Home Bibles ହିତୋପଦେଶ 12:25 · ଓଡ଼ିଆ ବାଇବେଲ
ହିତୋପଦେଶ 12:25 · ଓଡ଼ିଆ ବାଇବେଲ

ମନୁଷ୍ଯର ମନୋବ୍ଯଥା ମନକୁ ନତ କରେ। ମାତ୍ର ମଙ୍ଗଳର ବାକ୍ଯ ତାହାର ହରଷ ଜନ୍ମାଏ।

Cross references

ନିହିମିୟା 2:1

ଅର୍ତ୍ତକ୍ଷସ୍ତ ରାଜାଙ୍କର ଅଧିକାରର ବିଂଶତମ ବର୍ଷ ରେ ନିଶାନ ମାସ ରେ ଏହିପରି ଘଟିଥିଲା। ଯେ ରାଜାଙ୍କ ସମ୍ମୁଖ ରେ ଦ୍ରାକ୍ଷାରସ ଥିବା ବେଳେ ମୁଁ ସହେି ଦ୍ରାକ୍ଷାରସ ନଇେ ରାଜାଙ୍କୁ ଦଲେି। ଏହା ପୂର୍ବରୁ ମୁଁ ତାହାଙ୍କ ସାକ୍ଷାତ ରେ ଦୁଃଖିତ ହାଇେ ନ ଥିଲି।

ଗୀତସଂହିତା 38:6

ମୁଁ ଆଜି ନଇଁ ୟାଇଛି। ଭାଙ୍ଗି ପଡ଼ିଛି ସାରାଦିନ ମୁଁ ବ୍ଯଥିତ ହାଇେଛି।

ଗୀତସଂହିତା 42:11

ହେ ମାରେ ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ ? କାହିଁକି ମୁଁ ଏତେ ଅସ୍ଥିର ହେଉଅଛି ? ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ମୁଁ ପରମେଶ୍ବରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି ଓ ସେ ମାେତେ ଉଦ୍ଧାର କରିବେ।

ହିତୋପଦେଶ 12:18

ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସମାନଙ୍କେର ଶବ୍ଦଗୁଡ଼ିକ ଦ୍ବିଶାଣିତ ଖଡ୍ଗ ପରି ଆଘାତ କରେ। ମାତ୍ର ଜ୍ଞାନୀ ଲୋକର କଥା ଉପଶମ ଆଣେ।

ହିତୋପଦେଶ 14:10

ଯଦି ଜଣେ ଲୋକ ଦୁଃଖ କରେ, ତା'ର ଅନ୍ତରର ବଦନୋ ଅନ୍ୟ କହେି ଜାଣନ୍ତି ନାହିଁ। ସହେିପରି ଜଣେ ଲୋକ ଆନନ୍ଦ ପାଇଲେ ତା'ର ଆନନ୍ଦ ଅନ୍ୟ କହେି ଅନୁଭବ କରିପା ରେ ନାହିଁ।

ହିତୋପଦେଶ 15:13

ଗୋଟିଏ ଆନନ୍ଦିତ ହୃଦଯ ମୁଖକୁ ପ୍ରଫୁଲ୍ଲ କରେ। କିନ୍ତୁ ହୃଦଯର ଦୁଃଖ ସହିତ, ଆତ୍ମା ଦୁଃଖୀ ହବେ ଏବଂ ଭାଙ୍ଗି ୟାଏ।

