Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 21:26 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 21:26 · ଓଡ଼ିଆ ବାଇବେଲ

ତେଣୁ ପାଉଲ ତହିଁ ଆରଦିନ ସହେି ଚ଼ାରିଜଣ ଲୋକଙ୍କୁ ସାଙ୍ଗ ରେ ନଇେ ଆପଣାକୁ ଶୁଚ଼ି କଲେ। ତା'ପରେ ସେ ମନ୍ଦିରକୁ ଯାଇ କେଉଁ ଦିନ କ୍ରିଯା ସମାରୋହର ଦିନ ପୁରି ୟିବ ଓ ସମାନଙ୍କେ ମଧ୍ଯରୁ ପ୍ରେତ୍ୟକକଙ୍କ ପାଇଁ ଦାନ ଦିଆୟିବ, ସହେି ବିଷୟ ରେ ଘୋଷଣା କଲେ।

Cross references

ଗଣନା ପୁସ୍ତକ 6:13

ସହେି ମନୁଷ୍ଯ ଆଉ ପୃଥକ ରହିବା ଦିନ ସମ୍ପୂର୍ଣ ହେଲେ ନାସରୀଯ ପ୍ରତିଜ୍ଞା ବ୍ଯବସ୍ଥା ଅନୁସାରେ ବ୍ରତକାରୀ ସମାଗମ ତମ୍ବୁ ଦ୍ବାର ନିକଟକୁ ଆସିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:24

ମ୍ଭେ ସମାନଙ୍କେୁ ସାଙ୍ଗ ରେ ନଇେ ସମାନଙ୍କେ ସହିତ ଆପଣାକୁ ଶୁଚି କରି ଓ ତୁମ୍ଭେ ସମାନଙ୍କେର ମୁଣ୍ଡ ଲଣ୍ଡା ହବୋପାଇଁ ଖର୍ଚ୍ଚ ଦିଅ। ଏହା ଦ୍ବାରା ସମସ୍ତେ ଭାବିବେ ଯେ, ସମାନେେ ତୁମ୍ଭ ବିଷୟ ରେ ଯାହା ସବୁ ଶୁଣିଛନ୍ତି ତାହା ମିଥ୍ଯା। ସମାନେେ ଦେଖିବେ ଯେ, ତୁମ୍ଭେ ନିଜ ଜୀବନ ରେ ମାଶାଙ୍କେ ବ୍ଯବସ୍ଥା ମାନି ଚ଼ଳୁଛ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:18

ମୁଁ ମନ୍ଦିର ରେ ନିଜକୁ ଶୁଚ଼ି କରିବାକୁ ଯାଇଥିଲି। ଶୁଚ଼ିକରଣ ଉତ୍ସବ ସରିଗଲାପରେ କେତକେ ଯିହୂଦୀମାନେ ସଠାେରେ ମାେତେ ଦେଖିଲେ। ମୁଁ ସଠାେରେ କୌଣସି ଗଣ୍ଡଗୋଳ ସୃଷ୍ଟି କରିନାହିଁ କି ମାେ ସହିତ କୌଣସି ଲୋକ ମଧ୍ଯ ନଥିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:20

ଯିହୂଦୀ ଲୋକମାନଙ୍କୁ ଲାଭ କରିବା ଲାଗି ମୁଁ ୟିହୁଦୀ ଲୋକମାନଙ୍କ ଭଳି ହଲିେ। ମୁଁ ନିଜେ ବ୍ଯବସ୍ଥାର ଅଧୀନ ନ ହେଲେ ମଧ୍ଯ ଯେପରି ବ୍ଯବସ୍ଥାଧିନ ଲୋକଙ୍କୁ ଉଦ୍ଧାର କରିବି, ତେଣୁ ମୁଁ ସମାନଙ୍କେ ନିକଟରେ ବ୍ଯବସ୍ଥାଧିନ ଲୋକଙ୍କ ଭଳି ହଲିେ।

Interlinear

Choose Theme