Home Bibles ଗଣନା ପୁସ୍ତକ 6:17 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 6:17 · ଓଡ଼ିଆ ବାଇବେଲ

ଏହାପରେ ସେ ତାଡିଶୂନ୍ଯ ରୋଟୀର ଡାଲା ଏବଂ ମଷେକୁ ମଙ୍ଗଳାର୍ଥକ ନବୈେଦ୍ଯ ରୂପେ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍। ଯାଜକ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍।

Cross references

ଯାତ୍ରା ପୁସ୍ତକ 29:3

ଏହି ପିଠା ଓ ରୋଟୀତକ ଡାଲା ରେ ରଖ। ଏହାପରେ ସହେି ଡାଲା ସହିତ ଏକ ଗୋବତ୍ସ ଓ ଦୁଇଟି ଅଣ୍ଡିରା ମଷେ ସମାଗମ ତମ୍ବୁ ନିକଟକୁ ଆଣ।

Interlinear

Choose Theme