋପଦେଶ 26:12

ଯେଉଁ ମୂର୍ଖ ଲୋକର ବହୁତ ଆଶା ଅଛି, ଅନ୍ୟ ଜଣ ଅପେକ୍ଷା ୟିଏ ଭାବେ ସେ ଜ୍ଞାନୀ, ସେତବେେଳେ ସେ ଜ୍ଞାନୀ ନ ଥାଏ।

ହିତୋପଦେଶ 29:11

ମୂର୍ଖ ଆପଣାର ସବୁ କୋରଧ ପ୍ରକାଶ କରେ। ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତକରେ।

ଉପଦେଶକ 5:2

ପରମେଶ୍ବରଙ୍କଠା ରେ ପ୍ରତିଜ୍ଞା କରିବା ସମୟରେ ସାବଧାନ ହୁଅ। ପରମେଶ୍ବରଙ୍କ ଆଗ ରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ। କାରଣ ପରମେଶ୍ବର ସ୍ବର୍ଗ ରେ ଅଛନ୍ତି ଓ ତୁମ୍ଭେ ପୃଥିବୀ ରେ ଅଛ। ଏଣୁ ତୁମ୍ଭର କଥା ଅଳ୍ପ ହେଉ।

ଯାକୁବଙ୍କ ପତ୍ 1:19

ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।

Interlinear

Choose Theme