Home Bibles ଉପଦେଶକ 9:7 · ଓଡ଼ିଆ ବାଇବେଲ
ଉପଦେଶକ 9:7 · ଓଡ଼ିଆ ବାଇବେଲ

ତୁମ୍ଭେ ଆପଣା ମାର୍ଗ ରେ ୟାଅ। ଆନନ୍ଦ ରେ ଆପଣା ଆହାର ଭୋଜନ କର ଓ ହୃଷ୍ଟ ଚିତ୍ତ ରେ ଆପଣା ଦ୍ରାକ୍ଷାରସ ପାନ କର। କାରଣ ପରମେଶ୍ବର ତୁମ୍ଭର କାର୍ୟ୍ଯ ଗ୍ରହଣ କରି ସାରିଲଣେି।

Cross references

ଆଦି ପୁସ୍ତକ 4:4

ଏବଂ ଏବଲ ନିଜର ପ୍ରଥମଜାତ ମଷେ ଆଣିଲେ ଏବଂ ସମାନଙ୍କେର ସର୍ବୋତ୍ତମ ଅଂଶ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ।

ଆଦି ପୁସ୍ତକ 12:19

ତୁମ୍ଭେ କହିଲ ଯେ, ' ସେ ତୁମ୍ଭର ଭଉଣୀ ଥିଲା।' ତୁମ୍ଭେ ଏପରି କାହିଁକି କଲ? ମୁଁ ତାଙ୍କୁ ମାରେ ସ୍ତ୍ରୀ କରି ବିବାହ କରିବାକୁ ଆଣିଲି। କିନ୍ତୁ ମୁଁ ବର୍ତ୍ତମାନ ତାକୁ ଫରୋଇ ଦେଉଛି। ତାଙ୍କୁ ଗ୍ରହଣ କର ଓ ଏଠାରୁ ଫରେିୟାଅ।

ଯାତ୍ରା ପୁସ୍ତକ 24:8

ଏହାପରେ ମାଶାେ ସହେି ରକ୍ତ ଲୋକମାନଙ୍କ ଉପରେ ଛିଞ୍ଚିଲେ ଏବଂ କହିଲେ, ଏହାକୁ ଦେଖ, ଏହା ସଦାପ୍ରଭୁ ଓ ତୁମ୍ଭମାନଙ୍କ ସହିତ ହାଇେଥିବା ନିଯମର ରକ୍ତ।

ଦିତୀୟ ବିବରଣ 12:7

ସହେି ସ୍ଥାନ ରେ ତୁମ୍ଭମାନେେ ଓ ତୁମ୍ଭମାନଙ୍କର ପରିବାର ସଦସ୍ଯଗଣ ସଦାପ୍ରଭୁଙ୍କ ଉପସ୍ଥିତ ରେ ଭୋଜନ କରିବ। ତୁମ୍ଭକୁ ଯାହା ପ୍ରାଲ୍ଗି ହାଇେଛି ସେଥି ରେ ଆନନ୍ଦିତ ହକ୍ସ୍ଟଅ, ଯେ ହତେକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ଆଶୀର୍ବାଦ କରିଛନ୍ତି।

ଦିତୀୟ ବିବରଣ 12:12

ତୁମ୍ଭମାନେେ ଓ ତୁମ୍ଭମାନଙ୍କର ସନ୍ତାନ ସନ୍ତତିଗଣ ତୁମ୍ଭମାନଙ୍କର ଦାସଗଣ, ତୁମ୍ଭମାନଙ୍କର ଦାସୀଗଣ ତୁମ୍ଭମାନଙ୍କର ନଗରଦ୍ବାରବର୍ତ୍ତୀ ଲବେୀୟ ଲୋକର କୌଣସି ଅଂଶ କି ଅଧିକାର ତୁମ୍ଭମାନଙ୍କ ମଧିଅରେ ନ ଥିବା ହତେକ୍ସ୍ଟ ସେ ଏପରି ତୁମ୍ଭେ ସମସ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଆନନ୍ଦ କରିବ।

ଦିତୀୟ ବିବରଣ 16:14

ଉତ୍ସବ ସମୟରେ ତୁମ୍ଭେ ଓ ତକ୍ସ୍ଟମ୍ଭ ପକ୍ସ୍ଟତ୍ର, କନ୍ଯା, ଦାସ, ଦାସୀ ନଗରଦ୍ବାରବର୍ତ୍ତୀ ଲବେୀୟ ଲୋକ ଓ ବିଦେଶୀ ପିତୃହୀନ ଓ ବିଧବା ତୁମ୍ଭେ ସମସ୍ତେ ଆନନ୍ଦ କରିବ।

