ଗଣନା ପୁସ୍ତକ 33:45 · ଓଡ଼ିଆ ବାଇବେଲ
ତା'ପରେ ସମାନେେ ଇଯୀ-ଅବାରୀମରୁ ୟାତ୍ରା କରି ଦୀବୋନ୍-ଗାଦ ରେ ଛାଉଣୀ ପକାଇଲେ।
Cross references
ଗଣନା ପୁସ୍ତକ 21:18
ରାଜାମାନେ ଓ ଅଧିପତିମାନେ ସହେି କୂପ ଖୋଳିଛନ୍ତି। କୁଳୀନମାନେ ଓ ରାଜାମାନେ ସମାନଙ୍କେର ଆଶାବାଡି ରେ ଓ ରାଜଦଣ୍ତ ରେ ତାହା ଖାେଳିଛନ୍ତି।
ଗଣନା ପୁସ୍ତକ 32:34
ଗାଦର ଲୋକମାନେ ଦୀବୋନ୍, ଅଟାରୋତ୍ ଓ ଅରୋଯରକେୁ ପୁନଃନିର୍ମାଣ କଲେ।