Home Bibles ଗଣନା ପୁସ୍ତକ 32:15 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 32:15 · ଓଡ଼ିଆ ବାଇବେଲ

ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କୁ ଅନୁସରଣ ନକର, ସେ ଇଶ୍ରାୟେଲକୁ ମରୁଭୂମିରେ ଛାଡି ଦବେେ। ଏହିପରି ତୁମ୍ଭେ ସମସ୍ତଙ୍କୁ ବିନଷ୍ଟ କରିବ।

Cross references

ଲେବୀୟ ପୁସ୍ତକ 26:14

ତୁମ୍ଭମାନେେ ଯଦି ଆମ୍ଭର ବାକ୍ଯ ରେ ମନୋୟୋଗ ନ କରିବ ଓ ଆମ୍ଭର ସକଳ ଆଜ୍ଞା ପାଳନ ନ କରିବ ତବେେ ଏହି ସବୁ ଅଘଟଣମାନ ଘଟିବ।

ଗଣନା ପୁସ୍ତକ 14:30

ତୁମ୍ଭମାନଙ୍କ ମଧ୍ଯରୁ କହେି, ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କୁ ଦବୋକୁ ପ୍ରତିଜ୍ଞା କରିଥିଲୁ, ସଠାେରେ ପ୍ରବେଶ କରିପାରିବ ନାହିଁ। କବଳେ ୟିଫୁନ୍ନିର ପୁତ୍ର କାଲବେ ଓ ନୂନର ପୁତ୍ର ୟିହୋଶୂଯ ସେ ଦେଶ ରେ ପ୍ରବେଶ କରିବେ।

ଦିତୀୟ ବିବରଣ 28:15

କିନ୍ତୁ ତୁମ୍ଭମାନେେ ଯଦି ସଦାପ୍ରଭୁ ଆପଣା ପରମେଶ୍ବରଙ୍କର ବାକ୍ଯ ନଶକ୍ସ୍ଟଣ, ଯତ୍ନଶୀଳ ନହକ୍ସ୍ଟଅ ଏବଂ ଯଦି ତୁମ୍ଭେ ତାଙ୍କର ବିଧି ଓ ନିଯମ ପାଳନ ନକର, ଯାହା ମୁ ତୁମ୍ଭମାନଙ୍କୁ ଦେଉଛି। ତବେେ ଏହି ଅଭିଶାପଗକ୍ସ୍ଟଡିକ ତୁମ୍ଭମାନଙ୍କ ଉପରେ ବର୍ତ୍ତିବ।

ଦିତୀୟ ବିବରଣ 30:17

ଯଦି ତୁମ୍ଭମାନଙ୍କର ହୃଦଯ ତାଙ୍କଠାରକ୍ସ୍ଟ ବିମକ୍ସ୍ଟଖ ହକ୍ସ୍ଟଏ ଓ ତାଙ୍କ କଥା ଶକ୍ସ୍ଟଣିବ ନାହିଁ, ମାତ୍ର ବିପଥଗାମୀ ହାଇେ ଅନ୍ୟ ଦବେତାଗଣର ସବୋ ଏ ପୂଜା କର।

ଯିହୋଶୂୟ 22:15

ଏହିପରି ଭାବରେ ଗିଲିଯଦକକ୍ସ୍ଟ ଗଲେ। ଏହି ଏଗାରଜଣ ଲୋକ ରକ୍ସ୍ଟବନ୍େ, ଗାଦ ଓ ମନଃଶିର ଅର୍ଦ୍ଧବଂଶଙ୍କ ସହିତ କଥାବାର୍ତ୍ତା କରିବାକୁ ଗଲେ। ଏହି ଏଗାର ଜଣ ଲୋକ ସମାନଙ୍କେୁ କହିଲେ।

ଯିହୋଶୂୟ 22:16

ଇଶ୍ରାୟେଲ ବଂଶଗଣ ତୁମ୍ଭମାନଙ୍କୁ ପଗ୍ଭରକ୍ସ୍ଟଅଛି, କାହିଁକି ତୁମ୍ଭମାନେେ ଇଶ୍ରାୟେଲର ସଦାପ୍ରଭୁ ବିରକ୍ସ୍ଟଦ୍ଧ ରେ ଏପରି କାର୍ୟ୍ଯ କଲ? ତୁମ୍ଭମାନେେ କାହିଁକି ସଦାପ୍ରଭୁଙ୍କର ବିରକ୍ସ୍ଟଦ୍ଧାଚରଣ କଲ? କାହିଁକି ତୁମ୍ଭମାନଙ୍କେ ପାଇଁ ଏକ ୟଜ୍ଞବଦେୀ ନିର୍ମାଣ କଲ? ଏହା କଣ ସଦାପ୍ରଭୁଙ୍କ ନୀତି ବାହା ରେ ନକ୍ସ୍ଟ ହେଁ! ଏହା ତୁମ୍ଭମାନେେ ଠିକ୍ ରୂପେ ଜାଣ।

ଯିହୋଶୂୟ 22:18

ବର୍ତ୍ତମାନ ତୁମ୍ଭମାନେେ ଠିକ୍ ସହେି ପାପ କରୁଛ! ତୁମ୍ଭମାନେେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧାଚରଣ କଲ। ତୁମ୍ଭମାନେେ ତାଙ୍କ ବିରକ୍ସ୍ଟଦ୍ଧ ରେ ବିଦ୍ରୋହ କଲ। ତୁମ୍ଭମାନେେ ଏପରି ବ୍ଯବହାର କାହିଁକି ଦଖାେଉଛ? ଏଥିପାଇଁ ସଦାପ୍ରଭୁ ସମଗ୍ର ଇଶ୍ରାୟେଲ ସନ୍ତାନଗଣଙ୍କ ଉପରେ କ୍ରୋଧିତ ହବେେ।

