କିନ୍ତୁ ଯଦି ତୁମ୍ଭେ ଆମ୍ଭେ ଦଇେଥିବା ଆଦେଶ ଓ ବ୍ଯବସ୍ଥାକୁ ବାଧ୍ଯ ହବେ ନାହିଁ, ଏବଂ ଯଦି ତୁମ୍ଭେ ଅନ୍ୟ ଦବେତାମାନଙ୍କର ସବୋ ଓ ଉପାସନା କରିବ,
Cross references
କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା'ର ସବୋ କରିବ ନାହିଁ। କାହିଁକି? କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ। ମୁଁ ଇର୍ଷାପରାଯଣ ପରମେଶ୍ବର। ଯେଉଁମାନେ ମାେତେ ଘୃଣା କରନ୍ତି ସମାନେେ ମାରେ ଶତୃ ରେ ଗଣାୟାନ୍ତି ଏବଂ ମୁଁ ସମାନଙ୍କେୁ ସମାନଙ୍କେର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଶାସ୍ତି ବିଧାନ କରିବି।
ତୁମ୍ଭମାନେେ ଯଦି ଆମ୍ଭର ବାକ୍ଯ ରେ ମନୋୟୋଗ ନ କରିବ ଓ ଆମ୍ଭର ସକଳ ଆଜ୍ଞା ପାଳନ ନ କରିବ ତବେେ ଏହି ସବୁ ଅଘଟଣମାନ ଘଟିବ।
ଆଉ ଆମ୍ଭେ ନାନାଦେଶୀଯ ଲୋକମାନଙ୍କ ମଧିଅରେ ତୁମ୍ଭମାନଙ୍କୁ ଚ୍ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ ଉତ୍ତୋଳନ କରିବା। ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ଯସ୍ଥାନ ହବେ ଓ ତୁମ୍ଭମାନଙ୍କ ନଗର ସକଳ ମରୁଭୂମି ହବେ।
ତୁମ୍ଭମାନେେ ଆପଣା ବିଷଯ ରେ ସାବଧାନ ହକ୍ସ୍ଟଅ। ନଚେତ୍ ତୁମ୍ଭମାନଙ୍କ ସହିତ ସ୍ଥୀରକୃତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ନିଯମ ତୁମ୍ଭମାନେେ ପାଶୋରି ୟିବ ନାହିଁ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିଷିଦ୍ଧ କୌଣସି ବସ୍ତକ୍ସ୍ଟର ପ୍ରତିମୂର୍ତ୍ତି ବିଶିଷ୍ଟ ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ।
କିନ୍ତୁ ତୁମ୍ଭମାନେେ ଯଦି ସଦାପ୍ରଭୁ ଆପଣା ପରମେଶ୍ବରଙ୍କର ବାକ୍ଯ ନଶକ୍ସ୍ଟଣ, ଯତ୍ନଶୀଳ ନହକ୍ସ୍ଟଅ ଏବଂ ଯଦି ତୁମ୍ଭେ ତାଙ୍କର ବିଧି ଓ ନିଯମ ପାଳନ ନକର, ଯାହା ମୁ ତୁମ୍ଭମାନଙ୍କୁ ଦେଉଛି। ତବେେ ଏହି ଅଭିଶାପଗକ୍ସ୍ଟଡିକ ତୁମ୍ଭମାନଙ୍କ ଉପରେ ବର୍ତ୍ତିବ।
ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭେ ଯାହାକକ୍ସ୍ଟ ଆପଣା ଉପରେ ନିୟକ୍ସ୍ଟକ୍ତ କଲ ତୁମ୍ଭର ସହେି ରାଜାକକ୍ସ୍ଟ ତୁମ୍ଭର ଓ ତକ୍ସ୍ଟମ୍ଭ ପୂର୍ବପୁରୁଷ ଅଜ୍ଞାତ ଏକ ଗୋଷ୍ଠୀଯ ଲୋକଙ୍କ ନିକଟକକ୍ସ୍ଟ ନିର୍ବାସିତ କରିବେ। ଏବଂ ସଠାେରେ ତୁମ୍ଭମାନେେ କାଠ ପଥର ଦବେତାମାନଙ୍କର ସବୋ କରିବ।
ଏପରି ମଧ୍ଯ ବହକ୍ସ୍ଟତ ଲୋକ ଆମ୍ଭ ସହିତ ବାସ କରୁଛନ୍ତି। ସମାନେେ ଇଶ୍ରାୟେଲୀୟ ନକ୍ସ୍ଟହଁନ୍ତି। ସମାନେେ, ସମାନଙ୍କେର ନିଜର ପ୍ରଭକ୍ସ୍ଟଙ୍କକ୍ସ୍ଟ ମାନକ୍ସ୍ଟଛନ୍ତି। ସମାନଙ୍କେ ସହିତ ବନ୍ଧକ୍ସ୍ଟତା ରଖ ନାହିଁ। ସମାନଙ୍କେ ପ୍ରଭକ୍ସ୍ଟଙ୍କର ପୂଜା କର ନାହିଁ। କି ସମାନଙ୍କେର ସବୋ କର ନାହିଁ।
