ତା'ପରେ ଯାଜକ ଦୋଳନୀଯ ନବୈେଦ୍ଯ ତାହାସବୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଟକେିବ, ସହେି ଛାତି ଓ ଗୋଡ ନବୈେଦ୍ଯ ଯାଜକ ପାଇଁ ଏକ ପବିତ୍ର ଉପହାର ଅଟେ। ତା'ପରେ ସହେି ନାସରୀଯ ବ୍ରତ କରିଥିବା ବ୍ଯକ୍ତି ଦ୍ରାକ୍ଷାରସ ପାନ କରିପାରିବ।
Cross references
ଉତ୍ସର୍ଗୀକୃତ ମଷେର ଛାତି ଓ ଗୋଡ଼କୁ ନିଅ ଏବଂ ଏହାକୁ ପବିତ୍ର ରୂପେ ପୃଥକ୍ କର। ଏହି ଅଂଶସବୁ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦିଅ।
ଇଶ୍ରାୟେଲୀୟମାନେ ସର୍ବଦା ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ଏହିସବୁ ଅଂଶ ଦବେେ। ଯେତବେେଳେ ଇଶ୍ରାଯୋଲର ଲୋକମାନେ ସହେିସବୁ ନବୈେଦ୍ଯ ଦବେେ ସହେି ସମୟରେ ହାରୋଣ ଏବଂ ତାଙ୍କର ପୁତ୍ରମାନେ ଏହିସବୁ ଅଂଶ ପାଇବେ। ସମାନେେ ଯାଜକକୁ ଯେତବେେଳେ ଏହିସବୁ ଅଂଶ ଦବେେ, ଏହା ୟାୟକମାନଙ୍କ ଦ୍ବାରା ଗ୍ରହଣ କରାୟିବ।
ତା'ପରେ ଯାଜକ ୟଜ୍ଞବଦେୀ ଉପରେ ସହେି ମଦକେୁ ଦଗ୍ଧ କରିବା ଉଚିତ୍। ମାତ୍ର ବକ୍ଷ ହାରୋଣ ଓ ତା'ର ପୁତ୍ରମାନଙ୍କର ହବେ।
ତୁମ୍ଭମାନେେ ନିଜ ନିଜ ମଙ୍ଗଳାର୍ଥକ ବଳିରୁ ଡାହାଣ ଚଟୁଆ ଯାଜକକୁ ଦବେ।
ମୁଁ (ସଦାପ୍ରଭୁ) ଇଶ୍ରାୟେଲ ସନ୍ତାନଗଣର ମଙ୍ଗଳାର୍ଥକ ନବୈେଦ୍ଯରୁ ବକ୍ଷ ଓ ଚଟୁଆ ନଇେ ଚିରକାଳ ଦଯେ ରୂପେ ସେସବୁ ଯାଜକ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଦଇେଅଛି।
ମାଶାଙ୍କେ ଆଜ୍ଞା ଅନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖ ରେ ବକ୍ଷ ଓ ଡାହାଣ ଚଟୁଆ ଦୋଳନୀଯ ନବୈେଦ୍ଯ ରୂପେ ଦୋଳନ କଲେ।
ଯାହା ସମାନେେ ଦୋଳନୀଯ ନବୈେଦ୍ଯ ସହିତ ଉତ୍ତୋଳନୀଯ ଚଟୁଆ ଓ ଟଙ୍ଗାୟାଇଥିବା ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖ ରେ ଟାଙ୍ଗିବାକୁ ଆଣିବେ, ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହବେ। ଯେପରି ସଦାପ୍ରଭୁ ଆଜ୍ଞା କରିଛନ୍ତି।
ତହିଁରେ ସବୁଦିନ ପାଇଁ ତୁମ୍ଭମାନଙ୍କ ପକ୍ଷ ରେ ଗ୍ରାହ୍ଯ ହବୋ ନିମନ୍ତେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ସହେି ବିଡା ଟକେିବ। ବିଶ୍ରାମ ଦିନ ପରେ ସେ ଏହାକୁ ଝୁଲାଇବା ଉଚିତ୍।
ଆଉ ଯାଜକ ସହେି ସ୍ତ୍ରୀର ହସ୍ତରୁ ସହେି ଈର୍ଷାର ଭକ୍ଷ୍ଯ ନବୈେଦ୍ଯ ନଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ଉଠାଇବ, ଏବଂ ବଦେୀ ଉପରକୁ ଆଣିବ।
ଆଉ ସମାନଙ୍କେର ମାଂସ, ଦୋଳନୀଯ ନବୈେଦ୍ଯାର୍ଥକ ବକ୍ଷ ଓ ଦକ୍ଷିଣ ଚଟୁଆ, ଏ ସମସ୍ତ ତୁମ୍ଭର ହବେ।
କାରଣ ତୁମ୍ଭେ ସଦାପ୍ରଭୁ ମାରେ ଆତ୍ମାକୁ ମୃତ୍ଯୁ ସ୍ଥାନରେ ପରିତ୍ଯାଗ କରିବି ନାହିଁ। ତୁମ୍ଭେ ଆପଣା ପବିତ୍ର ଜନକୁ ପୃଥିବୀରେ କ୍ଷଯ ହବୋକୁ ଦବେ ନାହିଁ।
