Home Bibles ☰ Books ଏବ୍ରୀ 8:13 · ଓଡ଼ିଆ ବାଇବେଲ
ଏବ୍ରୀ 8:13 · ଓଡ଼ିଆ ବାଇବେଲ

ପରମେଶ୍ବର ଏହାକୁ ନୂତନ ନିୟମ ବୋଲି କହି, ପ୍ରଥମ ନିୟମଟିକୁ ପୁରାତନ ନିୟମ କରି ଅଛନ୍ତି। ଯେଉଁ ବିଷୟସବୁ ପୁରାତନ ଓ ଅକାମୀ ହାଇଯୋଇଛି, ତାହା ଅତିଶୀଘ୍ର ଲୋପ ପାଇୟିବ।

Cross references

ଯିଶାଇୟ 51:6

ତୁମ୍ଭମାନେେ ସ୍ବର୍ଗମଣ୍ଡଳ ପ୍ରତି ଉର୍ଦ୍ଧ୍ବଦୃଷ୍ଟି କର ଓ ଅଧଃସ୍ଥିତ ଭୂମଣ୍ଡଳ ପ୍ରତି ନିରୀକ୍ଷଣ କର। କାରଣ ଆକାଶ ମଣ୍ଡଳ ଧୂମ ତୁଲ୍ଯ ଅନ୍ତର୍ହିତ ହବେ ଓ ଭୂମଣ୍ଡଳ ବସ୍ତୁ ତୁଲ୍ଯ ଜୀର୍ଣ୍ଣ ହବେ। ଆଉ ମଧ୍ଯ ପୃଥିବୀବାସୀ ସହେିପରି ମୃତ୍ଯୁବରଣ କରିବେ। ମାତ୍ର ଆମ୍ଭର ପରିତ୍ରାଣ ଅନନ୍ତକାଳସ୍ଥାଯୀ ହବେ ଓ ଆମ୍ଭର ଧର୍ମାଚାର ଲୁପ୍ତ ହବେ ନାହିଁ।

ମାଥିଉଲିଖିତ ସୁସମାଚାର 24:35

ପୃଥିବୀ ଓ ଆକାଶ ନଷ୍ଟ ହାଇଯେିବ, କିନ୍ତୁ ମାରେ ବାକ୍ଯ କବେେ ଅନ୍ୟଥା ହବେନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13:8

ପ୍ ରମେ କଦାପି ଶଷେ ହୁଏ ନାହିଁ। ଯଦି ଭାବବାଣୀ ଥାଏ, ତାହା ଲୋପ ହବେ, ଅନକେ ଭାଷା କହିବା ଶକ୍ତି ବନ୍ଦ ହାଇଯେିବ ; ଯଦି ଜ୍ଞାନ ଥାଏ ତାହା ଲୋପ ହବେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:17

ଯଦି କୌଣସି ଲୋକ ଖ୍ରୀଷ୍ଟଙ୍କ ଠା ରେ ଅଛି, ସେ ନୂତନ ଭାବରେ ସୃଷ୍ଟି ହାଇେ ଅଛି। ପୁରୁଣା ବିଷୟ ସମସ୍ତ ଚାଲି ଯାଇଅଛି, ଓ ପ୍ରେତ୍ୟକକ ବିଷୟ ନୂଆ ହାଇେ ଯାଇଛି।

ଏବ୍ରୀ 7:11

ଲବେୀ ପରିବାରବର୍ଗଙ୍କ308 ଯାଜକମାନଙ୍କର ପଦ୍ଧତି ଅନୁଯାଯୀ ଲୋକଙ୍କୁ ବ୍ଯବସ୍ଥା ପ୍ରଦତ୍ତ ହାଇେଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ବାରା ଲୋକମାନଙ୍କୁ ଆଧ୍ଯାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ଯକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମଲ୍କୀଷଦକଙ୍କେ ଭଳି ଆଉ ଜଣେ ଯାଜକର ଆବଶ୍ଯକ ଥିଲା।

ଏବ୍ରୀ 7:18

ପୂର୍ବ ବ୍ଯବସ୍ଥା ଦୁର୍ବଳ ଓ ବ୍ଯର୍ଥ ହାଇେଥିବାରୁ ଲୋପ କରି ଦିଆ ହେଲା।

ଏବ୍ରୀ 9:9

ଏହା ଆଜି ଆମ୍ଭ ପାଇଁ ଉଦାହରଣ ସ୍ବରୂପ। ଏହା ସୂଚାଇ ଦିଏ ଯେ, ଯେଉଁ ଦାନ ଓ ବଳିଗୁଡ଼ିକ ପରମେଶ୍ବରଙ୍କୁ ଉତ୍ସର୍ଗ କରାଯାଏ, ତଦ୍ଦ୍ବାରା ଉପାସକ ପାପରୁ ସମ୍ପୂର୍ଣ୍ଣ ଧୌତ ହାଇପୋ ରେ ନାହିଁ। ଉକ୍ତ ବଳି ହତେୁ ସେ ସିଦ୍ଧିଲାଭ କରିପା ରେ ନାହିଁ।

ଏବ୍ରୀ 9:15

ଅତଏବ, ପରମେଶ୍ବରଙ୍କ ପାଖରୁ ଯୀଶୁଖ୍ରୀଷ୍ଟ ଗୋଟିଏ ନୂତନ ନିୟମ ଆଣିଲେ। ଏହି ନୂତନ ନିୟମର ଉଦ୍ଦେଶ୍ଯ ଯେପରି ପରମେଶ୍ବରଙ୍କ ଦ୍ବାରା ଆହୂତ ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ହବେେ। ସମାନେେ ଅନନ୍ତକାଳ ଏହି ଅଧିକାର ଭୋଗ କରିବେ। କାରଣ ପ୍ରଥମ ନିୟମ କାଳ ରେ ଲୋକମାନେ ଯେଉଁ ପାପସବୁ କରିଥିଲେ, ତହିଁର ପ୍ରତିବାଦ ରେ ଖ୍ରୀଷ୍ଟ ମୃତ୍ଯୁ ବରଣ କଲେ।

Interlinear

Choose Theme