Home Bibles ଗଣନା ପୁସ୍ତକ 33:46 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 33:46 · ଓଡ଼ିଆ ବାଇବେଲ

ପୁଣି ସମାନେେ ଦୀବୋନ୍ଗାଦରୁ ୟାତ୍ରା କରି ଅଲ୍ମାନେ-ଦିବ୍ଲାଥୟିମ ରେ ଛାଉଣୀ ସ୍ଥାପନ କଲେ।

Cross references

ଗଣନା ପୁସ୍ତକ 32:34

ଗାଦର ଲୋକମାନେ ଦୀବୋନ୍, ଅଟାରୋତ୍ ଓ ଅରୋଯରକେୁ ପୁନଃନିର୍ମାଣ କଲେ।

ଯିଶାଇୟ 15:2

ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ୟାଇଛନ୍ତି। ମାୟୋବର ଲୋକମାନେ ନବେୋ ଓ ମଦବୋ ପାଇଁ କାନ୍ଦୁଛନ୍ତି। ସମାନଙ୍କେର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା, କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।

ଯିରିମିୟ 48:18

ହେ ଦୀବୋନ ନିବାସୀଗଣ, ତୁମ୍ଭମାନେେ ନିଶ୍ଚିତ ରେ ତୁମ୍ଭମାନଙ୍କ ଶାେଭାରୁ ଓହ୍ଲାଇ ଅସି ଧୂଳି ରେ ବସ। କାରଣ ମାଯାେବର ବିନାଶକ ତୁମ୍ଭ ବିରୁଦ୍ଧ ରେ ଉଠିଅଛି। ସେ ତୁମ୍ଭର ଦୃଢ଼ ନଗରଗୁଡ଼ିକୁ ବିନଷ୍ଟ କରିଅଛି।

ଯିରିମିୟ 48:22

ଦୀବୋନ, ନବୋ ଓ ବୈଥ-ଦିବ୍ଲାଥୟିମ,

ଯିହିଜିକଲ 6:14

ପୁଣି ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ ଆପଣା ହସ୍ତ ବିସ୍ତାର କରି ଦିବଲା ପ୍ରାନ୍ତର ପର୍ୟ୍ଯନ୍ତ ସମାନଙ୍କେର ସମଗ୍ର ବସତି ସ୍ଥାନକୁ ଧ୍ବଂସ ଓ ଶୂନ୍ଯ କରିବୁ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସମାନେେ ଜାଣିବେ।

Interlinear

Choose Theme