ରୂତର ବିବରଣ 3:7

ପକ୍ସ୍ଟଣି ଖାଇପିଇ ସାରି ବୋୟଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ ସେ ଅମାର ପାଖ ରେ ଶଯନ କରିବାକୁ ଗଲେ। ତହିଁରେ ଋତ ଧୀ ରେ ଧୀ ରେ ୟାଇ ବୋଯାଜର ପାଦ ପାଖ ସ୍ଥାନ ଅନାବୃତ୍ତ କରି ପଡି ରହିଲା।

ପ୍ରଥମ ରାଜାବଳୀ 8:66

ଅଷ୍ଟମ ଦିନ ରେ ଶଲୋମନ ସେ ଲୋକମାନଙ୍କୁ ବିଦାଯ ଦେଲେ। ସମସ୍ତ ଲୋକେ ରାଜାଙ୍କୁ ଧନ୍ଯବାଦ ଦଇେ ସମାନଙ୍କେର ଘରକୁ ଗଲେ। ସଦାପ୍ରଭୁ ନିଜର ଦାସ ଦାଉଦଙ୍କ ପ୍ରତି ଓ ନିଜର ସନ୍ତାନ ଇଶ୍ରାୟେଲ ପ୍ରତି ଯେଉଁସବୁ ମଙ୍ଗଳବିଧାନ କଲେ, ତାହା ହୃଦଯଙ୍ଗମ କରି ପ୍ରେତ୍ୟକକ ନିଜ ନିଜ ତମ୍ବୁକୁ ପ୍ରତ୍ଯାବର୍ତ୍ତନ କଲେ।

ପ୍ରଥମ ବଂଶାବଳୀ 16:1

ତା'ପରେ ସମାନେେ ନିଯମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତ ରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହାପରେ ସମାନେେ ପରମେଶ୍ବରଙ୍କ ଆଗ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।

ପ୍ରଥମ ବଂଶାବଳୀ 29:21

ପରଦିନ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ବଳିଦାନ କଲେ। ସମାନେେ ସଦାପ୍ରଭୁଙ୍କୁ ହାମବେଳି ଅର୍ପଣ କଲେ। ସମାନେେ 1,000 ବଳଦ, 1,000 ଅଣ୍ଡିରା ମଷେ, 1,000 ମଷେଶାବକ ଓ ପଯେ ନବୈେଦ୍ଯ ଉତ୍ସର୍ଗ କଲେ। ସମାନେେ ଇଶ୍ରାୟେଲର ଲୋକମାନଙ୍କ ନିମନ୍ତେ ଅନକେ ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କଲେ।

ଦିତୀୟ ବଂଶାବଳୀ 30:23

ସବୁ ଲୋକମାନେ ଆଉ ଅଧିକ ସାତଦିନ ରହିବା ନିମନ୍ତେ ସମ୍ମତ ହେଲେ। ସମାନେେ ଆହୁରି ସାତଦିନ ପର୍ୟ୍ଯନ୍ତ ନିସ୍ତାରପର୍ବ ପାଳନ କରି ଅତ୍ଯନ୍ତ ଆନନ୍ଦିତ ହେଲେ।

ନିହିମିୟା 8:10

ଆଉ ସେ ସମାନଙ୍କେୁ କହିଲେ, ଘରକୁ ୟାଅ, ଚିକ୍କଣ ଦ୍ରବ୍ଯ ଭୋଜନ କର, ସୁମିଷ୍ଟ ଦ୍ରବ୍ଯ ପାନ କର ଓ ଯାହା ପାଇଁ ପ୍ରସ୍ତୁତି ହାଇେ ନାହିଁ, ତାହା ପାଇଁ କିଛି ପଠାଅ। କାରଣ ଆଜି ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଅଟେ। ତୁମ୍ଭମାନେେ ଦୁଃଖିତ ହୁଅ ନାହିଁ। ଯେଣୁ ସଦାପ୍ରଭୁଙ୍କ ଆନନ୍ଦ ତୁମ୍ଭମାନଙ୍କର ବଳ ହବେ।