ହିତୋପଦେଶ 15:15

ଗୋଟିଏ ମାତ୍ର ଜଣେ ହୃଷ୍ଟଚିତ୍ତ ପାଇଁ ପ୍ରେତ୍ୟକକ ଦିନ ଗୋଟିଏ ଭୋଜି ଅଟେ।

ହିତୋପଦେଶ 15:23

ଉତ୍ତମ ଉତ୍ତର ଦଇେ ଜଣେ ଆନନ୍ଦ ପାଏ, କିନ୍ତୁ କେତେ ଭଲ ୟଥୋଚିତ କଥା ୟଥୋଚିତ ସମୟରେ ଅଟେ।

ହିତୋପଦେଶ 15:30

ଚକ୍ଷୁର ଦୀପ୍ତି ମନକୁ ଆନନ୍ଦିତ କରେ। ଉତ୍ତମ ସମାଚାର ଅସ୍ଥିଗୁଡ଼ିକୁ ପୃଷ୍ଟି ଯୋଗଏ।

ହିତୋପଦେଶ 16:24

ଦୟାପୂର୍ଣ୍ଣ କଥା ମହୁପରି ଅଟେ। ଏହାକୁ ଗ୍ରହଣ କରିବା ସହଜ ଏବଂ ସ୍ବାସ୍ଥ୍ଯ ପାଇଁ ଉତ୍ତମ।

ହିତୋପଦେଶ 17:22

ଆନନ୍ଦିତ ହୃଦଯ ଉତ୍ତମ ଔଷଧ। ମାତ୍ର ଭଗ୍ନ ଆତ୍ମା ଅଗ୍ନି ସବୁକୁ ଶୁଷ୍କ କରେ।

ହିତୋପଦେଶ 18:14

ଯେତବେେଳେ ଜଣେ ମନୁଷ୍ଯ ଅସୁସ୍ଥ ହୁଏ ତା'ର ଆତ୍ମା ତା'ର ଅସୁସ୍ଥତାକୁ ସହିପା ରେ, କିନ୍ତୁ କହେି ହେଲେ ଗୋଟିଏ ରୋଗଗ୍ରସ୍ତ ଆତ୍ମାକୁ ସହିପା ରେ ନାହିଁ।

ହିତୋପଦେଶ 25:11

ଯଥା ସମୟରେ ଉଚିତ୍ କଥା କହିବା ଠିକ୍। ଏକ ସୁବର୍ଣ୍ଣର ସହେି ରୂପାର ରଚାଇ ରଖିବା ପରି।

ହିତୋପଦେଶ 27:9

ତୈଳ ଓ ସୁଗନ୍ଧିତ ଧୂପ ମନକୁ ଆହ୍ଲାଦିତ କରେ। ମନର ମନ୍ତ୍ରଣାରୁ ଜାତ ମନ୍ତ୍ରର ମିଷ୍ଟତା ତଦ୍ରୁପ କରେ।

ଯିଶାଇୟ 50:4

ମାରେପ୍ରଭୁ ସଦାପ୍ରଭୁ ମାେତେ ଶିକ୍ଷା ଦଇେଛନ୍ତି ମୁଁ ଯେପରି କ୍ଲାନ୍ତ ଦୁର୍ବଳମାନଙ୍କୁ ସୁସ୍ଥିର କରିପାରିବି, ସେ ପ୍ରତି ପ୍ରଭାତ ରେ ମାେତେ ଜାଗ୍ରତ କରାନ୍ତି ଓ ବିଦ୍ଯାର୍ଥୀପରି ଶୁଣିବା ପାଇଁ ମାରେ କର୍ଣ୍ଣକୁ ଜାଗ୍ରତ କରାନ୍ତି।

ଯିଖରିୟ 1:13

ମାେ ସହିତ କଥା ହେଉଥିବା ସ୍ବର୍ଗଦୂତକୁ ସଦାପ୍ରଭୁ ଉତ୍ତର ଦେଲେ। ସେ ମଙ୍ଗଳ ଓ ସାନ୍ତ୍ବନାମୂଳକ କଥା କହିଲେ।

ମାର୍କଲିଖିତ ସୁସମାଚାର 14:33

ସେ ପିତର, ଯାକୁବ ଓ ଯୋହନଙ୍କୁ ତାହାଙ୍କ ସହିତ ଆସିବାକୁ କହିଲେ। ତା'ପରେ ଯୀଶୁ ଅତ୍ଯଧିକ ବିଚଳିତ ଓ ଦୁଃଖ ରେ ପୂର୍ଣ୍ଣ ହବୋକୁ ଲାଗିଲେ,

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:4

ପୂର୍ବରୁ ମୁଁ ଯେତବେେଳେ ତୁମ୍ଭକୁ ଲେଖିଥିଲି, ସେତବେେଳେ ମାେ ହୃଦୟ ରେ ଅଧିକ ବଦନୋ ଓ ଦୁଃଖ ଥିଲା। ମୁଁ ଆଖି ରେ ଲୁହ ଗଡ଼ାଇ ଲେଖିଥିଲି। ତୁମ୍ଭମାନଙ୍କୁ ଦୁଃଖ ଦବୋ ମାରେ ଉଦ୍ଦେଶ୍ଯ ନ ଥିଲା। ତୁମ୍ଭମାନଙ୍କ ପାଇଁ ମାରେ ପ୍ ରମରେ ମାତ୍ରା କେତେ ଅଧିକ, ଏହା ଯେପରି ତୁମ୍ଭମାନେେ ଜାଣିପାରିବ ଏଥିପାଇଁ ଏହା ଲେଖିଲି।

Interlinear

Choose Theme