ପୁଣି ଗୋବତ୍ସର, ମଷେର ଓ ମଷେ ବତ୍ସମାନଙ୍କ ସଂଖ୍ଯା ଅନୁସାରେ ବିଧିମତେ ଭକ୍ଷ୍ଯ ଓ ପଯେ ନବୈେଦ୍ଯ ,
Cross references
ଯେଉଁ ଲୋକ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରୁଛ, ଏକ ଐଫାର ଦଶମାଂଶ ସରୁ ମଇଦା ଏକ ହିନର ଚତୁର୍ଥାଂଶ ତୈଳ ସହିତ ମିଶ୍ରିତ କରି ଆଣିବ।
ପୁଣି ତହିଁର ଏକ ମଷେବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ପଯେ ନବୈେଦ୍ଯ ଦବେ। ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ପଯେ ନବୈେଦ୍ଯରୂପେ ଦ୍ରାକ୍ଷାରସ ଢାଳିବ।
ଆଉ ଏକ ଷଣ୍ତ ନିମନ୍ତେ ଏକ ହିନର ଅର୍ଦ୍ଧକେ, ଏକ ମଷେ ନିମନ୍ତେ ଏକ ହିନର ତୃତୀଯାଂଶ ଓ ଏକ ମଷେବତ୍ସ ନିମନ୍ତେ ହିନର ଏକ ଚତୁର୍ଥାଂଶ ଦ୍ରାକ୍ଷାରସ ପଯେ ନବୈେଦ୍ଯ ହବେ; ଏହା ବର୍ଷର ପ୍ରତିମାସର ଅମାବାସ୍ଯା ରେ ମାସିକ ହାମବେଳି ହବେ।
ଗୋଟିଏ ଷଣ୍ତ ନିମନ୍ତେ ଦେଢ ଦିନ ଓ ଅଣ୍ତିରା ମଷେ ନିମନ୍ତେ ଏକ ହିନ ତୈଳ ମିଶ୍ରିତ ସରୁ ମଇଦା ଆଉ ଶସ୍ଯ ନବୈେଦ୍ଯରୂପେ ଉତ୍ସର୍ଗ ହବେ।
ଅମାବାସ୍ଯା ରେ ନିତ୍ଯ ହାମବେଳି ସହିତ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଏ ସମସ୍ତ ଉତ୍ସର୍ଗ କରିବ। ଏହା ସଦାପ୍ରଭୁଙ୍କୁ ସୁବାସିତ ଉପହାର ହବେ।
ପୁଣି ତହିଁରେ ଶସ୍ଯ ନବୈେଦ୍ଯରୂପେ ଏକ ଷଣ୍ତ ନିମନ୍ତେ ଦେଢ ହିନ ଓ ଏକ ଅଣ୍ତିରା ମଷେ ନିମନ୍ତେ ଏକ ହିନ ତୈଳ ମିଶ୍ରିତ ସରୁ ମଇଦା ନବେ।