ଗଣନା ପୁସ୍ତକ 3:28 · ଓଡ଼ିଆ ବାଇବେଲ
ଏକ ମାସରୁ ଅଧିକ ବଯସ୍କ ପୁରୁଷମାନଙ୍କର ସଂଖ୍ଯା କହାତୀଯ ପରିବାରବର୍ଗର 8,300 ଓ ସମାନେେ ପବିତ୍ର ସ୍ଥାନର ରକ୍ଷକ ରୂପେ ନିୟୁକ୍ତ ହେଲେ।
Cross references
ଗଣନା ପୁସ୍ତକ 3:7
ସମାନଙ୍କେର ସମାଗମ ତମ୍ବୁ ନିକଟରେ ରକ୍ଷକ ହବେେ। ସମଗ୍ର ଇଶ୍ରାୟେଲ ସମାଜ ପାଇଁ ସମାନେେ ମଧ୍ଯ ପବିତ୍ର ଛାଉଣୀର କାର୍ୟ୍ଯ କରିବେ।
ଗଣନା ପୁସ୍ତକ 3:31
ପବିତ୍ର ସିନ୍ଦୂକ, ମଜେ,ଦୀପରୁଖା, ୟଜ୍ଞବଦେୀ, ପବିତ୍ରସ୍ଥାନର ସବୋ ସମ୍ବନ୍ଧୀଯ ସକଳପାତ୍ର, ଏବଂ ପରଦା ସମାନଙ୍କେର ଦାଯ୍ବିତ୍ବ ରେ ରହିବ।
ଗଣନା ପୁସ୍ତକ 4:35
ତିରିଶ ବର୍ଷ ଠାରୁ ପଚାଶ ବର୍ଷ ବଯସ୍କ ପର୍ୟ୍ଯନ୍ତ ଯେଉଁମାନେ ସମାଗମ ତମ୍ବୁ ରେ କର୍ମ କରିବା ନିମନ୍ତେ ସବେକ ଶେଣ୍ରୀଭୁକ୍ତ ହବେେ, ସମାନଙ୍କେୁ ଗଣନା କଲେ।