ଗଣନା ପୁସ୍ତକ 31:48 · ଓଡ଼ିଆ ବାଇବେଲ
ଏହାପରେ ସୈନ୍ଯବାହୀନିର ନତେୃବର୍ଗ ସହସ୍ର ସୈନ୍ଯାଧିପତି ଓ ଶତ ସୈନ୍ଯାଧିପତିମାନେ ମାଶାଙ୍କେ ନିକଟକୁ ଆସିଲେ।
Cross references
ଗଣନା ପୁସ୍ତକ 31:14
ସେତବେେଳେ ମାଶାେ ସନୋପତିମାନଙ୍କ ପ୍ରତି (ଅର୍ଥାତ୍ ସହସ୍ରପତି ଓ ଶତପତିମାନଙ୍କ ପ୍ରତି) କୋର୍ଧ କଲେ। ଯେଉଁମାନେ ୟୁଦ୍ଧ କ୍ଷେତ୍ରରୁ ଫରେି ଆସିଥିଲେ।
ଦିତୀୟ ବିବରଣ 20:5
ଅଧକ୍ଷଗଣ ଲୋକମାନଙ୍କୁ କହିବେ, 'କେଉଁ ଲୋକ ନୂତନ ଗୃହ ନିର୍ମାଣ କରି ତାହା ପ୍ରତିଷ୍ଠା କରି ନାହିଁ? ସେ ତା'ର ଆପଣା ଗୃହକକ୍ସ୍ଟ ଯାଉ। ନଚେତ୍ ସେ ଯବେେ ମରିୟାଏ, ତବେେ ଅନ୍ୟ ଲୋକ ସେ ଗୃହ ରେ ପ୍ରବେଶ କରିବ।