ପ୍ରଥମ ଶାମୁୟେଲ 30:18 · ଓଡ଼ିଆ ବାଇବେଲ
ଦାଉଦ ପ୍ରେତ୍ୟକକ ଜିନିଷ ଫରେିପାଇଲେ, ଯେଉଁଗୁଡିକୁ ଅମାଲକେୀଯମାନେ ନଇୟୋଇ ଥିଲେ। ଏପରିକି ତାଙ୍କର ଦକ୍ସ୍ଟଇ ସ୍ତ୍ରୀଙ୍କକ୍ସ୍ଟ ମଧ୍ଯ।
Cross references
ଆଦି ପୁସ୍ତକ 14:16
ଏହାପରେ ସେ ତାଙ୍କର ଭାତୃ ପୁତ୍ର ଲୋଟ ତାଙ୍କର ସମ୍ପତ୍ତି ପୁଣି ସ୍ତ୍ରୀଗଣ ଏବଂ ସୈନ୍ଯଗଣଙ୍କୁ ବାହୁଡ଼ାଇ ଆଣିଲେ।
ଗଣନା ପୁସ୍ତକ 31:49
ସମାନେେ ମାଶାଙ୍କେୁ କହିଲେ, ଆମ୍ଭେ ତୁମ୍ଭର ସବେକଗଣ ନିଜ ଅଧୀନସ୍ଥ ସମସ୍ତ ଯୋଦ୍ଧାମାନଙ୍କୁ ଗଣନା କରିଅଛୁ। କହେିଜଣେ ହଜିୟାଇ ନାହାନ୍ତି।