ମାତ୍ର ଯେଉଁ ଲୋକ ମାରେ ବାକ୍ଯ ମାନି ଚଳେ। ସେ ନିରାପଦ ରେ ବାସ କରିବ, ତା'ର ଅମଙ୍ଗଳ ହବେ ନାହିଁ।
Cross references
ଆମ୍ଭର ବ୍ଯବସ୍ଥା ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନ ସକଳ ମାନିବ ଓ ପାଳନ କରିବ। ତାହା ହେଲେ ତୁମ୍ଭମାନେେ ଦେଶ ରେ ନିର୍ଭୟ ରେ ବାସ କରିପାରିବ।
ପୁଣି ଭୁମି ରେ ପ୍ରଚୁର ଶସ୍ଯ ଉତ୍ପନ୍ନ ହବେ। ତୁମ୍ଭମାନେେ ତୃପ୍ତି ରେ ଭୋଜନ କରିବ ଓ ଦେଶ ରେ ନିର୍ଭୟ ରେ ବାସ କରିବ।
ଯଦି ସହେି ଲୋକମାନେ ପରମେଶ୍ବରଙ୍କ କଥା ଶୁଣନ୍ତି ଓ ତାଙ୍କୁ ମାନନ୍ତି, ତା' ହେଲେ ପରମେଶ୍ବର ତାଙ୍କୁ ସଫଳ କରାଇବେ ଏବଂ ସମାନେେ ସୁଖ ଶାନ୍ତି ରେ ଜୀବନ କଟାଇବେ।
ୟଦି ଜଣେ ବ୍ଯକ୍ତି ସଦାପ୍ରଭୁଙ୍କ ପଥକୁ ଅନୁସରଣ କରେ, ତା'ପରେ ପରମେଶ୍ବର ତାକୁ ବଞ୍ଚିବା ପାଇଁ ଜୀବନପଥ ଦଖାେନ୍ତି।
ଭଲହୁଅନ୍ତା, ୟଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥାନ୍ତେ ଓ ଇଶ୍ରାୟେଲବାସୀ ଆମ୍ଭେ ଚାହିଁଥିବା ଅନୁସାରେ ରହିଥାନ୍ତେ କି ?
ସେ କୁସମ୍ବାଦ ଶୁଣି ଭୟ କରିବ ନାହିଁ। ସହେି ଲୋକ ସୁସ୍ଥିର ହବେ କାରଣ ସେ ସଦାପ୍ରଭୁଙ୍କୁ ବିଶ୍ବାସ କରେ।
ହେ ମାରେ ପୁତ୍ର, ଜ୍ଞାନକୁ ତୁମ୍ଭ ଦୃଷ୍ଟିରୁ ଦୂର କର ନାହିଁ। ତୁମ୍ଭେ ତତ୍ତ୍ବଜ୍ଞାନ ଓ ପରିଣାମ ଦର୍ଶିତା ରକ୍ଷା କର।
ଏଥିପାଇଁ ହେ ମାରେ ପୁତ୍ରମାନେ, ମାରେ କଥା ଶୁଣ। ଯଦି ତୁମ୍ଭମାନେେ ମାରେ ପଥ ଧରିବ, ତୁମ୍ଭେ ଧନ୍ଯ ହବେ।
କାରଣ ମାେଦ୍ବାରା ତୁମ୍ଭର ଜୀବନ ବୃଦ୍ଧି ପାଇବ। ତୁମ୍ଭେ ଦୀର୍ଘଜୀବି ହବେ।
ସଦାପ୍ରଭୁ ବିଷଯକ ଭୟ ଦୃଢ଼ ଶରଣ ଭୂମି। ଆଉ ତାଙ୍କର ସନ୍ତାନମାନେ ସଠାେ ରେ ଆଶ୍ରଯସ୍ଥାନ ପାଇବେ।
ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭ ଉପ ରେ ନିର୍ଭର କରନ୍ତି ଓ ବିଶ୍ରାମ କରନ୍ତି, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତି ରେ ରଖିବ।
ପୁଣି ସହେି ଧାର୍ମିକତାର କାର୍ୟ୍ଯ ଶାନ୍ତିମଯ ହବେ ଓ ଧାର୍ମିକତାର ଫଳ ଚିରକାଳ ସୁସ୍ଥିରତା ଓ ନିର୍ଭୟତା ହବେ।
ତୁମ୍ଭେ ଯଦି ଆମ୍ଭର ଆଜ୍ଞା ପାଳନ କରିଥାନ୍ତ, ତବେେ ତୁମ୍ଭର ଶାନ୍ତି ନଦୀତୁଲ୍ଯ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ଯ ତୁମ୍ଭ ନିକଟକୁ ଆସିଥାନ୍ତା।