Home Bibles ☰ Books ଲେବୀୟ ପୁସ୍ତକ 25:15 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 25:15 · ଓଡ଼ିଆ ବାଇବେଲ

ତୁମ୍ଭେ ମହୋଲ୍ଲାସ-ଉତ୍ସବ ପରବର୍ଷର ସଂଖ୍ଯା ଅନୁସାରେ ଆପଣା ପ୍ରତିବେଶୀଠାରୁ କିଣିବ ଓ ଫଳ ଉତ୍ପତ୍ତି ବର୍ଷର ସଂଖ୍ଯା ଅନୁସାରେ ସେ ତୁମ୍ଭଠା ରେ ବିକ୍ରଯ କରିବ।

Cross references

ଲେବୀୟ ପୁସ୍ତକ 27:18

ମାତ୍ର ଯଦି ସେ ମହୋଲ୍ଲାସ-ଉତ୍ସବ ପରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତବେେ ଯାଜକ ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ ଅବଶିଷ୍ଟ ବର୍ଷର ସଂଖ୍ଯା ଅନୁସାରେ ତା' ସହିତ ମୂଲ୍ଯର ଗଣନା କରିବ। ପୁଣି ତଦନୁସା ରେ ତା'ର ନିରୂପିତ ମୂଲ୍ଯରୁ ଉଣା କରାୟିବ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:5

ସମସ୍ତେ ଦେଖନ୍ତୁ ଯେ ତୁମ୍ଭେ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଆସୁଛନ୍ତି।

Interlinear

Choose Theme