ପୁଣି ନାସରୀଯ ବ୍ରତ ରେ ଥିବା ସମୟରେ ସହେି ବ୍ଯକ୍ତି ସମାଗମ ତମ୍ବୁର ସମ୍ମୁଖ ରେ ଆପଣା ମସ୍ତକ ଲଣ୍ତା କରିବ ଓ ସେ କେଶ ନଇେ ମଙ୍ଗଳାର୍ଥକ ନବୈେଦ୍ଯକୁ ଦଗ୍ଧ କରୁଥିବା ଅଗ୍ନି ରେ ପକାଇବ।
Cross references
ତାହାର ପ୍ରତିଜ୍ଞା ହତେୁ ପୃଥକ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁରଲାଗିବ ନାହିଁ, ପରମେଶ୍ବରଙ୍କ ଉବ୍ଦେଶ୍ଯ ରେ ପୃଥକ୍ ଥିବା ଦିନ ସମାପ୍ତ ହବୋ ପର୍ୟ୍ଯନ୍ତ ସେ ପବିତ୍ର ରହିବ, ସେ ତା'ର ମସ୍ତକର କେଶ ବୃଦ୍ଧି ପାଇବାକୁ ଦବେ।
ଆଉ ଯଦି ନାସରୀଯ ବ୍ରତ ପାଳନ କରୁଥିବା ବ୍ଯକ୍ତିର ନିକଟରେ ରହୁଥିବା ବ୍ଯକ୍ତି ମ ରେ ଓ ସେ ନିଜର ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ ତବେେ ସେ େଶୗଚ ଦିନ ରେ ଆପଣା ମସ୍ତକ ଲଣ୍ତା କରିବ।
ତୁମ୍ଭମାନଙ୍କ କ୍ଷେତ୍ର ରେ ସହେି ଏକା କଥା ହବେ। ତୁମ୍ଭମାନଙ୍କୁ ଦିଆଯାଇଥିବା କାମତକ କରି ଦବୋ ପରେ ତୁମ୍ଭମାନଙ୍କର କହିବା ଉଚିତ ଯେ, 'ଆମ୍ଭମାନେେ କୌଣସି ବିଶଷେ ଧନ୍ଯବାଦ ପାଇବାକୁ ଯୋଗ୍ଯ ନୋହୁଁ। କାରଣ ଆମ୍ଭେ ଅ ଯୋଗ୍ଯ ଚାକର ଓ ଆମ୍ଭର ଯାହା କରିବା ଉଚିତ, ଆମ୍ଭେ କବଳେ ତାହାହିଁ କରିଛୁ।'
ପାଉଲ ସଠାେରେ ଭାଇମାନଙ୍କ ସହିତ ଅନକେ ଦିନ ରହିଲେ। ତା'ପରେ ସେ ବିଦାୟ ନଇେ ଜଳପଥରେ ସୁରିଆ ଦେଶକୁ ଗଲେ। ତାହାଙ୍କ ସହିତ ପ୍ରୀସ୍କିଲ୍ଲା ଓ ଆକ୍ବିଲା ମଧ୍ଯ ଗଲେ। ପରମେଶ୍ବରଙ୍କ ନିକଟରେ ଏକ ଶପଥ କରିଥିବାରୁ ପାଉଲ କେଙ୍କ୍ ରଯୋ ରେ ଲଣ୍ଡା ହେଲେ।
ମ୍ଭେ ସମାନଙ୍କେୁ ସାଙ୍ଗ ରେ ନଇେ ସମାନଙ୍କେ ସହିତ ଆପଣାକୁ ଶୁଚି କରି ଓ ତୁମ୍ଭେ ସମାନଙ୍କେର ମୁଣ୍ଡ ଲଣ୍ଡା ହବୋପାଇଁ ଖର୍ଚ୍ଚ ଦିଅ। ଏହା ଦ୍ବାରା ସମସ୍ତେ ଭାବିବେ ଯେ, ସମାନେେ ତୁମ୍ଭ ବିଷୟ ରେ ଯାହା ସବୁ ଶୁଣିଛନ୍ତି ତାହା ମିଥ୍ଯା। ସମାନେେ ଦେଖିବେ ଯେ, ତୁମ୍ଭେ ନିଜ ଜୀବନ ରେ ମାଶାଙ୍କେ ବ୍ଯବସ୍ଥା ମାନି ଚ଼ଳୁଛ।
ତେଣୁ ପାଉଲ ତହିଁ ଆରଦିନ ସହେି ଚ଼ାରିଜଣ ଲୋକଙ୍କୁ ସାଙ୍ଗ ରେ ନଇେ ଆପଣାକୁ ଶୁଚ଼ି କଲେ। ତା'ପରେ ସେ ମନ୍ଦିରକୁ ଯାଇ କେଉଁ ଦିନ କ୍ରିଯା ସମାରୋହର ଦିନ ପୁରି ୟିବ ଓ ସମାନଙ୍କେ ମଧ୍ଯରୁ ପ୍ରେତ୍ୟକକଙ୍କ ପାଇଁ ଦାନ ଦିଆୟିବ, ସହେି ବିଷୟ ରେ ଘୋଷଣା କଲେ।
ପରମେଶ୍ବରଙ୍କ ଆଶ୍ଚର୍ୟ୍ଯଜନକ ଅନୁଗ୍ରହ ସକାେଶ ତାହାଙ୍କର ପ୍ରଶଂସା ହୁଏ। ଯାହାଙ୍କୁ ପରମେଶ୍ବର ପ୍ ରମେ କରନ୍ତି, ସହେି ଖ୍ରୀଷ୍ଟଙ୍କ ଦ୍ବାରା ସେ ଆମ୍ଭକୁ ସହେି ଅନୁଗ୍ରହ ମୁକ୍ତ ଭାବରେ ଦଇେଥାନ୍ତି।