Home Bibles ☰ Books ଗଣନା ପୁସ୍ତକ 29:17 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 29:17 · ଓଡ଼ିଆ ବାଇବେଲ

ଆଉ ଦ୍ବିତୀୟ ଦିନ ରେ, ବାରଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନ ଥିବା ଉଚିତ୍।

Cross references

ଲେବୀୟ ପୁସ୍ତକ 23:36

ସାତଦିନ ୟାଏ ତୁମ୍ଭମାନେେ ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍, ଅଷ୍ଟମ ଦିନ ରେ ତୁମ୍ଭମାନଙ୍କର ପବିତ୍ର ସଭା ହବୋ ଉଚିତ୍ ଓ ତୁମ୍ଭମାନେେ ସଦାପ୍ରଭୁଙ୍କ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ତାହା ଏକ ମହାନ୍ ସଭା ଅଟେ, ତୁମ୍ଭମାନେେ କୌଣସି ବ୍ଯବସାଯିକ କର୍ମ କରିବା ଉଚିତ୍ ନୁହେଁ।

ଗଣନା ପୁସ୍ତକ 29:13

ଆଉ ତୁମ୍ଭମାନେେ ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ରୂପେ ତରଟେି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।

ଗଣନା ପୁସ୍ତକ 29:20

ଆଉ ଉତ୍ସବର ତୃତୀୟ ଦିନ ରେ ଏଗାରଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।

ଗୀତସଂହିତା 40:6

ହେ ସଦାପ୍ରଭୁ, ତୁମ୍ଭେ ମାେତେ ଏହାକୁ ବୁଝିବାକୁ ସକ୍ଷମ କରିଛ। ତୁମ୍ଭେ ବଳିଦାନ ଓ ଶସ୍ଯ ନବୈେଦ୍ଯରେ ସନ୍ତାଷେ ନାହିଁ, ତୁମ୍ଭେ ପ୍ରକୃତରେ ହାମବେଳି ଓ ପାପାର୍ଥକ ବଳି ଚାହଁ ନାହିଁ।

ଗୀତସଂହିତା 50:8

ମୁଁ ତୁମ୍ଭର ବଳିଦାନ ବିଷଯରେ ଅଭିଯୋଗ କରୁ ନାହିଁ। ତୁମ୍ଭେ ଇଶ୍ରାୟେଲର ଅଧିବାସୀଗଣ ପ୍ରତିଦିନ ମାେ ପାଇଁ ହାମବେଳି ଆଣୁଅଛ। ତୁମ୍ଭେ ତାହାକୁ ମାେତେ ପ୍ରତିଦିନ ଅର୍ପଣ କରୁଅଛ।

ଗୀତସଂହିତା 51:16

ତୁମ୍ଭେ ପ୍ରକୃତରେ ବଳିଦାନ ଚାହିଁ ନାହଁ ଏବଂ ତୁମ୍ଭେ ହାମବେଳିରେ ସନ୍ତୁଷ୍ଟ ନୁହଁ। ତା' ହେଲେ ମୁଁ ସଗେୁଡ଼ିକ ଦଇେଥାନ୍ତି।

ଗୀତସଂହିତା 69:31

ସଦାପ୍ରଭୁ ଏଥିରେ ପ୍ରସନ୍ନ ହବେେ। ଏକ ଶିଙ୍ଗ ଓ ଖୁରା ସହିତ ଷଣ୍ଢ କିଅବା ପଶୁ ବଳି ଦବୋ ଅପେକ୍ଷା ଏହା ଅଧିକ ଉତ୍ତମ ଅଟେ।

ଯିଶାଇୟ 1:11

ପରମେଶ୍ବର କୁହନ୍ତି, ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ। ମୁଁ ମଷେର ଓ ହୃଷ୍ଟପୃଷ୍ଟ ଗୋରୁଗାଈର ମଦରେ ହାମବେଳି ପ୍ରତି ବିତୃଷ୍ଣା ହାଇେ ୟାଇଛି। ମୁଁ ଆଉ ଷଣ୍ଢ ମଷେ ଓ ଛାଗମାନଙ୍କର ରକ୍ତ ଚା ହେଁ ନାହିଁ।

ଯିରିମିୟ 7:22

ଯେଉଁଦିନ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଆମ୍ଭେ ମିଶରରୁ ବାହାର କରି ଆଣିଲୁ, ସଦେିନ ଆମ୍ଭେ ହାମେ କିଅବା ବଳିଦାନ ବିଷଯ ରେ ସମାନଙ୍କେୁ କିଛି କହି ନ ଥିଲୁ କିଅବା ଆଜ୍ଞା ଦଇେ ନ ଥିଲୁ।

ହୋଶେୟ 6:6

କାହିଁକି? କାରଣ ଆମ୍ଭେ ବିଶ୍ବସ୍ତ ପ୍ ରମେ ଗ୍ଭହୁଁ, ବଳିଦାନ ନୁହେଁ। ଲୋକମାନେ ପରମେଶ୍ବରଙ୍କୁ ଜାଣନ୍ତୁ ବୋଲି ଆମ୍ଭେ ଗ୍ଭହୁଁ, କିନ୍ତୁ ହାମବେଳି ଆଣନ୍ତୁ ବୋଲି ନୁହେଁ।

ରୋମୀୟଙ୍କ ପ୍ରତି ପତ୍ର 12:1

ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ।

ଏବ୍ରୀ 8:13

ପରମେଶ୍ବର ଏହାକୁ ନୂତନ ନିୟମ ବୋଲି କହି, ପ୍ରଥମ ନିୟମଟିକୁ ପୁରାତନ ନିୟମ କରି ଅଛନ୍ତି। ଯେଉଁ ବିଷୟସବୁ ପୁରାତନ ଓ ଅକାମୀ ହାଇଯୋଇଛି, ତାହା ଅତିଶୀଘ୍ର ଲୋପ ପାଇୟିବ।

ଏବ୍ରୀ 9:3

ଦ୍ବିତୀୟ ପରଦା ପଛ ପଟ ରେ ଯେଉଁ ବଖରାଟି ଥିଲା ତାହାକୁ 'ମହାପବିତ୍ର ସ୍ଥାନ' କୁହାଯାଉଥିଲା।

Interlinear

Choose Theme