ଉପଦେଶକ 2:24

ଏପରି କହେି ଲୋକ ଅଛି କି ଯେ କହେି ମାଠାରୁେ ସୁଖୀ ହବୋ ପାଇଁ ଅଧିକ ଚେଷ୍ଟା କରିଛି।

ଉପଦେଶକ 3:12

ତେଣୁ ମୁଁ ଅନୁଭବ କଲି ଯେ ବଞ୍ଚିଥିବା ପର୍ୟ୍ଯନ୍ତ ସମାନେେ ଖୁସି ରହିବା ଓ ସମାନେେ ନିଜକୁ ଉପ ଭୋଗ କରିବା ଛଡ଼ା ଅନ୍ୟ କିଛି ଲୋକମାନଙ୍କ ପାଇଁ ଅଧିକ ଉତ୍ତମ ନୁହେଁ।

ଉପଦେଶକ 5:18

ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ଯକ୍ତି ଏହା କରିପାରିବ। ଏହି ପୃଥିବୀ ରେ ତା'ର ଅଳ୍ପ ଜୀବନ କାଳ ମଧିଅରେ ଜଣେ ବ୍ଯକ୍ତି ଯାହା କାର୍ୟ୍ଯ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ବର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦଇେଛନ୍ତି ଏବଂ ତାହାହିଁ ତା'ର ସବୁକିଛି।

ଉପଦେଶକ 8:15

ତେଣୁ ମୁଁ ନିଷ୍ପତ୍ତି କଲି, ଜୀବନକୁ ଉପ ଭୋଗ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ। କାରଣ ଭୋଜନପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ୟ୍ଯତଳେ ମନୁଷ୍ଯ ପ୍ରତି ଆଉ କୌଣସି ଉତ୍ତମ ବିଷଯ ନାହିଁ। କାରଣ ସମାନଙ୍କେ ଜୀବନକାଳ ମଧିଅରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ତାହା ହେଉଛି ଗୋଟିଏ ଜିନିଷ ଯାହାକି ସମାନଙ୍କେୁ ସାହାୟ୍ଯ କରେ।

ଉପଦେଶକ 10:19

ଖୁସି ନିମନ୍ତେ ଖାଦ୍ୟ ପ୍ରସ୍ତୁତ ହୁଏ। ପୁଣି ଦ୍ରାକ୍ଷାରସ ମନ ଆନନ୍ଦିତ କରେ, ଧନ ସବୁ କାର୍ୟ୍ଯ ରେ ଆ ସେ।

ମାର୍କଲିଖିତ ସୁସମାଚାର 7:29

ତା' ପରେ ଯୀଶୁ ସହେି ସ୍ତ୍ରୀଲୋକଟିକୁ କହିଲେ, ଏହା ହିଁ ଉପୟୁକ୍ତ ଉତ୍ତର। ଏବେ ତୁମ୍ଭେ ଘରକୁ ଯାଇ ପାର। ଭୂତ ତୁମ୍ଭର ଝିଅକୁ ଛାଡି ଚାଲି ଗଲାଣି।

ଲୂକଲିଖିତ ସୁସମାଚାର 11:41

ଏଣୁ ତୁମ୍ଭମାନଙ୍କ ଭିତ ରେ ଥିବା ବିଷୟଗୁଡିକ ପ୍ରତି ଦୃଷ୍ଟି ଦିଅ। ଯେଉଁ ଲୋକମାନେ ସାହାୟ୍ଯ ଲୋଡନ୍ତି, ସମାନଙ୍କେୁ ସାହାୟ୍ଯ କର। ତା ହେଲେ ତୁମ୍ଭମାନେେ ସମ୍ପୂର୍ଣ୍ଣରୂପେ ପରିଷ୍କାର ଓ ପବିତ୍ର ହାଇଯେିବ।

ଯୋହନଲିଖିତ ସୁସମାଚାର 4:50

ଯୀଶୁ ଉତ୍ତର ଦେଲେ, ଯାଅ, ତୁମ୍ଭର ପୁଅ ବଞ୍ଚିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:35

କିନ୍ତୁ ପରମେଶ୍ବର ତାହାଙ୍କୁ ଉପାସନା କରୁଥିବା ଓ ଉତ୍ତମ କର୍ମ କରୁଥିବା ଲୋକଙ୍କୁ ଗ୍ରହଣ କରନ୍ତି।

Interlinear

Choose Theme