ତୁମ୍ଭେ ଆପଣା ମାର୍ଗ ରେ ୟାଅ। ଆନନ୍ଦ ରେ ଆପଣା ଆହାର ଭୋଜନ କର ଓ ହୃଷ୍ଟ ଚିତ୍ତ ରେ ଆପଣା ଦ୍ରାକ୍ଷାରସ ପାନ କର। କାରଣ ପରମେଶ୍ବର ତୁମ୍ଭର କାର୍ୟ୍ଯ ଗ୍ରହଣ କରି ସାରିଲଣେି।
ସେତବେେଳେ ସର୍ବଶକ୍ତିମାନ ସଦାପ୍ରଭୁ ପର୍ବତ ଉପ ରେ ତାଙ୍କ ଲୋକମାନଙ୍କ ପାଇଁ ଉତ୍ତମ ଖାଦ୍ୟର ଏକ ଭୋଜି ଦବେେ। ସହେି ଭୋଜି ରେ ଉତ୍ତମ ଖାଦ୍ୟର ବିଭିନ୍ନ ପ୍ରକାର, ପାନୀଯ ଦ୍ରାକ୍ଷାରସ କୋମଳ ସ୍ବାଦୟୁକ୍ତ ମାସଂ ଏବଂ ଅନ୍ଯାନ୍ଯ ସ୍ବତନ୍ତ୍ର ଦ୍ରବ୍ଯ।
ପୁଣି ପରମେଶ୍ବରଙ୍କ ନିସ୍ତାରିତ ଲୋକମାନେ ଫରେି ଆସିବେ। ସମାନେେ ଆନନ୍ଦ ରେ ଗାନ କରି କରି ସିୟୋନ ରେ ଉପସ୍ଥିତ ହବେେ। ଚିରନ୍ତନ ଆନନ୍ଦ ସମାନଙ୍କେର ମସ୍ତକର ଭୂଷଣ ହବେ। ସମାନେେ ସମ୍ପୂର୍ଣ୍ଣ ଆନନ୍ଦ ଓ ଆହ୍ଲାଦ ଲାଭ କରିବେ। ପୁଣି ଶୋକ ଓ ଆର୍ତ୍ତସ୍ବର ଦୂରକୁ ପଳାଇୟିବ।
ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣ ବଂଶ ଦେଖିବେ, ସେ ଦୀର୍ଘାଯୁ ହବେେ ଓ ତାହାଙ୍କ ହସ୍ତ ରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହବେ।
ସର୍ବଶକ୍ତିମାନ୍ ସଦାପ୍ରଭୁ ସମାନଙ୍କେୁ ସୁରକ୍ଷା ଦବେେ। ସମାନେେ ଧ୍ବଂସ ହବେେ, ସମାନେେ ସମାନଙ୍କେର ଶତୃମାନଙ୍କୁ ବାଟୁଳି ଦ୍ବାରା ପରାସ୍ତ କରିବେ। ସମାନେେ ଦ୍ରାକ୍ଷାରସ ପାନ କରିବେ ଓ ଦୁର୍ଦ୍ଦାନ୍ତ ହବେେ, ସମାନେେ ୟଜ୍ଞବଦେୀର କଣ ରେ ଥିବା ପାତ୍ର ଯେପରି ସହେିପରି ପୂର୍ଣ୍ଣ ହବେେ।
ପ୍ରେତ୍ୟକକ ଜିନିଷ ଉତ୍ତମ ଓ ସୁନ୍ଦର ହବେ। ଶସ୍ଯ ଏବଂ ନୂତନ ଦ୍ରାକ୍ଷାରସ ୟୁବକ ୟୁବତୀଙ୍କର ବଳ ବଢାଇବ।
ଇଫ୍ରଯିମର ଲୋକମାନେ ଦ୍ରାକ୍ଷାରସ ପାନ କରିଥିବା ସୈନ୍ଯଟି ପରି ଖୁସି ହବେେ। ସମାନଙ୍କେର ପିଲାମାନେ ଦେଖିବେ ଓ ଆନନ୍ଦ କରିବେ। ସମାନଙ୍କେର ହୃଦଯ ସଦାପ୍ରଭୁଙ୍କଠା ରେ ଉଲ୍ଲସିତ ହବେ।
ମୁଁ ତୁମ୍ଭମାନଙ୍କୁ ଏକଥା କହି ରଖୁଛି: ମାରେ ପରମପିତାଙ୍କ ରାଜ୍ଯ ରେ ଆମ୍ଭେ ସମସ୍ତେ ଏକାଠି ନ ହବୋ ପର୍ୟ୍ଯନ୍ତ ଓ ନୂଆ ଦ୍ରାକ୍ଷାରସର ଅଂଶୀ ହବୋ ପର୍ୟ୍ଯନ୍ତ ମୁଁ ଦ୍ରାକ୍ଷାରସ ପୁଣି ପାନ କରିବି ନାହିଁ। ତା'ପରେ ମୁଁ ତୁମ୍ଭମାନଙ୍କ ସହିତ ଏହାକୁ ପାନ କରିବି।
ମୁଁ ତୁମ୍ଭକୁ ସତ୍ଯ କହୁଛି। ମୁଁ ଯେପର୍ୟ୍ଯନ୍ତ ପରମେଶ୍ବରଙ୍କ ରାଜ୍ଯ ରେ ନୂଆ ଦ୍ରାକ୍ଷାରସ ପାନ ନ କରିଛି, ସହେି ଦିନ ପର୍ୟ୍ଯନ୍ତ ଆଉ ଦ୍ରାକ୍ଷାରସ ପିଇବି ନାହିଁ।
ମ୍ଭେ ମାେତେ ଯେଉଁ କାମ ଦଇେଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାର ରେ ଗୌରବାନ୍ବିତ କରିଛି।
ଯୀଶୁ ତାହା ପାନ କରି କହିଲେ, ସମାପ୍ତ ହେଲା। ତା'ପରେ ସେ ମୁଣ୍ଡ ନୁଆଁଇ ପ୍ରାଣତ୍ଯାଗ କଲେ।
ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ବାସ ବଜାୟ ରଖିଛି।