ଦିତୀୟ ବଂଶାବଳୀ 7:19

କିନ୍ତୁ ଯଦି ତୁମ୍ଭେ ଆମ୍ଭେ ଦଇେଥିବା ଆଦେଶ ଓ ବ୍ଯବସ୍ଥାକୁ ବାଧ୍ଯ ହବେ ନାହିଁ, ଏବଂ ଯଦି ତୁମ୍ଭେ ଅନ୍ୟ ଦବେତାମାନଙ୍କର ସବୋ ଓ ଉପାସନା କରିବ,

ଦିତୀୟ ବଂଶାବଳୀ 15:2

ଅସରିଯ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିଯ କହିଲେ, ଆସା ଓ ଯିହୁଦା ଏବଂ ବିନ୍ଯାମୀନର ଲୋକ ସମସ୍ତେ, ତୁମ୍ଭମାନେେ ମାେ କଥା ଶୁଣ। ତୁମ୍ଭମାନେେ ଯେତବେେଳେ ପରମେଶ୍ବରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତ ରେ ଥିଲେ। ତୁମ୍ଭମାନେେ ଯଦି ସଦାପ୍ରଭୁଙ୍କୁ ଖାଜେିବ, ତବେେ ତୁମ୍ଭମାନେେ ତାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭମାନେେ ତାଙ୍କୁ ପରିତ୍ଯାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ଯାଗ କରିବେ।

ଯିରିମିୟ 38:23

ପୁଣି ଲୋକମାନେ ତୁମ୍ଭ ସ୍ତ୍ରୀ ଓ ସନ୍ତାନମାନଙ୍କୁ ଆଣି କଲଦୀଯମାନଙ୍କୁ ଦବେେ। ଆଉ ତୁମ୍ଭେ ମଧ୍ଯ ସମାନଙ୍କେ ହସ୍ତରୁ ରକ୍ଷା ପାଇବ ନାହିଁ। ବାବିଲ ରାଜାର ହସ୍ତ ରେ ଧରାୟିବ। ଆଉ ସମାନେେ ଏହି ନଗରକୁ ଅଗ୍ନି ରେ ଦଗ୍ଧ କରିବେ।

ମାଥିଉଲିଖିତ ସୁସମାଚାର 18:7

ଏହି ପୃଥିବୀ ରେ ପାପ କରୁଥିବା ଲୋକମାନଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରୁଛି। ଏସବୁ ଘଟଣା ନିଶ୍ଚୟ ଘଟିବ। କିନ୍ତୁ ଯେଉଁ ଲୋକ ଏସବୁ ଘଟଣା ଘଟିବାର କାରଣ ହୁଏ, ତାହା ପାଇଁ ଏହା ବହୁତ ଖରାପ ହବେ।

ରୋମୀୟଙ୍କ ପ୍ରତି ପତ୍ର 14:15

ତାହାକୁ ସେ ଗ୍ରହଣ କରିବାଅନୁଚିତ। ତୁମ୍ଭ ଖାଦ୍ୟ ଦ୍ବାରା ତୁମ୍ଭେ ଯଦି ତୁମ୍ଭର ଭାଇ ବିଶ୍ବାସକୁ ଆଘାତ ଦେଉଛ, ତା ହେଲେ ତୁମ୍ଭେ ପ୍ରକୃତ ରେ ପ୍ ରମେ ଦ୍ବାରା ପରିଚ୍ଭାଳିତ ବ୍ଯକ୍ତି ଭଳି ବ୍ଯବହାର କରୁ ନାହିଁ। ସେ ମନ୍ଦ ଭାବୁଥିବା କୌଣସି ଖାଦ୍ୟ ଗ୍ରହଣ କରି ତୁମ୍ଭେ ତା'ର ବିଶ୍ବାସକୁ ନଷ୍ଟ କର ନାହିଁ। ଖ୍ରୀଷ୍ଟ ସେ ଲୋକ ଲାଗି ମଧ୍ଯ ପ୍ରାଣ ତ୍ଯାଗ କରିଥିଲେ।

ରୋମୀୟଙ୍କ ପ୍ରତି ପତ୍ର 14:20

ଖାଦ୍ୟ ଯେପରି ପରମେଶ୍ବରଙ୍କ କାମକୁ ନଷ୍ଟ ନ କରେ। ସମସ୍ତ ପ୍ରକାରର ଖାଦ୍ୟ ଖାଇବା ପାଇଁ ଯୋଗ୍ଯ। କିନ୍ତୁ ଏପରି ଖାଦ୍ୟ ଖାଇବା ଭୁଲ୍ , ଯଦି ତାହା ଅନ୍ୟ ଜଣକୁ ପାପରେ ପଡିୟିବାର କାରଣ ହାଇେଥାଏ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8:11

ଅତଏବ ସହେି ଦୁର୍ବଳ ବିଶ୍ବାସୀ ଯାହା ନିମନ୍ତେ ଯୀଶୁଖ୍ରୀଷ୍ଟ ପ୍ରାଣ ତ୍ଯାଗ କରିଛନ୍ତି, ତାହାର ଆତ୍ମିକ ପତନ ପାଇଁ ତୁମ୍ଭେ ଦାଯୀ ହବେ।

Interlinear

Choose Theme