ସମାନେେ ମାଶାଙ୍କେୁ କହିଲେ, ଆମ୍ଭେ ତୁମ୍ଭର ସବେକଗଣ ନିଜ ଅଧୀନସ୍ଥ ସମସ୍ତ ଯୋଦ୍ଧାମାନଙ୍କୁ ଗଣନା କରିଅଛୁ। କହେିଜଣେ ହଜିୟାଇ ନାହାନ୍ତି।
Cross references
ତୁମ୍ଭେ ଗଣିତ ହାଇେଥିବା ଲୋକମାନଙ୍କର ସଂଖ୍ଯା ଅନୁସାରେ ଇଶ୍ରାୟେଲ ସନ୍ତାନମାନଙ୍କୁ ଗଣନା କରିବ। ସେତବେେଳେ ସମାନଙ୍କେର ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କ ନିକଟରେ ନିଜ ନିଜ ପ୍ରାଣାର୍ଥେ ଗଣନା ସମୟରେ ପ୍ରାଯଶ୍ଚିତ କରିବେ। ତହିଁରେ ସମାନଙ୍କେ ମଧିଅରେ ଗଣନା ସମୟରେ ଆଘାତ ହବେ ନାହିଁ।
ଦାଉଦ ପ୍ରେତ୍ୟକକ ଜିନିଷ ଫରେିପାଇଲେ, ଯେଉଁଗୁଡିକୁ ଅମାଲକେୀଯମାନେ ନଇୟୋଇ ଥିଲେ। ଏପରିକି ତାଙ୍କର ଦକ୍ସ୍ଟଇ ସ୍ତ୍ରୀଙ୍କକ୍ସ୍ଟ ମଧ୍ଯ।
ତାଙ୍କର କୌଣସି ଜିନିଷ କିମ୍ବା ବ୍ଯକ୍ତି ହରାଇ ନଥିଲେ। ସମାନଙ୍କେର ସମସ୍ତ ଦ୍ରବ୍ଯ, ବଯସ୍କ ଲୋକ, ପିଲା, ସମସ୍ତଙ୍କ ପକ୍ସ୍ଟତ୍ର କନ୍ଯା ସମସ୍ତଙ୍କକ୍ସ୍ଟ ଦାଉଦ ରକ୍ଷାକଲେ। ଏବଂ ସମାନଙ୍କେର ମୂଲ୍ଯବାନ ବସ୍ତକ୍ସ୍ଟକକ୍ସ୍ଟ ମଧ୍ଯ ଦାଉଦ ନଇେ ଆସିଲେ।
ଆମ୍ଭ ରାଜା ସମାନଙ୍କେୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସମାନଙ୍କେୁ ଦୁଃଖ ଦବୋ ପାଇଁ ଚାହୁଁଛନ୍ତି। ରାଜାଙ୍କ ପାଇଁ ସଇେ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ବପୂର୍ଣ୍ଣ ଅଟେ।
ଏପରି ଘଟିଲା ଯେ ହତେୁ ପୂର୍ବରୁ ତାହାଙ୍କ ଦ୍ବାରା କଥିତ ବାଣୀ ସତ୍ଯ ହବେ: ମୁଁ ତୁମ୍ଭେ ଦଇେଥିବା ଜଣେ ଲୋକକୁ ମଧ୍ଯ ହ ରଇେ ନାହିଁ।