Home Bibles ଗଣନା ପୁସ୍ତକ 34:7 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 34:7 · ଓଡ଼ିଆ ବାଇବେଲ

ଆଉ ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହବେ। ଏହା ଭୂମଧ୍ଯସାଗରଠାରୁ ହାରେ ପର୍ବତ ପର୍ୟ୍ଯନ୍ତ ବିସ୍ତୃତ ହବେ।

Cross references

ଗଣନା ପୁସ୍ତକ 33:37

ପୁଣି ସମାନେେ କାଦେଶରୁ ୟାଇ ଇଦୋମ ଦେଶ ସୀମା ରେ ଅବସ୍ଥିତ ହାରେ ପର୍ବତ ରେ ଛାଉଣୀ ସ୍ଥାପନ କଲେ।

ଗଣନା ପୁସ୍ତକ 34:3

ତୁମ୍ଭମାନଙ୍କର ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସୀନ ପ୍ରାନ୍ତର ପର୍ୟ୍ଯନ୍ତ ହବେ। ମୃତ ସମୁଦ୍ର ଦକ୍ଷିଣ ମୁଣ୍ତରୁ ପୂର୍ବଦିଗକୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହବେ।

ଗଣନା ପୁସ୍ତକ 34:6

ଭୂମଧ୍ଯସାଗର ପଶ୍ଚିମ ସୀମା ହବେ। ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହବେ।

ଗଣନା ପୁସ୍ତକ 34:9

ତୁମ୍ଭର ଉତ୍ତର ସୀମା ସିଫ୍ରୋଣ ପର୍ୟ୍ଯନ୍ତ ବିସ୍ତୃତ ହାଇେ ହତସର-ଐନନ ରେ ଶଷେ ହବେ।

ଯିହିଜିକଲ 47:15

ପୁଣି ଦେଶର ସୀମା ଏହି ହବେ। ଉତ୍ତର ଦିଗ ରେ ହିତଲୋନ ପଥ ନିକଟସ୍ଥ ମହାସମୁଦ୍ର ଠାରୁ ସଦାଦର ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ।

Interlinear

Choose Theme