ଗଣନା ପୁସ୍ତକ 34:9 · ଓଡ଼ିଆ ବାଇବେଲ
ତୁମ୍ଭର ଉତ୍ତର ସୀମା ସିଫ୍ରୋଣ ପର୍ୟ୍ଯନ୍ତ ବିସ୍ତୃତ ହାଇେ ହତସର-ଐନନ ରେ ଶଷେ ହବେ।
Cross references
ଯିହିଜିକଲ 47:17
ପୁଣି ସମୁଦ୍ରଠାରୁ ସୀମା ଦମ୍ମେଶକ ସୀମା ନିକଟସ୍ଥ ହତସର ଐନନ ହବେ, ଆଉ ଉତ୍ତର ଦିଗ ରେ ଉତ୍ତର ରେ ହମାତର ସୀମା। ଏହା ଉତ୍ତର ସୀମା।