ଅର୍ତ୍ତକ୍ଷସ୍ତ ରାଜାଙ୍କର ଅଧିକାରର ବିଂଶତମ ବର୍ଷ ରେ ନିଶାନ ମାସ ରେ ଏହିପରି ଘଟିଥିଲା। ଯେ ରାଜାଙ୍କ ସମ୍ମୁଖ ରେ ଦ୍ରାକ୍ଷାରସ ଥିବା ବେଳେ ମୁଁ ସହେି ଦ୍ରାକ୍ଷାରସ ନଇେ ରାଜାଙ୍କୁ ଦଲେି। ଏହା ପୂର୍ବରୁ ମୁଁ ତାହାଙ୍କ ସାକ୍ଷାତ ରେ ଦୁଃଖିତ ହାଇେ ନ ଥିଲି।
Cross references
ସେତବେେଳେ ମାେ ହସ୍ତ ରେ ଫାରୋଙ୍କର ପାନପାତ୍ର ଥିବାରୁ ସହେି ପାତ୍ର ରେ ମୁଁ ସହେି ଦ୍ରାକ୍ଷାଫଳ ଘନେି ଚିପୁଡ଼ି ଫାରୋଙ୍କର ହସ୍ତ ରେ ସହେି ପାତ୍ର ହଲିେ।
ଠିକ୍ ସହେିପରି ଯୋଷଫେ ତା'ର ସ୍ବପ୍ନର ଅର୍ଥ ବିଷଯ ରେ ଫାରୋ ମୂଖ୍ଯ ପାନପାତ୍ର ବାହକକୁ ତାହାର ନିଜ ପଦ ରେ ପୁନ୍ନର୍ବାର ନିୟୁକ୍ତ କଲେ। ତହିଁରେ ସେ ଫାରୋଙ୍କର ହସ୍ତ ରେ ପାନପାତ୍ର ଦବୋକୁ ଲାଗିଲେ।
ଏହାପରେ ଅର୍ତ୍ତକ୍ଷସ୍ତର ଶାସନ ସମୟରେ ବିଶ୍ଲମ୍, ମିତ୍ରଦାତ୍, ଟାବଲେ ଓ ତାହାର ଅନ୍ୟ ସାଥିମାନେ ପାରସ୍ଯର ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ। ସହେି ପତ୍ର ଅରାମୀଯ ଅକ୍ଷର ରେ ଲଖାେ ୟାଇ ତାହା ଅରାମୀଯ ଭାଷା ରେ ଅନୁବାଦ କରାୟାଇଥିଲା।
ଏହିସବୁ ଘଟଣାପରେ ପାରସ୍ଯ ରାଜା ଅର୍ତ୍ତକ୍ଷସ୍ତର ଶାସନ ସମୟରେ ସରାଯର ପୁତ୍ର ଏଜ୍ରା ବାବିଲରୁ ୟାତ୍ରା କଲେ। ଉକ୍ତ ସରାଯ ଅସରିଯର ପୁତ୍ର, ଅସରିଯ ହିଲ୍କିଯର ପୁତ୍ର ଥିଲେ।
ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷ ରେ ଇଶ୍ରାୟେଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲବେୀୟମାନଙ୍କର କେତକେ ଜଣ ପୁଣି ଗାଯକମାନେ ଓ ଦ୍ବାରପାଳମାନେ ଓ ନଥୀନୀଯମାନେ ୟିରୁଶାଲମକୁ ଗଲେ।
ଏଗୁଡିକ ନିହିମିଯାଙ୍କର ବାକ୍ଯ ଅଟେ। ନିହିମିଯା ଥିଲେ ହଖଲିଯର ପୁତ୍ର। ବିଂଶତିତମ ବର୍ଷର କିଶ୍ଲେବ୍ ମାସ ରେ ମୁଁ ଶୂଶନର ରାଜଧାନୀ ରେ ଥିଲି।
ହେ ସଦାପ୍ରଭୁ, ବିନଯ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ସମ୍ମାନ କରିବା ରେ ଆନନ୍ଦ କରନ୍ତି, ଏମନ୍ତ ତୁମ୍ଭ ଦାସର ଓ ସମସ୍ତ ଦାସମାନଙ୍କର ପ୍ରାର୍ଥନା ପ୍ରତି ଟିକେ କର୍ଣ୍ଣପାତ କର। ଆଉ ପ୍ରାର୍ଥନା କରୁଅଛି ଆଜି ଆପଣା ଦାସକୁ ସଫଳ କରାଅ। ଏହି ବ୍ଯକ୍ତିର ଦୃଷ୍ଟି ରେ ତାହାକୁ ଦୟାପ୍ରାପ୍ତ ହବୋକୁ ଦିଅ। ଏ ସମୟରେ, ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।
ରାଜା ଅକ୍ଷଶ୍ବରେଶ ଦ୍ବାଦଶ ବର୍ଷର ପ୍ରଥମ ମାସଟି, ଯାହାକି ନୀଷନ ବୋଲି ପରିଚିତ, ସମାନେେ ଆଖିବୁଜି ଦ୍ବାଦଶ ମାସକୁ ମନୋନୀତ କଲେ, ଏହା ଅଦର ୟିହୁଦୀମାନଙ୍କୁ ଧ୍ବଂସ କରିବା ବୋଲି ଜଣାୟାଏ।