ସଦାପ୍ରଭୁ ପରମେଶ୍ବର ଯେଉଁ ସବୁ ପ୍ରତିଜ୍ଞା ଆମ୍ଭ ସହିତ କରିଥିଲେ, ତାହା ସବୁ ଏବେ ସଫଳ ହେଉଛି। କିନ୍ତୁ ଠିକ୍ ଏକାପରି ସଦାପ୍ରଭୁ ଅନ୍ୟ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ସତ୍ଯ ହବୋକକ୍ସ୍ଟ ଯାଉଛି। ସେ ପ୍ରତିଜ୍ଞା କରିଛନ୍ତି ଯଦି ତୁମ୍ଭେ ଭକ୍ସ୍ଟଲକର, ତବେେ ତକ୍ସ୍ଟମ୍ଭପ୍ରତି ସବୁ ମନ୍ଦଫଳ ଘଟିବ। ସେ ଦଇେଥିବା ଉତ୍ତମ ଦେଶରକ୍ସ୍ଟ ତୁମ୍ଭକୁ ଦୂରକକ୍ସ୍ଟ ନଇେଯିବେ।
କିନ୍ତୁ ଯଦି ତୁମ୍ଭମାନେେ କ୍ରମାଗତ କକ୍ସ୍ଟକର୍ମ କରିବା ରେ ଆଗ୍ରହ ପ୍ରକାଶ କର, ତବେେ ତୁମ୍ଭମାନେେ ଓ ତୁମ୍ଭମାନଙ୍କ ରାଜା ଧ୍ବଂସ ହବେ।
ମାତ୍ର ତୁମ୍ଭେ କିମ୍ବା ତୁମ୍ଭର ସନ୍ତାନମାନେ ଯଦି ଆମ୍ଭକୁ ଅନୁସରଣ କରିବା ରେ ବିଫଳ ହୁଅନ୍ତି ଓ ଆମ୍ଭର ନିର୍ଦ୍ଦେଶ ଓ ନିଯମ ମାନିବାକୁ ଯତ୍ନ ନକରନ୍ତି, ଯଦି ତୁମ୍ଭମାନେେ ଅନ୍ୟ ଦବେତାମାନଙ୍କର କି ପ୍ରତିମାର ସବୋକର ଓ ପ୍ରଣାମ କର, ତବେେ ଆମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ ଭୂମିରୁ ବିତାଡିତ କରିବା,
ଶଲୋମନ ଯେତବେେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦବେତାଗଣଙ୍କୁ ଅନୁସରଣ କରିବା ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣ ରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ।
ଏବଂ ତୁମ୍ଭେ ମାରେ ପୁତ୍ର ଶଲୋମନ, ତୁମ୍ଭ ପିତାର ପରମେଶ୍ବରଙ୍କୁ ଜାଣିଅଛ। ଶୁଦ୍ଧ ହୃଦଯ ରେ ପରମେଶ୍ବରଙ୍କର ସବୋ କର। ପରମେଶ୍ବରଙ୍କ ସବୋ କରିବା ନିମନ୍ତେ ହୃଦଯ ରେ ଆନନ୍ଦିତ ହୁଅ। କାହିଁକି ? କାରଣ ପ୍ରତିଟି ବ୍ଯକ୍ତିର ହୃଦଯ ରେ କ'ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦଯର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାୟ୍ଯ ମାଗବା ନିମନ୍ତେ ୟିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫରେି ଦୂରକୁ ଚାଲିୟିବ, ତବେେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ଯାଗ କରିବେ।
ଆମ୍ଭେ ଇଶ୍ରାୟେଲକୁ ସହେି ଭୂମିରୁ ବାହାର କରିବା ନାହିଁ, ଯାହା ଆମ୍ଭେ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଦବୋପାଇଁ ପ୍ରତିଜ୍ଞା କରିଛୁ। କିନ୍ତୁ ସମାନଙ୍କେୁ ସହେି ସମସ୍ତ ଆଜ୍ଞା, ବ୍ଯବସ୍ଥା, ବିଧି ଓ ବିଧାନ ପାଳନ କରିବାକୁ ପଡ଼ିବ। ଯାହାକି ଆମ୍ଭେ ସମାନଙ୍କେୁ ମାଶାଙ୍କେ ମାଧ୍ଯମ ରେ ଦଇେଥିଲୁ।